Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମନା କରି ଦେଲେ ହାଇକୋର୍ଟ, ହଟିବନି ...

  • ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ...

  • UPI ଓ ATM ରେ ଉଠାଇ ହେବ EPFO ଟଙ୍କା

  • ଟେଲିଗ୍ରାମ’ ଉପରେ ଅସ୍ଥାୟୀ ...

  • ମାନସିକି ଶାନ୍ତି ପାଇଁ ସ୍ମାର୍ଟ ଫୋନ୍ ...

  • ଟେଲିଗ୍ରାମ ଉପରେ ପ୍ରତିବନ୍ଧ ଜାରି ରହିବ

  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ...

  • ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ...

  • ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ...

  • ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା

Home ›› ››ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ: ବିଏମସି ପକ୍ଷରୁ ଅଭିନବ ନିର୍ଦ୍ଦେଶନାମା ଜାରି

ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ: ବିଏମସି ପକ୍ଷରୁ ଅଭିନବ ନିର୍ଦ୍ଦେଶନାମା ଜାରି

2022-07-17 05:56:40
15181
Share:
Facebook
Twitter
E-Mail
WhatsApp
Telegram
ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ: ବିଏମସି ପକ୍ଷରୁ ଅଭିନବ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଅଭିନବ ନିର୍ଦ୍ଦେଶନାମା ଜାରି ହୋଇଛି । ଏଣିକି ମାସ୍କ ପିନ୍ଧିନଥିଲେ ରାଜଧାନୀ ଭୁବନେଶ୍ୱରରେ ଥିବା ସପିଂ ମଲଠୁ ଆରମ୍ଭ କରି ସବୁ ଦୋକାନ, ଏପରିକି ପେଟ୍ରୋଲ ଟାଙ୍କିରେ ମଧ୍ୟ ଜିନିଷ କିମ୍ବା ତେଲ ମିଳିବ ନାହିଁ । ମାସ୍କ ପିନ୍ଧିନଥିବା ଲୋକଙ୍କୁ ପେଟ୍ରୋଲ କିମ୍ବା ଜିନିଷ ବିକ୍ରି ନକରିବା ପାଇଁ ସମ୍ପୃକ୍ତ ପ୍ରତିଷ୍ଠାନର ମାଲିକମାନଙ୍କୁ ଆଜି ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ବିଏମସି କମିଶନରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁସାରେ, ବିଏମସି ଅଂଚଳ ଭିତରେ ରହୁଥିବା ତଥା ବିଏମସି ଅଂଚଳକୁ ଆସୁଥିବା ସମସ୍ତ ଲୋକ ସର୍ବସାଧାରଣ ସ୍ଥାନରେ ଉଭୟ ପାଟି ଓ ନାକ ଠିକ୍ ଭାବେ ଘୋଡ଼ାଇ ହେଉଥିବା ଭଳି ମାସ୍କ ପିନ୍ଧିବା ଜରୁରୀ । ରାଜଧାନୀରେ ଥିବା ସମସ୍ତ ସପିଂ ମଲ୍ , ଦୋକାନ, ଷ୍ଟୋର ଆଦିର ମାଲିକମାନେ ତାଙ୍କ ପ୍ରତିଷ୍ଠାନ ଭିତରକୁ ବିନା ମାସ୍କରେ କୌଣସି କର୍ମଚାରୀ ଓ ଗ୍ରାହକଙ୍କୁ ପ୍ରବେଶର ଅନୁମତି ଦେବେନି । ମାସ୍କ ପିନ୍ଧିନଥିଲେ କୌଣସି ସାମଗ୍ରୀ ମଧ୍ୟ ସେମାନଙ୍କୁ ବିକ୍ରି କରିବେ ନାହିଁ । ଏସବୁ ପ୍ରତିଷ୍ଠାନର ପ୍ରବେଶ ପଥରେ ‘ନୋ ମାସ୍କ, ନୋ ଏଂଟ୍ରି / ନୋ ମାସ୍କ ନୋ ଗୁଡସ୍ ’ର ସାଇନ୍ ବୋର୍ଡ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରିବାକୁ କୁହାଯାଇଛି ।

ସେହିପରି ପେଟ୍ରୋଲ ପମ୍ପଗୁଡ଼ିକରେ ମାସ୍କ ପିନ୍ଧିନଥିବା ଗ୍ରାହକଙ୍କୁ ତେଲ ନଦେବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ପେଟ୍ରୋଲ ପମ୍ପ ମାଲିକମାନେ ମଧ୍ୟ ଏନେଇ ସାଇନ୍ ବୋର୍ଡ ମାରିବାକୁ ବିଏମସି ପରାମର୍ଶ ଦେଇଛି ।

ଏସବୁ ବ୍ୟତୀତ ବିଭିନ୍ନ ସରକାରୀ ଅଫିସର ମୁଖ୍ୟ ଓ ଘରୋଇ କମ୍ପାନୀର ସିଇଓ/ମ୍ୟାନେଜର ଆଦିଙ୍କୁ ମଧ୍ୟ ସେମାନଙ୍କ କର୍ମଚାରୀମାନେ ଅଫିସରେ ଥିବାବେଳେ ଯେପରି ସବୁ ସମୟରେ(କେବଳ ଖାଇବା ସମୟକୁ ଛାଡ଼ି ମାସ୍କ ପିନ୍ଧିବେ ତାହା ସୁନିଶ୍ଚିତ କରାଇବେ ।


ଏହାସହିତ ସାମାଜିକ ଦୂରତ୍ୱ, ହାତ ପରିଷ୍କାର ରଖିବା, ସର୍ବସାଧାରଣରେ ଛେପ ନପକାଇବା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ବିଏମସି କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ଏସବୁ ନିର୍ଦ୍ଦେଶନାମାକୁ ଉଲ୍ଲଘଂନ କଲେ ଓଡ଼ିଶା କୋଭିଡ-୧୯ ଗାଇଡଲାଇନ୍ ୨୦୨୦ର ବିଭିନ୍ନ ଧାରା ଓ ମ୍ୟୁନିସପାଲଟି ଆକ୍ଟ-୨୦୦୩ର ବିଭିନ୍ନ ପ୍ରାବଧାନରେ ଦଣ୍ଡର ବ୍ୟବସ୍ଥା ରହିଛି ।

Powered by Froala Editor

Tags BMC

Related articles Odisha News Lens 4.1

  • ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେପର୍ଯ୍ୟନ୍ତ ତାଙ୍କର ହ୍ୱାଇଟ୍ ହାଉସରେ ସର୍ବଦା ...
    ଦେଶ-ଦେଶାନ୍ତର

    ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେପର୍ଯ୍ୟନ୍ତ ତାଙ୍କର ହ୍ୱାଇଟ୍ ହାଉସରେ ସର୍ବଦା ...

    14246
    Jun 18, 2026
  • ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ
    ଦେଶ-ଦେଶାନ୍ତର

    ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ

    15275
    Jun 18, 2026
  • ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ଠକେଇର ଶିକାର
    ଦେଶ-ଦେଶାନ୍ତର

    ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ଠକେଇର ଶିକାର

    15385
    Jun 19, 2026
  • ଟେଲିଗ୍ରାମ ଉପରେ ପ୍ରତିବନ୍ଧ ଜାରି ରହିବ
    ଦେଶ-ଦେଶାନ୍ତର

    ଟେଲିଗ୍ରାମ ଉପରେ ପ୍ରତିବନ୍ଧ ଜାରି ରହିବ

    15516
    Jun 19, 2026
  • ଟେଲିଗ୍ରାମ’ ଉପରେ ଅସ୍ଥାୟୀ ପ୍ରତିବନ୍ଧକକୁ ଚାଲେଞ୍ଜ କରି ପିଟିସନ ଦାୟର
    ଦେଶ-ଦେଶାନ୍ତର

    ଟେଲିଗ୍ରାମ’ ଉପରେ ଅସ୍ଥାୟୀ ପ୍ରତିବନ୍ଧକକୁ ଚାଲେଞ୍ଜ କରି ପିଟିସନ ଦାୟର

    13978
    Jun 19, 2026
  • ମାନସିକି ଶାନ୍ତି ପାଇଁ ସ୍ମାର୍ଟ ଫୋନ୍ ଭାଙ୍ଗିଲେ ଗାଁଲୋକ
    ଦେଶ-ଦେଶାନ୍ତର

    ମାନସିକି ଶାନ୍ତି ପାଇଁ ସ୍ମାର୍ଟ ଫୋନ୍ ଭାଙ୍ଗିଲେ ଗାଁଲୋକ

    13589
    Jun 19, 2026
  •  ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....
    ବିଶେଷ

    ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    13952
    Jun 19, 2026
  • UPI ଓ ATM ରେ ଉଠାଇ ହେବ EPFO ଟଙ୍କା
    ଦେଶ-ଦେଶାନ୍ତର

    UPI ଓ ATM ରେ ଉଠାଇ ହେବ EPFO ଟଙ୍କା

    13843
    Jun 19, 2026
  • ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା
    ମନୋରଞ୍ଜନ

    ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା

    14582
    Jun 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ

    15275
    Jun 18, 2026
  • ମନୋରଞ୍ଜନ

    ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା

    14582
    Jun 18, 2026
  • ଦେଶ-ଦେଶାନ୍ତର

    ଟେଲିଗ୍ରାମ ଉପରେ ପ୍ରତିବନ୍ଧ ଜାରି ରହିବ

    15516
    Jun 19, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16933
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17553
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17601
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17995
    Sep 06, 2023

ବିଶେଷ

  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    13952
    Jun 19, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15640
    Jun 18, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14900
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14412
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15098
    Jun 13, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13762
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14863
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15476
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15226
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ

    15548
    Jun 19, 2026
  • ଟେଲିଗ୍ରାମ ଉପରେ ପ୍ରତିବନ୍ଧ ଜାରି ରହିବ

    15516
    Jun 19, 2026
  • ମାନସିକି ଶାନ୍ତି ପାଇଁ ସ୍ମାର୍ଟ ଫୋନ୍ ଭାଙ୍ଗିଲେ ଗାଁଲୋକ

    13589
    Jun 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In