Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 06, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା ...

ରାଜ୍ୟ
Home ›› ରାଜ୍ୟ ››ଶୂନ୍ୟକାଳରେ ପୁଣି ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ: ନବ ହତ୍ୟା ପ୍ଲାନଡ ମର୍ଡର ବୋଲି କହିଲେ ତାରା

ଶୂନ୍ୟକାଳରେ ପୁଣି ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ: ନବ ହତ୍ୟା ପ୍ଲାନଡ ମର୍ଡର ବୋଲି କହିଲେ ତାରା

2023-02-27 08:48:22
15682
Share:
Facebook
Twitter
E-Mail
WhatsApp
Telegram
ଶୂନ୍ୟକାଳରେ ପୁଣି ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ: ନବ ହତ୍ୟା ପ୍ଲାନଡ ମର୍ଡର ବୋଲି କହିଲେ ତାରା

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ତୁ ତୁ ମେଁ ମେଁ ଥମିବାର ନା ନେଉନି ।  ଗୃହ ବାହାରେ ଏନେଇ ଯେମିତି ଚର୍ଚ୍ଚା ହେଉଛି  ଗୃହ ଭିତରେ ବି ସେତିକି ଚର୍ଚ୍ଚା ହେଉଛି । ବିଧାନସଭା ଆରମ୍ଭ ଦିନ ଠାରୁ ହିଁ ଏହି ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଆସୁଥିବାବେଳେ ଆଜି ପୁଣି ଏହି ପ୍ରସଙ୍ଗ ଉଠିଛି ।  

ବିଧାନସଭା ଶୂନ୍ୟକାଳରେ ପୁଣି ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ । ସାଂଘାତିକ ଅଭିଯୋଗ କରି ହତ୍ୟାକାଣ୍ଡ ପ୍ଲାନଡ ମର୍ଡର ବୋଲି କହିଛନ୍ତି ତାରା  ବାହିନୀପତି । ଯାହା କ୍ରାଇମବ୍ରାଞ୍ଚ ତଦନ୍ତ ହେଉଛି ତାହା ଲୋକଙ୍କୁ ଛୁଉଁନି । ଗୋପାଳ କେବଳ ପାଗଳ ହିଁ ନୁହେଁ, ତାର ତଦନ୍ତ ହେଉଛି । କିନ୍ତୁ ଗୋପାଳ କାହିଁକି ମାରିଲା ତାର କାହିଁକି ତଦନ୍ତ କରାଯାଉନାହିଁ । ଏନେଇ ନିୟମିତ ଭାବେ ଗୃୟ ରାଷ୍ଟ୍ରମନ୍ତ୍ରୀ ବିଧାସଭାରେ ତଥ୍ୟ ରଖନ୍ତୁ । ଗୃୟ ରାଷ୍ଟ୍ରମନ୍ତ୍ରୀ ତଥ୍ୟ ରଖିବା ନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ତାରା ବାହିନୀପତି ।

Powered by Froala Editor

Tags Assembly

Related articles Odisha News Lens 4.1

  • ଟ୍ରମ୍ପଙ୍କ ଆଗତ ଟିକସ ବିଲ୍‌କୁ ମସ୍କଙ୍କ ତୀବ୍ର ସମାଲୋଚନା
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଆଗତ ଟିକସ ବିଲ୍‌କୁ ମସ୍କଙ୍କ ତୀବ୍ର ସମାଲୋଚନା

    13460
    Jun 05, 2025
  • ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ
    ଦେଶ-ଦେଶାନ୍ତର

    ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ

    15453
    Jun 05, 2025
  • ଦେଶରେ ୪୩୦୨ କରୋନା ସଂକ୍ରମିତ ଚିହ୍ନଟ
    ଦେଶ-ଦେଶାନ୍ତର

    ଦେଶରେ ୪୩୦୨ କରୋନା ସଂକ୍ରମିତ ଚିହ୍ନଟ

    15062
    Jun 05, 2025
  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....
    ବିଶେଷ

    ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    14878
    Jun 06, 2025
  • ଭାରତରେ  ନିର୍ମାଣ ହେବ ରାଫେଲ
    ଦେଶ-ଦେଶାନ୍ତର

    ଭାରତରେ ନିର୍ମାଣ ହେବ ରାଫେଲ

    14040
    Jun 05, 2025
  • ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି
    ବିଶେଷ

    ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି

    14436
    Jun 06, 2025
  • ଆଇଫୋନରେ ଚାଲିବ ନାହିଁ YouTube
    ଦେଶ-ଦେଶାନ୍ତର

    ଆଇଫୋନରେ ଚାଲିବ ନାହିଁ YouTube

    15320
    Jun 05, 2025
  •  ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ
    ଦେଶ-ଦେଶାନ୍ତର

    ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ

    15570
    Jun 05, 2025
  • ୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍
    ଦେଶ-ଦେଶାନ୍ତର

    ୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍

    14296
    Jun 04, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତରେ ନିର୍ମାଣ ହେବ ରାଫେଲ

    14040
    Jun 05, 2025
  • ବିଶେଷ

    ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି

    14436
    Jun 06, 2025
  • ଦେଶ-ଦେଶାନ୍ତର

    ଆଇଫୋନରେ ଚାଲିବ ନାହିଁ YouTube

    15320
    Jun 05, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16646
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16942
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15474
    Apr 03, 2021

ବିଶେଷ

  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    14878
    Jun 06, 2025
  • ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି

    14436
    Jun 06, 2025
  • ଅଧା କପ୍‌ ବିଟ୍‌ ରସର କରାମତି

    13973
    Jun 04, 2025
  • ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଜାଣନ୍ତୁ ଉପାୟ....

    13807
    Jun 04, 2025
  • କୋଲେଷ୍ଟରଲ କମାଏ ଅଁଳାରସ

    13771
    Jun 03, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15691
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16309
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14018
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14813
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି

    14436
    Jun 06, 2025
  • ଟ୍ରମ୍ପଙ୍କ ଆଗତ ଟିକସ ବିଲ୍‌କୁ ମସ୍କଙ୍କ ତୀବ୍ର ସମାଲୋଚନା

    13460
    Jun 05, 2025
  • ଦେଶରେ ୪୩୦୨ କରୋନା ସଂକ୍ରମିତ ଚିହ୍ନଟ

    15062
    Jun 05, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In