ପିକଅପ-ଅଟୋ ଧକ୍କା : ୮ ଜଣଙ୍କ ମୃତ୍ୟୁ
2022-06-23 01:13:45
14469

ଉତ୍ତରପ୍ରଦେଶର ହମିରପୁର ଜିଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମୌଦଡା ପୋଲିସ ଷ୍ଟେଶନ ଅଞ୍ଚଳର ମାକରାଓଁ ଗ୍ରାମ ନିକଟରେ ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ପିକ ଅପ ଗାଡି ଅଟୋ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ, ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହମିରପୁର ସଡକ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏନ୍ଏଚ୍ ୩୪ରେ ପିକଅପ ଏବଂ ଅଟୋ ମଧ୍ୟରେ ଧକ୍କା ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।
Powered by Froala Editor
Tags
accident
Related articles Odisha News Lens 3.2
-
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା କଳା ବେଲୁନ, ୪ କଂଗ୍ରେସ କର୍ମୀ ଗିରଫ
14623Jul 05, 2022 -
ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍, ୨୦ ମୃତ
14164Jul 05, 2022 -
ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ
14892Jul 05, 2022 -
ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି
13480Jul 05, 2022 -
ଲାଲୁ ଯାଦବ ଆଇସିୟୁରେ
15119Jul 04, 2022 -
କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା
13584Jul 04, 2022 -
ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର
14363Jul 05, 2022 -
ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି
14259Jul 04, 2022 -
ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ
15156Jul 04, 2022
ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |
ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |
-
ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍, ୨୦ ମୃତ
14164Jul 05, 2022 -
ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି
14259Jul 04, 2022 -
ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ନେଇପାରିବେନି ରେଷ୍ଟୁରାଣ୍ଟ
14380Jul 05, 2022
About Us
- Bhubaneswar, Odisha, India
- 0 00000 000 00
- odishanewslens@gmail.com
Follow us
© Copyright Odisha News Lens 3.2. All rights reserved.
in association with Konect.In