Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, February 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ...

  • ନାଇଜେରିଆର ଦୁଇଟି ଗାଁରେ ଉଗ୍ରବାଦୀଙ୍କ ...

  • ଆଜି ପୁଣି କମିଛି ସୁନା ଓ ରୂପା ଦର

  • ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ...

  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ...

  • ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ...

  • ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ...

  • ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ...

  • ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ...

  • ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ...

Home ›› ››ସ୍କ୍ରାପ୍‌ରୁ ବାଇକ୍ ବନାଇଦେଲେ ଯୁବକ : ବସିବେ ୭ ଜଣ, ଯିବ ୨୦୦ କି.ମି

ସ୍କ୍ରାପ୍‌ରୁ ବାଇକ୍ ବନାଇଦେଲେ ଯୁବକ : ବସିବେ ୭ ଜଣ, ଯିବ ୨୦୦ କି.ମି

2023-04-30 18:08:25
14787
Share:
Facebook
Twitter
E-Mail
WhatsApp
Telegram
ସ୍କ୍ରାପ୍‌ରୁ ବାଇକ୍ ବନାଇଦେଲେ ଯୁବକ : ବସିବେ ୭ ଜଣ, ଯିବ ୨୦୦ କି.ମି

ଅସୁବିଧାରେ ପଡିଲେ ଯୋଗାଡ ଆପେ ଆପେ ମୁଣ୍ଡକୁ ଆସେ । ସେମିତି କିଛି ଯୋଗାଡ କରିଛନ୍ତି ଜଣେ ଯୁବକ । ଯାହାକୁ ବିଜନେସ୍ ଟାଇକୁନ୍ ଓ ଆରପିଜି ଏଣ୍ଟରପ୍ରାଇଜେସ୍ ଚେୟାରମ୍ୟାନ ହର୍ଷ ଗୋୟନକା ନିଜ ଟ୍ବିଟର ପେଜରେ ସେୟାର କରିଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ୭ ଜଣ ଯୁବକ ଏକ ୭ ସିଟର ବାଇକରେ ଯାଉଥିବା ଦେଖିବାକୁ ମିଳୁଛି । ଯାହା ଉପରେ ଏକ ସୋଲାର ପ୍ୟାନେଲ ଲାଗିଛି ।

ଭିଡିଓରେ ଏହାକୁ ତିଆରି କରିଥିବା ଯୁବକ ଜଣଙ୍କ ଏହାର ଗୁଣ ଓ କାମ କରିବାର ଦକ୍ଷତା ସମ୍ପର୍କରେ କହୁଥିବା ଶୁଣିବାକୁ ମିଳୁଛି । ଯୁବକ ଜଣକ କହୁଛନ୍ତି, ‘କବାଡରୁ ସେ ୭ ସିଟର ବାଇକ ବନାଇଛନ୍ତି । ଏହା ସୌରଶକ୍ତିରେ ଚାଲୁଛି ଓ ଏହା ଥରକେ ୨ ଶହ କିମି ପର୍ଯ୍ୟନ୍ତ ଚାଲି ପାରିବ । ଏହାକୁ ବନାଇବାକୁ ୧୦ରୁ ୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।’

ଭିଡିଓ ସେୟାର କରି ହର୍ଷ ଲେଖିଛନ୍ତି, ‘ଏହି ୭ ସିଟର ବାଇକର ଏକାଧିକ ଗୁଣ । ସ୍କ୍ରାପରେ ତିଆରି ହୋଇଛି । ସୌରଶକ୍ତିରେ ଚାଲୁଛି । କମ ଖର୍ଚ୍ଚରେ ତିଆରି ହୋଇଛି । ଏପରି ପ୍ରଡକ୍ଟ ଦେଖି ମୁଁ ଭାରତୀୟ ବୋଲି ଗର୍ବିତ ।’ ହର୍ଷ ଏହାକୁ ପୋଷ୍ଟ କରିବା ପରେ ରାତାରାତି ଭିଡିଓଟି ଭାଇରାଲ ହୋଇଯାଇଛି । ଏପ୍ରିଲ ୨୯ ତାରିଖରେ ସେୟାର ହୋଇଥିବା ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୯.୨K ଲୋକ ଦେଖି ସାରିଲେଣି । 


Powered by Froala Editor

Tags bike

Related articles Odisha News Lens 4.1

  • ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ହସ୍ତକ୍ଷେପକୁ ଭାରତର ପ୍ରତ୍ୟାଖ୍ୟାନ
    ଦେଶ-ଦେଶାନ୍ତର

    ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ହସ୍ତକ୍ଷେପକୁ ଭାରତର ପ୍ରତ୍ୟାଖ୍ୟାନ

    14545
    Feb 03, 2026
  • ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ

    15069
    Feb 04, 2026
  • ନାଇଜେରିଆର ଦୁଇଟି ଗାଁରେ ଉଗ୍ରବାଦୀଙ୍କ ଆକ୍ରମଣ, ୧୬୨ ମୃତ
    ଦେଶ-ଦେଶାନ୍ତର

    ନାଇଜେରିଆର ଦୁଇଟି ଗାଁରେ ଉଗ୍ରବାଦୀଙ୍କ ଆକ୍ରମଣ, ୧୬୨ ମୃତ

    13782
    Feb 05, 2026
  • ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ
    ଦେଶ-ଦେଶାନ୍ତର

    ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ

    14825
    Feb 04, 2026
  • ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା: ଜାଣନ୍ତୁ କାହିଁକି ?
    ଦେଶ-ଦେଶାନ୍ତର

    ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା: ଜାଣନ୍ତୁ କାହିଁକି ?

    14637
    Feb 05, 2026
  • ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ରବନୀତ
    ଦେଶ-ଦେଶାନ୍ତର

    ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ରବନୀତ

    13775
    Feb 04, 2026
  • ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ ର ୯ମ ସଂସ୍କରଣ ୬ରେ
    ଦେଶ-ଦେଶାନ୍ତର

    ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ ର ୯ମ ସଂସ୍କରଣ ୬ରେ

    15658
    Feb 04, 2026
  • ଭୃଷଙ୍ଗ ପତ୍ରରେ ଅଛି  ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର
    ବିଶେଷ

    ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    15586
    Feb 04, 2026
  • ଆଜି ପୁଣି କମିଛି ସୁନା ଓ ରୂପା ଦର
    ଦେଶ-ଦେଶାନ୍ତର

    ଆଜି ପୁଣି କମିଛି ସୁନା ଓ ରୂପା ଦର

    13522
    Feb 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ହସ୍ତକ୍ଷେପକୁ ଭାରତର ପ୍ରତ୍ୟାଖ୍ୟାନ

    14545
    Feb 03, 2026
  • ଦେଶ-ଦେଶାନ୍ତର

    ଆଜି ପୁଣି କମିଛି ସୁନା ଓ ରୂପା ଦର

    13522
    Feb 05, 2026
  • ଦେଶ-ଦେଶାନ୍ତର

    ନାଇଜେରିଆର ଦୁଇଟି ଗାଁରେ ଉଗ୍ରବାଦୀଙ୍କ ଆକ୍ରମଣ, ୧୬୨ ମୃତ

    13782
    Feb 05, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17325
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17396
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17742
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16218
    Apr 03, 2021

ବିଶେଷ

  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    15586
    Feb 04, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    14166
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14380
    Jan 31, 2026
  • ଏମିତି କଲେ ହେବ ନାହିଁ ଗ୍ୟାସ୍

    14528
    Jan 29, 2026
  • ଅଧିକ ପିଆଜ ଖାଆନ୍ତୁ ନାହିଁ ଏହି ରୋଗୀ

    16110
    Jan 28, 2026

ବାଣିଜ୍ୟ

ଭୁଶୁଡିଲା ସେୟାର ମାର୍କେଟ

ଘରୋଇ ସେୟାର ବଜାରରେ ଏକ ଭୟଙ୍କର ସୁନାମି ଦେଖିବାକୁ ମିଳିଛି। ରବିବାର ଦିନ, BSE ସେନସେକ୍ସରେ ୧୫୪୬.୮୪ ପଏଣ୍ଟ (୧.୮୮%) ହ୍ରାସ ଘଟି ୮୦୭୨୨.୯୪ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି NSE ନିଫ୍ଟି ୫୦ ଇଣ୍ଡେକ୍ସରେ ୪୯୫.୨୦ (୧.୯୬%) ହ୍ରାସ ଘଟି ୨୪୮୨୫.୪୫ ପଏଣ୍ଟରେ ବନ୍ଦ ହୋଇଥିଲା । ତେବେ ବଜେଟ୍ ଦିନ ସବୁଜ ରଙ୍ଗରେ ଖୋଲିଥ ...

  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16053
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15330
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15742
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15496
    Jan 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ରବନୀତ

    13775
    Feb 04, 2026
  • ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ

    14825
    Feb 04, 2026
  • ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ଦେଲା ବାପା

    15308
    Feb 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In