Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, July 05, 2022, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ...

  • ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ...

  • ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ...

  • ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ...

  • ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା ...

  • ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ...

  • ଲାଲୁ ଯାଦବ ଆଇସିୟୁରେ

  • କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ...

  • ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ...

  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

2022-06-22 01:09:47
13654
Share:
Facebook
Twitter
E-Mail
WhatsApp
Telegram
ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ମେଣ୍ଟ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ଜେ.ପି.ନଡ୍ଡା ଘୋଷଣା କରିଛନ୍ତି ।ତାଙ୍କର ସିଧାସଳଖ ଲଢ଼େଇ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସହ ହେବ। ଆସନ୍ତା ୨୫ ତାରିଖରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।

ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ପ୍ରାୟତଃ ନିର୍ବାଚନ ଜିତିବାକୁ ସଂଖ୍ୟା ଥିବାରୁ ୬୪ ବର୍ଷୀୟ ଶ୍ରୀମତୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଯଦି ମୁର୍ମୁ ଜିତନ୍ତି, ତା’ହେଲେ ସେ ପ୍ରଥମ ଓଡ଼ିଆ ଭାବେ ରାଷ୍ଟ୍ରପତି ହେବେ। ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ସୃଷ୍ଟି କରିବେ। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ।

ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ଓଡ଼ିଶା ପାଇଁ ଏକ ଗୌରବର ବିଷୟ ବୋଲି କୁହାଯାଉଛି । ୧୯୫୮ ମସିହା ଜୁନ୍‌ ୨୦ ତାରିଖରେ ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ସେ ଶିକ୍ଷା ଶେଷ କରିବା ପରେ ଶିକ୍ଷୟିତ୍ରୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ୧୯୯୭ ମସିହାରେ ସେ ରାଜନୀତିରେ ପାଦ ଥାପିଥିଲେ। ସେ ପ୍ରଥମେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ବିଜେପିର ଆଦିବାସୀ ମୋର୍ଚ୍ଚାର ଉପ ସଭାପତି କରାଯାଇଥିଲା। ସେ ରାଇରଙ୍ଗପୁରରୁ କ୍ରମାଗତ ୨ ଥର ଅର୍ଥାତ ୨୦୦୦ ଓ ୨୦୦୪ ମସିହାରେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଶ୍ରୀମତୀ ମୁର୍ମୁ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ଯାଏ ଓଡ଼ିଶାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ହୋଇଥିଲେ। ସେହିପରି ୨୦୦୨ ଅଗଷ୍ଟ ୬ରୁ ୨୦୦୪ରୁ ମେ’ ୧୬ ଯାଏ ତାଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଦାୟିତ୍ୱ ମିଳିଥିଲା। ଦ୍ରୌପଦୀ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ ।

Powered by Froala Editor

Tags draupadi murmu

Related articles Odisha News Lens 3.2

  • ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର
    ଦେଶ-ଦେଶାନ୍ତର

    ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର

    14365
    Jul 05, 2022
  • କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା
    ଦେଶ-ଦେଶାନ୍ତର

    କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା

    13586
    Jul 04, 2022
  • ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି
    ମନୋରଞ୍ଜନ

    ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି

    13482
    Jul 05, 2022
  • ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ
    ବିଶେଷ

    ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ

    15158
    Jul 04, 2022
  • ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ମୃତ
    ଦେଶ-ଦେଶାନ୍ତର

    ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ମୃତ

    14166
    Jul 05, 2022
  • ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ

    14894
    Jul 05, 2022
  • ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ନେଇପାରିବେନି ରେଷ୍ଟୁରାଣ୍ଟ
    ଦେଶ-ଦେଶାନ୍ତର

    ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ନେଇପାରିବେନି ରେଷ୍ଟୁରାଣ୍ଟ

    14382
    Jul 05, 2022
  •  ଲାଲୁ ଯାଦବ ଆଇସିୟୁରେ
    ଦେଶ-ଦେଶାନ୍ତର

    ଲାଲୁ ଯାଦବ ଆଇସିୟୁରେ

    15121
    Jul 04, 2022
  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି
    ବିଶେଷ

    ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

    14261
    Jul 04, 2022

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ମୃତ

    14166
    Jul 05, 2022
  • ଦେଶ-ଦେଶାନ୍ତର

    ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ

    14894
    Jul 05, 2022
  • ଦେଶ-ଦେଶାନ୍ତର

    ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ନେଇପାରିବେନି ରେଷ୍ଟୁରାଣ୍ଟ

    14382
    Jul 05, 2022

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ

    15158
    Jul 04, 2022
  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

    14261
    Jul 04, 2022
  • କରନ୍ତୁ ଏହି ଆସନ, ଦୂର କରେ ଅସ୍ଥିରତା ଓ ଦୁଃଶ୍ଚିନ୍ତା

    15192
    Jul 04, 2022
  • ମୁହଁରେ ଲଗାନ୍ତୁ ସାଗୁଦାନା ଫେସପ୍ୟାକ, ଦୂର କରେ କଳାପଣ

    15676
    Jul 03, 2022
  • ଜଟିଳ ହେଉଛି କି ଗ୍ୟାସଷ୍ଟ୍ରିକ ସମସ୍ୟା? ଏପରି କରନ୍ତୁ ଉପଚାର

    15460
    Jul 03, 2022

ବାଣିଜ୍ୟ

ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି

    13482
    Jul 05, 2022
  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

    14261
    Jul 04, 2022
  • ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର

    14365
    Jul 05, 2022

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In