ପାସେଞ୍ଜର୍ ଟ୍ରେନ ଲାଇନଚ୍ଯୁତ
କୋରାପୁଟ: ବିଶାଖାପାଟଣାରୁ କୋରାପୁଟ ଆସୁଥୁବା ପାସେଞ୍ଜର୍ ଟ୍ରେନ ଲାଇନଚ୍ଯୁତ। ଶିବଲିଙ୍ଗପୁରମ ଠାରେ ଲାଇନ ଚ୍ଯୁତ ହୋଇଥିବା ସୂଚନା। ଟ୍ରେନର ୬ ନଂ ବଗି ଲାଇନଚ୍ଯୁତ ହୋଇଛି। ବିଶାଖାପାଟଣାରୁ ଆସୁଥୁବା କୋରାପୁଟ କିରଣ୍ଡୁଲ ପାସେଞ୍ଜର୍ ଟ୍ରେନ ଲାଇନଚ୍ଯୁତ । କୋରାପୁଟ ଆରୁକରୁ ବିଶାଖାପାଟଣା ଟ୍ରେନ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
Powered by Froala Editor