Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, February 07, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରିଲ୍ସ ନିଶା ଏମିତି ଘାରିଛି, ଚତୁର୍ଥୀ ...

  • ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ବ୍ୟାଗ୍ : ...

  • ଗୋଟିଏ ଫିଲ୍ମ, ୯ଟି ଚରିତ୍ର

  • ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି

  • ଚଳଚ୍ଚିତ୍ର ନିର୍ମାତା ନାଜିମ ହସନ ...

  • ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ...

  • ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ...

  • ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ...

  • ଖାର୍ଗେଙ୍କ ନେତୃତ୍ୱରେ ଏକାଠି ହେଲେ 15 ଟି ...

  • ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା

ରାଜ୍ୟ
Home ›› ରାଜ୍ୟ ››ମୁଁ ସୁନା କଳସ ଦାନ କରିଛି: ନବ ଦାସ

ମୁଁ ସୁନା କଳସ ଦାନ କରିଛି: ନବ ଦାସ

2023-01-24 15:16:39
14926
Share:
Facebook
Twitter
E-Mail
WhatsApp
Telegram
ମୁଁ ସୁନା କଳସ ଦାନ କରିଛି: ନବ ଦାସ

ଭୁବନେଶ୍ୱର : ମୁମ୍ବାଇର ଶନି ମନ୍ଦିରକୁ ଜଣେ ଓଡ଼ିଆଙ୍କର ସୁନା କଳସ ଦାନ ନେଇ ଯେଉଁ ଚର୍ଚ୍ଚା ହୋଇ ଆସୁଥିଲା ସେହି ଚର୍ଚ୍ଚାର ଅନ୍ତ ଘଟିଛି । ସେ ସୁନା କଳସ ଦାନ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସ୍ପଷ୍ଟ କରିଛନ୍ତି । 

ନବ ଦାସ କହିଛନ୍ତିଯେ, ପବିତ୍ର ତ୍ରିବେଣୀ ଅମାବାସ୍ୟାରେ ସେ ଶନିଦେବ ମନ୍ଦିରକୁ ଯାଇଥିଲେ  । ସେଠାରେ ସୋରିଷ ତେଲ ରଖିବା ପାଇଁ କଳସ ଦିଆଯାଇଥାଏ  । ସେ ମଧ୍ୟ ସୋରିଷ ତେଲ ରଖିବା ପାଇଁ ଏକ ଗଡ଼ୁ ଦେଇଥିଲେ  । ଏଥିପାଇଁ ସେ ୧୦ ଲକ୍ଷ ଟଙ୍କା ଦେଇଥିଲେ  । ସେହି କଳସର ଦାମ କୋଟିଏ ଟଙ୍କା ନୁହଁ ବୋଲି ଶ୍ରୀ ଦାସ କହିଛନ୍ତି  । 

ଓଡ଼ିଶାବାସୀ ଖୁସିରେ ରହିବା ଓ ଝାରସୁଗୁଡ଼ାବାସୀ ଖୁସିରେ ରହିବା ନିମନ୍ତେ ସେ ଶନିଦେବଙ୍କ ନିକଟରେ ପ୍ରାର୍ଥନା କରିଥିଲେ  । ଲୋକଙ୍କର ସେବା କରିବା ପାଇଁ ତାଙ୍କୁ ପ୍ରଭୁ ଶକ୍ତି ଦିଅନ୍ତୁ ବୋଲି ସେ କାମନା କରିଥିଲେ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି  । ସୂଚନାଯୋଗ୍ୟଯେ, ଗତ ଶନିବାର ଦିନ ଜଣେ ଓଡ଼ିଆ ଭକ୍ତ ୭୦୦ ଗ୍ରାମ ସୁନା ଓ ୫ କେଜି ରୂପାର ଏକ କଳସ ପ୍ରଦାନ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ସେତେବେଳେ ନବ ଦାସଙ୍କ ଫଟୋ ଓ ଭିଡ଼ିଓ ଭାଇରାଲ ହୋଇଥିଲା  ।

Powered by Froala Editor

Tags Naba das

Related articles Odisha News Lens 3.2

  • ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା
    ବିଶେଷ

    ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା

    14613
    Feb 07, 2023
  • ଖାର୍ଗେଙ୍କ ନେତୃତ୍ୱରେ ଏକାଠି ହେଲେ 15 ଟି ରାଜନୈତିକ  ଦଳ
    ଦେଶ-ଦେଶାନ୍ତର

    ଖାର୍ଗେଙ୍କ ନେତୃତ୍ୱରେ ଏକାଠି ହେଲେ 15 ଟି ରାଜନୈତିକ ଦଳ

    13602
    Feb 07, 2023
  • ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ବ୍ୟାଗ୍ : କୁମ୍ଭୀର ଚମଡ଼ାରେ ତିଆରି, ଲାଗିଛି ୨୪୦ ହୀରା
    ମନୋରଞ୍ଜନ

    ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ବ୍ୟାଗ୍ : କୁମ୍ଭୀର ଚମଡ଼ାରେ ତିଆରି, ଲାଗିଛି ୨୪୦ ହୀରା

    13632
    Feb 07, 2023
  • ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ରାଷ୍ଟ୍ରପତି

    15135
    Feb 07, 2023
  •  ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ସୁରକ୍ଷା ବ୍ୟବସ୍ଥା କଡାକଡି
    ଦେଶ-ଦେଶାନ୍ତର

    ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ସୁରକ୍ଷା ବ୍ୟବସ୍ଥା କଡାକଡି

    13856
    Feb 07, 2023
  • ରିଲ୍ସ ନିଶା ଏମିତି ଘାରିଛି, ଚତୁର୍ଥୀ ଭିଡିଓ ବି ଛାଡ଼ିଦେଲେ ଦମ୍ପତି
    ଦେଶ-ଦେଶାନ୍ତର

    ରିଲ୍ସ ନିଶା ଏମିତି ଘାରିଛି, ଚତୁର୍ଥୀ ଭିଡିଓ ବି ଛାଡ଼ିଦେଲେ ଦମ୍ପତି

    14854
    Feb 07, 2023
  •  ଚଳଚ୍ଚିତ୍ର ନିର୍ମାତା ନାଜିମ ହସନ ରିଜଭିଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଚଳଚ୍ଚିତ୍ର ନିର୍ମାତା ନାଜିମ ହସନ ରିଜଭିଙ୍କ ପରଲୋକ

    13725
    Feb 07, 2023
  • ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି
    ଦେଶ-ଦେଶାନ୍ତର

    ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି

    13792
    Feb 07, 2023
  • ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ କୋଲକାତା ...
    ଦେଶ-ଦେଶାନ୍ତର

    ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ କୋଲକାତା ...

    13346
    Feb 07, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଗୋଟିଏ ଫିଲ୍ମ, ୯ଟି ଚରିତ୍ର

    14856
    Feb 07, 2023
  • ବିଶେଷ

    ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା

    14613
    Feb 07, 2023
  • ମନୋରଞ୍ଜନ

    ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ବ୍ୟାଗ୍ : କୁମ୍ଭୀର ଚମଡ଼ାରେ ତିଆରି, ଲାଗିଛି ୨୪୦ ହୀରା

    13632
    Feb 07, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା

    14613
    Feb 07, 2023
  • ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ

    13391
    Feb 07, 2023
  • ବିବାହରେ ବିଳମ୍ବ ହେଉଥିଲେ, ସେବନ କରନ୍ତୁ ଏହି ରଙ୍ଗ ଜିନିଷ

    14559
    Feb 06, 2023
  • ସ୍ୱାସ୍ଥ୍ୟ ପାଇଁ ଜରୁରୀ କଞ୍ଚାଲଙ୍କା

    15562
    Feb 06, 2023
  • ବିଳାସମୟ ଜୀବନ ଅତିବାହିତ କରୁଛି କୁକୁର

    15569
    Feb 05, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    18815
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19086
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19220
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    20815
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି

    13792
    Feb 07, 2023
  • ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ରାଷ୍ଟ୍ରପତି

    15135
    Feb 07, 2023
  • ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ବ୍ୟାଗ୍ : କୁମ୍ଭୀର ଚମଡ଼ାରେ ତିଆରି, ଲାଗିଛି ୨୪୦ ହୀରା

    13632
    Feb 07, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In