Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, July 05, 2022, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ...

  • ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ...

  • ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ...

  • ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ...

  • ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା ...

  • ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ...

  • ଲାଲୁ ଯାଦବ ଆଇସିୟୁରେ

  • କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ...

  • ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ...

  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆସାମରେ ଭୟଙ୍କର ବନ୍ୟା, ପ୍ରାଣ ହରାଇଲେଣି ୫୪ ଜଣ

ଆସାମରେ ଭୟଙ୍କର ବନ୍ୟା, ପ୍ରାଣ ହରାଇଲେଣି ୫୪ ଜଣ

2022-06-18 14:06:28
14558
Share:
Facebook
Twitter
E-Mail
WhatsApp
Telegram
ଆସାମରେ ଭୟଙ୍କର ବନ୍ୟା, ପ୍ରାଣ ହରାଇଲେଣି ୫୪ ଜଣ


ଗୌହାଟୀ: ବନ୍ୟାରେ ଉବୁଟୁବୁ ଆସାମ । ପ୍ରବଳ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଘରଦ୍ବାର, ରାସ୍ତାଘଟ ସବୁ ଜଳମଗ୍ନ ହୋଇଯାଇଛି । ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି । ଯେଉଁଥିରେ ଅନେକ ଲୋକ ମୃତ୍ୟୁ ଘଟିଛି । ଏ ପର୍ୟ୍ୟନ୍ତ ବନ୍ୟାରେ ୫୪ ଜଣ ପ୍ରାଣ ହରାଇଲେଣି । ଶୁକ୍ରବାର କେବଳ ୯ ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ଆସାମରେ ୩ରୁ ୪ ଦିନ ହେଲା ବର୍ଷା ଲାଗି ରହିଛି । ରାଜ୍ୟରେ ୨୮ ଜିଲ୍ଲାର ସ୍ଥିତି ଖୁବ୍ ସଙ୍ଗୀନ ରହିଛି । ଏଥିରେ ପ୍ରାୟ ୧୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି । ହୋଜାଇ, ନଲବରି, ବଜଲି, ଧୁବ୍ରି, କାମରୂପ, କୋକ୍ରାଝର ଏବଂ ସୋନିତପୁର ଆଦି ଜିଲ୍ଲାରେ ମୃତ୍ୟୁସଂଖ୍ୟା ରେକର୍ଡ ହୋଇଛି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏବେସୁଦ୍ଧା ୫୪ ଜଣ ଜୀବନ ହରାଇଛନ୍ତି । ବର୍ତ୍ତମାନ ୨,୯୩୦ ଗାଁ ପାଣି ଭିତରେ ବୁଡି ରହିଛି । ବନ୍ୟା ପ୍ରଭାବିତ ଜିଲ୍ଲାର ପ୍ରାୟ ୪୩୩୩୮,୩୯ ହେକ୍ଟର ଚାଷ ଜମିରେ ପାଣି ମାଡି ଯାଇଛି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବେକି, ପୁଥିମାରି, ବ୍ରହ୍ମପୁତ୍ର, ଭରାଲି, କୋପିଲି ପ୍ରମୁଖ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।ଜିଲ୍ଲା ପ୍ରଶାସନ ପକ୍ଷରୁ ପାଖାପାଖି ୧,୦୮,୧୦୪ ବନ୍ୟା ବିପନ୍ନଙ୍କୁ ୩୭୩ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି । ରାଜ୍ୟର କାମରୂପ ଜିଲ୍ଲା ସ୍ଥିତି ବିଗିଡିବାରେ ଲାଗିଛି । ଏହି ଅଞ୍ଚଳର ପ୍ରାୟ ୭୦ ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ଜିଲ୍ଲାରେ ରିଲିଫ୍ ଏବଂ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ସାଧାରଣ ପ୍ରଶାସନ ସହଯୋଗରେ ଭାରତୀୟ ସେନା ରିଲିଫ୍ ଅପରେସନରେ ସାମିଲ ହୋଇଛନ୍ତି । ଅନ୍ୟପଟେ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ବଲିଉଡରୁ ସହାୟତାର ହାତ ଲମ୍ବିଛି । ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ନିର୍ଦ୍ଦେଶକ ରୋହିତ୍ ସଟ୍ଟୀ ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।

Powered by Froala Editor

Tags Flood

Related articles Odisha News Lens 3.2

  • ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ
    ବିଶେଷ

    ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ

    15151
    Jul 04, 2022
  •  ଲାଲୁ ଯାଦବ ଆଇସିୟୁରେ
    ଦେଶ-ଦେଶାନ୍ତର

    ଲାଲୁ ଯାଦବ ଆଇସିୟୁରେ

    15114
    Jul 04, 2022
  • ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା କଳା ବେଲୁନ, ୪ କଂଗ୍ରେସ କର୍ମୀ ଗିରଫ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା କଳା ବେଲୁନ, ୪ କଂଗ୍ରେସ କର୍ମୀ ଗିରଫ

    14618
    Jul 05, 2022
  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି
    ବିଶେଷ

    ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

    14254
    Jul 04, 2022
  • ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି
    ମନୋରଞ୍ଜନ

    ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି

    13475
    Jul 05, 2022
  • କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା
    ଦେଶ-ଦେଶାନ୍ତର

    କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା

    13579
    Jul 04, 2022
  • ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ

    14887
    Jul 05, 2022
  • ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର
    ଦେଶ-ଦେଶାନ୍ତର

    ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର

    14358
    Jul 05, 2022
  • ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ନେଇପାରିବେନି ରେଷ୍ଟୁରାଣ୍ଟ
    ଦେଶ-ଦେଶାନ୍ତର

    ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ନେଇପାରିବେନି ରେଷ୍ଟୁରାଣ୍ଟ

    14375
    Jul 05, 2022

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ମୃତ

    14158
    Jul 05, 2022
  • ଦେଶ-ଦେଶାନ୍ତର

    ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ

    14887
    Jul 05, 2022
  • ଦେଶ-ଦେଶାନ୍ତର

    କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା

    13579
    Jul 04, 2022

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ

    15151
    Jul 04, 2022
  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

    14254
    Jul 04, 2022
  • କରନ୍ତୁ ଏହି ଆସନ, ଦୂର କରେ ଅସ୍ଥିରତା ଓ ଦୁଃଶ୍ଚିନ୍ତା

    15185
    Jul 04, 2022
  • ମୁହଁରେ ଲଗାନ୍ତୁ ସାଗୁଦାନା ଫେସପ୍ୟାକ, ଦୂର କରେ କଳାପଣ

    15675
    Jul 03, 2022
  • ଜଟିଳ ହେଉଛି କି ଗ୍ୟାସଷ୍ଟ୍ରିକ ସମସ୍ୟା? ଏପରି କରନ୍ତୁ ଉପଚାର

    15459
    Jul 03, 2022

ବାଣିଜ୍ୟ

ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ନେଇପାରିବେନି ରେଷ୍ଟୁରାଣ୍ଟ

    14375
    Jul 05, 2022
  • ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର

    14358
    Jul 05, 2022
  • ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି

    13475
    Jul 05, 2022

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In