Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Wednesday, June 07, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • 'ଆମେ ନ ବୁଝି ନ ଶୁଝି କୌଣସି ପ୍ରସ୍ତାବ ...

  • ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ...

  • ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ...

  • ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ଜୀବନ : ଛୁରୀ ...

  • କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ...

  • ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ ...

  • ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୁଲିସର ...

  • ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ

  • ରକ୍ତଚାପ ଦୂର କରେ ଲିଚୁ

  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››କୃଷ୍ଣସାଗର ହ୍ରଦରେ ବୁଡ଼ି ୫ ନାବାଳକ ମୃତ

କୃଷ୍ଣସାଗର ହ୍ରଦରେ ବୁଡ଼ି ୫ ନାବାଳକ ମୃତ

2023-05-14 15:53:46
13839
Share:
Facebook
Twitter
E-Mail
WhatsApp
Telegram
କୃଷ୍ଣସାଗର ହ୍ରଦରେ ବୁଡ଼ି ୫ ନାବାଳକ ମୃତ

ନୂଆଦିଲ୍ଲୀ: ଗୁଜରାଟ ବୋଟାଦ ସ୍ଥିତ କୃଷ୍ଣସାଗର ହ୍ରଦରେ ବୁଡ଼ି ୫ ନାବାଳକ ମୃତ। ଶନିବାର ଦୁଇଜଣ ପିଲା ହ୍ରଦରେ ପହଁରୁଥିବା ବେଳେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ ଆଉ ୩ଜଣ ପିଲା ସେମାନଙ୍କୁ ଉଦ୍ଧାର କରିବାକୁ ହ୍ରଦକୁ ଡେଇଁପଡ଼ିଥିଲେ। କିନ୍ତୁ, ସେମାନେ ବି ବୁଡ଼ି ଯାଇଥିଲେ । ମୃତ ବାଳକମାନଙ୍କର ବୟସ ୧୩ରୁ ୧୭ ମଧ୍ୟରେ ହେବ।
ତେବେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଲା, ଏହାପରେ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା। କିନ୍ତୁ ସେମାନଙ୍କୁ ବଞ୍ଚାଇବାରେ ସଫଳ ହୋଇପାରିନଥିଲା। ୫ ଜଣକ ମୃତ୍ୟୁ ହୋଇଯାଇଥିଲା। ତେବେ ମୃତ ୫ ନାବାଳକଙ୍କୁ ପରିଚୟ ଜଣାପଡ଼ିନାହିଁ।

Powered by Froala Editor

Tags Sink

Related articles Odisha News Lens 3.2

  • ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ କହିଲେ ପତ୍ନୀ କୁଆଡେ ଗଲେ?
    ମନୋରଞ୍ଜନ

    ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ କହିଲେ ପତ୍ନୀ କୁଆଡେ ଗଲେ?

    14207
    Jun 06, 2023
  • ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ଅକ୍‌ଟୋପସର କାହାଣୀ
    ବିଶେଷ

    ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ଅକ୍‌ଟୋପସର କାହାଣୀ

    14871
    Jun 07, 2023
  • କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ବାପା
    ଅପରାଧ

    କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ବାପା

    14092
    Jun 06, 2023
  • ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ଜୀବନ : ଛୁରୀ ନକାଢି ବାଇକ୍ ଚଳାଇ ଡାକ୍ତରଖାନା ଗଲେ ଯୁବକ
    ଦେଶ-ଦେଶାନ୍ତର

    ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ଜୀବନ : ଛୁରୀ ନକାଢି ବାଇକ୍ ଚଳାଇ ଡାକ୍ତରଖାନା ଗଲେ ଯୁବକ

    15521
    Jun 06, 2023
  • ଭୟଙ୍କର ସଡ଼କ ଦୁର୍ଘଟଣା:  ୫ ମୃତ
    ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ

    15492
    Jun 06, 2023
  • ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୁଲିସର ପଚରାଉଚରା
    ଦେଶ-ଦେଶାନ୍ତର

    ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୁଲିସର ପଚରାଉଚରା

    14241
    Jun 06, 2023
  • ରକ୍ତଚାପ ଦୂର କରେ ଲିଚୁ
    ବିଶେଷ

    ରକ୍ତଚାପ ଦୂର କରେ ଲିଚୁ

    14244
    Jun 06, 2023
  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର
    ବିଶେଷ

    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର

    15604
    Jun 06, 2023
  • ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ଜନ୍ମରୁ ମୁକ୍ତି
    ବିଶେଷ

    ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ଜନ୍ମରୁ ମୁକ୍ତି

    13874
    Jun 07, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ଅକ୍‌ଟୋପସର କାହାଣୀ

    14871
    Jun 07, 2023
  • ମନୋରଞ୍ଜନ

    ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ କହିଲେ ପତ୍ନୀ କୁଆଡେ ଗଲେ?

    14207
    Jun 06, 2023
  • ଦେଶ-ଦେଶାନ୍ତର

    ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୁଲିସର ପଚରାଉଚରା

    14241
    Jun 06, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ଜନ୍ମରୁ ମୁକ୍ତି

    13874
    Jun 07, 2023
  • ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ଅକ୍‌ଟୋପସର କାହାଣୀ

    14871
    Jun 07, 2023
  • ରକ୍ତଚାପ ଦୂର କରେ ଲିଚୁ

    14244
    Jun 06, 2023
  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର

    15604
    Jun 06, 2023
  • ମହିଳାଙ୍କ ଉଚ୍ଚତା କମ୍‌ ଥିଲେ ବି ଦେଖାଯିବେ ଆକର୍ଷଣୀୟ

    14821
    Jun 04, 2023

ବାଣିଜ୍ୟ

ସମ୍ପତ୍ତିରେ ମାର୍କ ଜୁକରବର୍ଗଙ୍କୁ ଟପିଗଲେ ଅମ୍ବାନୀ, ୨୩ ସ୍ଥାନକୁ ଖସିଲେ ଆଦାନି

ପୁଣି ଥରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି। ‘ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ’ରେ ଅମ୍ବାନୀ ୧୩ଶ ସ୍ଥାନରୁ ୧୨ଶ ସ୍ଥାନରେ ପହଞ୍ଚିଛନ୍ତି। ଏବେ ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତିର ପରିମାଣ ୮୫୮୦ କୋଟି ଡଲାର। ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୮୫ ...

  • ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

    18395
    Nov 01, 2022
  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19560
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19853
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19972
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ

    15492
    Jun 06, 2023
  • କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ବାପା

    14092
    Jun 06, 2023
  • ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ କହିଲେ ପତ୍ନୀ କୁଆଡେ ଗଲେ?

    14207
    Jun 06, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In