ମହାରାଷ୍ଟ୍ରରେ ୧୨ ଶିବସେନାଙ୍କ ମିଳୁନି ପତ୍ତା

ମହାରାଷ୍ଟ୍ର : ମହାରାଷ୍ଟ୍ର ସରକାରରେ ସଙ୍କଟ ଦେଖାଦେଇଛି । ବିଧାନପରିଷଦ ନିର୍ବାଚନରେ କ୍ରସ୍ ଭୋଟିଂ ପରେ ସଙ୍କଟ ବଢିଛି । ମହାରାଷ୍ଟ୍ରରେ ୧୦ରୁ ୧୨ ଶିବସେନା ବିଧାୟକଙ୍କ ପତ୍ତା ମିଳୁନି । ସେମାନେ ବରିଷ୍ଠ ନେତା ଏକନାଥ ସିନେ୍ଧଙ୍କ ନେତୃତ୍ୱରେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା ମିଳିଛି । ବିଜେପିର ଜଣେ ପ୍ରାର୍ଥୀ ଅଧିକ କ୍ରସ୍ ଭୋଟିଂରେ ଜିତିଛନ୍ତି । ଏମଭିଏ ପ୍ରାର୍ଥୀ କଂଗ୍ରେସର ଚନ୍ଦ୍ରକାନ୍ତ ହାଣ୍ଡୋରା ହାରିବା ପରେ ଏମଭିଏରେ ଏଭଳି ସଙ୍କଟ ଦେଖାଦେଇଛି । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଜରୁରୀକାଳୀନ ବୈଠକ ଡାକିଛନ୍ତି ।
ଅନ୍ୟପଟେ ଶିବସେନାରେ ବିଦ୍ରୋହ କଥାକୁ ବରିଷ୍ଠ ନେତା ସଞ୍ଜୟ ରାଉତ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଏକନାଥ ସିନେ୍ଧଙ୍କୁ ମନାଇବାକୁ ଚେଷ୍ଟା ଚାଲିଛି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକନାଥ ପୁରୁଣା ଶିବ ସୈନିକ, ବିନା ସର୍ତ୍ତରେ ସେ ଆମ ସହ ରହିବେ ଓ ସରକାର ପତନ ଘଟାଇବା ପାଇଁ ଚାଲିଥିବା ଉଦ୍ୟମ ସଫଳ ହେବନି ।
Powered by Froala Editor
Related articles Odisha News Lens 3.2
-
ଲାଲୁ ଯାଦବ ଆଇସିୟୁରେ
15109Jul 04, 2022 -
ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି
14249Jul 04, 2022 -
ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି
13468Jul 05, 2022 -
ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର
14351Jul 05, 2022 -
ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ନେଇପାରିବେନି ରେଷ୍ଟୁରାଣ୍ଟ
14368Jul 05, 2022 -
ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍, ୨୦ ମୃତ
14152Jul 05, 2022 -
କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା
13574Jul 04, 2022 -
ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ
15146Jul 04, 2022 -
ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ
14880Jul 05, 2022
ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |
ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |
-
ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି
13468Jul 05, 2022 -
ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ
14880Jul 05, 2022 -
କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା
13574Jul 04, 2022
About Us
- Bhubaneswar, Odisha, India
- 0 00000 000 00
- odishanewslens@gmail.com