Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଟିଏମସିରୁ କୋଏଲ ମଲ୍ଲିଙ୍କ ଇସ୍ତଫା

  • NEET-UG ପେପର୍ ଲିକ୍ ମାମଲାରେ ସିବିଆଇର ...

  • ଇରାନକୁ ଧମକ ଦେଇ ଏହା କହିଲେ ଟ୍ରମ୍ପ

  • ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ...

  • ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ...

  • ସୋନମ୍‌ ଓ୍ୱାଙ୍ଗଚୁକଙ୍କ ପାଇଁ ଦିଲ୍ଲୀ ...

  • ଚାଲି ଚାଲି ଯାଉଥିବା ସମୟରେ ...

  • ଘୋଷଯାତ୍ରା ପାଇଁ ...

  • 'ତୁମ୍ବାଡ୍ ୨' ରିଲିଜ୍ ତାରିଖ ଘୋଷଣା

  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୧୫୧ କିଲୋ ଓଜନର ସୁନାଖଚିତ ରାମଚରିତ ମାନସ ଗାଏବ

୧୫୧ କିଲୋ ଓଜନର ସୁନାଖଚିତ ରାମଚରିତ ମାନସ ଗାଏବ

2026-07-05 07:31:43
15239
Share:
Facebook
Twitter
E-Mail
WhatsApp
Telegram
୧୫୧ କିଲୋ ଓଜନର ସୁନାଖଚିତ ରାମଚରିତ ମାନସ ଗାଏବ

ଅଯୋଧ୍ୟା ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ମାମଲାକୁ ପୂର୍ବତନ କେନ୍ଦ୍ର ଗୃହ ସଚିବ ଏସ୍ ଲକ୍ଷ୍ମୀନାରାୟଣନ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ମନ୍ଦିରରୁ ୫ କୋଟି ଟଙ୍କାର ସୁନାଖଚିତ ରାମଚରିତ ମାନସକୁ ବି ଚୋରାଇ ନିଆଯାଇଛି । ଲକ୍ଷ୍ମୀନାରାୟଣନ କହିଛନ୍ତି ଯେ ସେ ୨୦୨୪ ଏପ୍ରିଲ ୮ରେ ରାମ ମନ୍ଦିର ଟ୍ରଷ୍ଟକୁ ୧୫୧ କିଲୋ ଓଜନର ରାମଚରିତ ମାନସ ପ୍ରଦାନ କରିଥିଲେ ।  ରାମଚରିତ ମାନସର ୧୦୦୦ ପୃଷ୍ଠାରେ ୨୪ କ୍ୟାରେଟ ସୁନା ଆସ୍ତରଣ ଚଢ଼ାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ତାହାର ରସିଦ ତାଙ୍କୁ ଦିଆଯାଇ ନାହିଁ । ୩-୪ ମାସ ପରେ ଏହା ମନ୍ଦିରରୁ ଗାଏବ ହୋଇଯାଇଥିଲା ।

ଏସ୍‌ଆଇଟି ଅଧିକାରୀମାନେ ଶନିବାର ରାମ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏହାପରେ ମନ୍ଦିର ଦାୟିତ୍ୱରେ ଥିବା କେ ଡି ବାବୁଙ୍କୁ ଅଳଙ୍କାର ଓ ଅନ୍ୟ ମୂଲ୍ୟବାନ ଦାନ ସାମଗ୍ରୀଗୁଡ଼ିକର ଭଣ୍ଡାର, ରକ୍ଷଣାବେକ୍ଷଣ ବାବଦରେ ଜେରା କରିଥିଲେ । ସେମାନେ ଏ ସବୁର ରେକର୍ଡ ମାଗିଛନ୍ତି । 

ଗଣମାଧ୍ୟମ ସହ କଥା ହୋଇ ଏହି ପୂର୍ବତନ ଆଇଏଏସ୍ ଅଧିକାରୀ କହିଛନ୍ତି, ମୁଁ ଅଯୋଧ୍ୟା ପହଞ୍ଚିବା ପରେ ଚମ୍ପତ ରାୟ ମୋତେ ୯ ଘଣ୍ଟା ଅପେକ୍ଷା କରାଇଥିଲେ । ମୁଁ ତାଙ୍କୁ ହାତ ଯୋଡ଼ି କହିଥିଲି, ଏହା ମୋ ଜୀବନର ପୁଞ୍ଜି । ରାମଚରିତ ମାନସକୁ ମନ୍ଦିରରେ ରଖାଯାଉ । ଏହାପରେ ଚମ୍ପତ ରାୟ କହିଥିଲେ ତାଙ୍କ ପାଖକୁ ଅନେକ ଲୋକ ସୁନା ଅଳଙ୍କାର ଏବଂ ବିଭିନ୍ନ ପ୍ରକାର ସାମଗ୍ରୀ ପଠାଉଛନ୍ତି । ସେ ସବୁକୁ ମନ୍ଦିରରେ ପ୍ରଦର୍ଶନ କରାଯାଇ ପାରିବ ନାହିଁ ।

ଏଥିରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ । ଏହାଛଡ଼ା ଏସ୍‌ଆଇଟିର ପ୍ରାରମ୍ଭିକ ରିପୋର୍ଟ ଏବଂ ମନ୍ଦିର ପରିଚାଳନା ସହ ଜଡ଼ିତ ବ୍ୟବସ୍ଥା ଉପରେ ବି ଚର୍ଚ୍ଚା ହେବ । ଅନ୍ୟପକ୍ଷରେ ଚମ୍ପତ ରାୟଙ୍କ ଇସ୍ତଫାକୁ ନେଇ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି, ଏତେ ବଡ଼ ଭଗବାନଙ୍କ ଦରବାରରୁ ଚୋରି କରି ଇସ୍ତଫା ଦେଇଦେଲେ ଛୁଟି ମିଳିଯିବ ନାହିଁ । ସରକାର ଯଦି ଏମାନଙ୍କୁ ଜେଲ ନ ପଠାନ୍ତି ତେବେ ଜନତା ଏମାନଙ୍କୁ ପିଟିବେ ।

Powered by Froala Editor

Tags ram

Related articles Odisha News Lens 4.1

  • ଘୋଷଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୁଭକାମନା
    ଦେଶ-ଦେଶାନ୍ତର

    ଘୋଷଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୁଭକାମନା

    14965
    Jul 16, 2026
  • NEET-UG ପେପର୍ ଲିକ୍ ମାମଲାରେ ସିବିଆଇର ଆଶ୍ଚର୍ଯ୍ୟଜନକ ଖୁଲାସା, ଜାଣନ୍ତୁ.....
    ଦେଶ-ଦେଶାନ୍ତର

    NEET-UG ପେପର୍ ଲିକ୍ ମାମଲାରେ ସିବିଆଇର ଆଶ୍ଚର୍ଯ୍ୟଜନକ ଖୁଲାସା, ଜାଣନ୍ତୁ.....

    14900
    Jul 16, 2026
  • ଇରାନକୁ ଧମକ ଦେଇ ଏହା କହିଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନକୁ ଧମକ ଦେଇ ଏହା କହିଲେ ଟ୍ରମ୍ପ

    15260
    Jul 16, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ...

    13830
    Jul 16, 2026
  • ସୋନମ୍‌ ଓ୍ୱାଙ୍ଗଚୁକଙ୍କ ପାଇଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ
    ଦେଶ-ଦେଶାନ୍ତର

    ସୋନମ୍‌ ଓ୍ୱାଙ୍ଗଚୁକଙ୍କ ପାଇଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

    15007
    Jul 16, 2026
  • 'ତୁମ୍ବାଡ୍ ୨' ରିଲିଜ୍ ତାରିଖ ଘୋଷଣା
    ମନୋରଞ୍ଜନ

    'ତୁମ୍ବାଡ୍ ୨' ରିଲିଜ୍ ତାରିଖ ଘୋଷଣା

    13798
    Jul 16, 2026
  • ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗ ଗିରଫ
    ଦେଶ-ଦେଶାନ୍ତର

    ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗ ଗିରଫ

    13438
    Jul 16, 2026
  • ଚାଲି ଚାଲି ଯାଉଥିବା ସମୟରେ କାଉନସିଲରଙ୍କୁ ହୃଦଘାତ
    ଦେଶ-ଦେଶାନ୍ତର

    ଚାଲି ଚାଲି ଯାଉଥିବା ସମୟରେ କାଉନସିଲରଙ୍କୁ ହୃଦଘାତ

    15006
    Jul 16, 2026
  • ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ଜାରି
    ମନୋରଞ୍ଜନ

    ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ଜାରି

    14833
    Jul 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    'ତୁମ୍ବାଡ୍ ୨' ରିଲିଜ୍ ତାରିଖ ଘୋଷଣା

    13798
    Jul 16, 2026
  • ଦେଶ-ଦେଶାନ୍ତର

    ଟିଏମସିରୁ କୋଏଲ ମଲ୍ଲିଙ୍କ ଇସ୍ତଫା

    13691
    Jul 16, 2026
  • ଦେଶ-ଦେଶାନ୍ତର

    ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗ ଗିରଫ

    13438
    Jul 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16979
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17589
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17642
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18043
    Sep 06, 2023

ବିଶେଷ

  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    13960
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14622
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14906
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15656
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15763
    Jul 06, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

ମହିଳା ଏବଂ କିଶୋରୀମାନଙ୍କୁ ଋତୁସ୍ରାବ ଏବଂ ସ୍ୱଚ୍ଛତା ବିଷୟରେ ନିଜ ପସନ୍ଦ ଅନୁଯାୟୀ ପଦକ୍ଷେପ ନେବାକୁ ସକ୍ଷମ କରିଛି

ଭୁବନେଶ୍ୱର, ୧୪/୦୭/୨୦୨୬ : ସାରା ଭାରତରେ ମହିଳା ଏବଂ କିଶୋରୀମାନଙ୍କ ପାଇଁ ଋତୁସ ...

  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15829
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13776
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14663
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15852
    Jun 30, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୋନମ୍‌ ଓ୍ୱାଙ୍ଗଚୁକଙ୍କ ପାଇଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

    15007
    Jul 16, 2026
  • ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ଜାରି

    14833
    Jul 16, 2026
  • ଇରାନକୁ ଧମକ ଦେଇ ଏହା କହିଲେ ଟ୍ରମ୍ପ

    15260
    Jul 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In