Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ...

  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ...

  • ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ...

  • କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ...

  • ଆସାମ ରାଇଫଲ୍ସ ନିକଟରେ ଆଇଇଡି ବିସ୍ଫୋରଣ, ...

  • ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ

  • ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ...

  • ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ...

  • ମୌସୁମୀ ଅଧିବେଶନ: ୧୯ରେ ସର୍ବଦଳୀୟ ବୈଠକ ...

  • ଲଗାତାର ୩୦ ଦିନ ପାଇଁ ହାଜତରେ ରହିଲେ ପଦରୁ ...

ରାଜ୍ୟ
Home ›› ରାଜ୍ୟ ››ପଞ୍ଚମ ରାଉଣ୍ଡର ଫଳାଫଳ: ବଢୁଛି ବିଜେପିର ଭୋଟ

ପଞ୍ଚମ ରାଉଣ୍ଡର ଫଳାଫଳ: ବଢୁଛି ବିଜେପିର ଭୋଟ

2022-11-06 07:02:17
14609
Share:
Facebook
Twitter
E-Mail
WhatsApp
Telegram
ପଞ୍ଚମ ରାଉଣ୍ଡର ଫଳାଫଳ: ବଢୁଛି ବିଜେପିର ଭୋଟ

ଭଦ୍ରକ: ଧାମନଗର ଉପନିର୍ବାଚନରେ ବିଜେଡି ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ପ୍ରତିଟି ପର୍ୟ୍ୟାୟରେ ବିଜେପି ବିଜେଡି ଠାରୁ ଆଗୁଆ ରହୁଥିବାବେଳେ  ଭୋଟ ବ୍ୟବଧାନ ବି ବଢ଼ିବାରେ ଲାଗିଛି ।  ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ରାଉଣ୍ଡ ଗଣତି ପରେ ଏବେ ପଞ୍ଚମ ରାଉଣ୍ଡର ଫଳାଫଳ ସାମନାକୁ ଆସିଛି ।
ତେବେ ପଞ୍ଚମ ରାଉଣ୍ଡ ଭୋଟ ଗଣତି ପରେ କାହାକୁ କେତେ ଭୋଟ ମିଳିଛି, ଆସନ୍ତୁ ଜାଣିବା
ବିଜେଡି(ଅବନ୍ତୀ ଦାସ): ୪୦୦୩ .... ମୋଟ ଭୋଟ ୧୮,୯୨୩
କଂଗ୍ରେସ(ବାବା ହରେକୃଷ୍ଣ ସେଠୀ):୧୬୨ ...ମୋଟ ଭୋଟ ୭୧୯
ବିଜେପି(ସୂରଜ ସୂର୍ଯ୍ୟବଂଶୀ ): ୪୩୧୪...ମୋଟ ଭୋଟ ୨୨୪୯୫
ସ୍ୱାଧୀନ(ପବିତ୍ର ମୋହନ ଦାସ): ୪୦....ମୋଟ ଭୋଟ ୧୩୨
ସ୍ୱାଧୀନ(ରାଜେନ୍ଦ୍ର ଦାସ):୧୦୨୭ ....ମୋଟ ଭୋଟ ୩୩୮୯
ନୋଟା: ୪୯...ମୋଟ ଭୋଟ  ୧୭୩

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କୁ ୪୭୪୯ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀଙ୍କୁ୩୯୮୦ଟି ଭୋଟ ମିଳିଥିଲା ।  କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୧୬୨ଟି ଭୋଟ ମିଳିଥିବାବେଳେ ସ୍ୱାଧୀନ ପ୍ରାର୍ଥୀଙ୍କୁ ୪୦୨ଟି ଭୋଟ ମିଳିଥିଲା ।
ସେହିପରି ଦ୍ୱିତୀୟ ରାଉଣ୍ଡରେ ବିଜେଡିକୁ ୩୩୭୮, ବିଜେପିକୁ ୩୯୮୮, କଂଗ୍ରେସକୁ ୧୫୧, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୧୯୫, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୧୭ଟି ଭୋଟ ମିଳିଥିଲା ।
ତୃତୀୟ ରାଉଣ୍ଡରେ ବିଜେଡିକୁ ୩୫୦୧, ବିଜେପିକୁ ୪୧୫୫, କଂଗ୍ରେସକୁ ୧୧୪, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୪୯୫, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୧୭ଟି ଭୋଟ ମିଳିଥିଲା ।
ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୪୦୬୧, ବିଜେପିକୁ ୫୨୮୯, କଂଗ୍ରେସକୁ ୧୩୦, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୧୨୭୦, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୩୪ଟି ଭୋଟ ମିଳିଥିଲା ।

Powered by Froala Editor

Tags Election result

Related articles Odisha News Lens 4.1

  • କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ବେପାରୀ
    ଦେଶ-ଦେଶାନ୍ତର

    କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ବେପାରୀ

    14433
    Jul 14, 2026
  • ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ବେଡସିଟ୍ ଚୋରି
    ଦେଶ-ଦେଶାନ୍ତର

    ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ବେଡସିଟ୍ ଚୋରି

    14763
    Jul 14, 2026
  •  ମୌସୁମୀ ଅଧିବେଶନ: ୧୯ରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର
    ଦେଶ-ଦେଶାନ୍ତର

    ମୌସୁମୀ ଅଧିବେଶନ: ୧୯ରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର

    14776
    Jul 13, 2026
  • ଲଗାତାର ୩୦ ଦିନ ପାଇଁ ହାଜତରେ ରହିଲେ ପଦରୁ ନିଲମ୍ବିତ ହେବେ ପ୍ରଧାନମନ୍ତ୍ରୀ, ...
    ଦେଶ-ଦେଶାନ୍ତର

    ଲଗାତାର ୩୦ ଦିନ ପାଇଁ ହାଜତରେ ରହିଲେ ପଦରୁ ନିଲମ୍ବିତ ହେବେ ପ୍ରଧାନମନ୍ତ୍ରୀ, ...

    15663
    Jul 13, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ...

    15401
    Jul 14, 2026
  • ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ଦେବାର ଆଶଙ୍କା ସୃଷ୍ଟି କରିଛି ଆମେରିକା ଓ ଇରାନ ...
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ଦେବାର ଆଶଙ୍କା ସୃଷ୍ଟି କରିଛି ଆମେରିକା ଓ ଇରାନ ...

    13636
    Jul 13, 2026
  • ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ମା’
    ଦେଶ-ଦେଶାନ୍ତର

    ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ମା’

    14432
    Jul 14, 2026
  • ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ
    ଦେଶ-ଦେଶାନ୍ତର

    ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ

    15027
    Jul 14, 2026
  • ଆସାମ ରାଇଫଲ୍ସ ନିକଟରେ ଆଇଇଡି ବିସ୍ଫୋରଣ, ଜଣେ ସହିଦ
    ଦେଶ-ଦେଶାନ୍ତର

    ଆସାମ ରାଇଫଲ୍ସ ନିକଟରେ ଆଇଇଡି ବିସ୍ଫୋରଣ, ଜଣେ ସହିଦ

    13721
    Jul 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୌସୁମୀ ଅଧିବେଶନ: ୧୯ରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର

    14776
    Jul 13, 2026
  • ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ଦେବାର ଆଶଙ୍କା ସୃଷ୍ଟି କରିଛି ଆମେରିକା ଓ ଇରାନ ଯୁଦ୍ଧ

    13636
    Jul 13, 2026
  • ଦେଶ-ଦେଶାନ୍ତର

    ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ବେଡସିଟ୍ ଚୋରି

    14763
    Jul 14, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16974
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17586
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17640
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18040
    Sep 06, 2023

ବିଶେଷ

  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14546
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14838
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15588
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15697
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15509
    Jul 05, 2026

ବାଣିଜ୍ୟ

ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

ନୂଆଦିଲ୍ଲୀ: ଗ୍ରାହକମାନେ ଅଧିକରୁ ଅଧିକ ସୂର୍ଯ୍ୟ କିରଣ ଊଦ୍ଧ୍ୱର୍କୁ ଯାଇ ପାରମ୍ପରିକ ସୁରକ୍ଷା ଯୋଗାଇଦେଉଥିବା ତ୍ୱଚା ଯନôକାରୀ ଉତ୍ପାଦ ଆବଶ୍ୟକ କରୁଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଏକ ଅ ...

  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13337
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14656
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15845
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15712
    Jun 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲଗାତାର ୩୦ ଦିନ ପାଇଁ ହାଜତରେ ରହିଲେ ପଦରୁ ନିଲମ୍ବିତ ହେବେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

    15663
    Jul 13, 2026
  • ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ମା’

    14432
    Jul 14, 2026
  • କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ବେପାରୀ

    14433
    Jul 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In