Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ...

  • ମୋଦୀଙ୍କୁ ହତ୍ୟା ଧମକ

  • ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ...

  • ସମସ୍ତ ଦଳୀୟ ପଦ ଛାଡ଼ିଲେ ଚନ୍ଦ୍ରିମା ...

  • ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ...

  • ୧୫୧ କିଲୋ ଓଜନର ସୁନାଖଚିତ ରାମଚରିତ ମାନସ ...

  • ରାମ ମନ୍ଦିର ପରେ ବଦ୍ରିନାଥ ଓ କେଦାରନାଥରୁ ...

  • ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ

  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ...

  • ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ...

Home ›› ››ଆମୱେ ଇଣ୍ଡିଆ ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକତା ମନୋଭାବକୁ ଦୃଢୀଭୂତ କରାଉଛି

ଆମୱେ ଇଣ୍ଡିଆ ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକତା ମନୋଭାବକୁ ଦୃଢୀଭୂତ କରାଉଛି

2021-05-07 16:30:01
14325
Share:
Facebook
Twitter
E-Mail
WhatsApp
Telegram
ଆମୱେ ଇଣ୍ଡିଆ ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକତା ମନୋଭାବକୁ ଦୃଢୀଭୂତ କରାଉଛି

ଭୁବନେଶ୍ୱର : ଦେଶରେ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ଏକ ମଜଭୁତ ସ୍ୱାବଲମ୍ବୀ ଅର୍ଥନୈତିକ ପରିବ୍ୟବସ୍ଥା ନିର୍ମାଣ କରିବାକୁ ପ୍ରୟାସୀ ଦେଶର ଅଗ୍ରଣୀ ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମୱେ ଇଣ୍ଡିଆ ତାହାର ପ୍ରୋଜେକ୍ଟ ନାରୀ ଶକ୍ତିର ପ୍ରଥମ ପର୍ଯ୍ୟାୟ ସଫଳତାର ସହିତ ସଂପୂର୍ଣ୍ଣ କରିଥିବା ଘୋଷଣା କରିଛି । ଗତବର୍ଷ ପ୍ରଚଳନ କରାଯାଇଥିବା ପ୍ରୋଜେକ୍ଟ ନାରୀ ଶକ୍ତି ଆମୱେର ୧୦ ବର୍ଷିଆ ଅଭିବୃଦ୍ଧି ଲକ୍ଷ୍ୟର ଏକ ଅଂଶବିଶେଷ, ଯେଉଁଥିରେ ମହିଳାଙ୍କ ମଧ୍ୟରେ ଥିବା ଔଦ୍ୟୋଗିକ ମନୋଭାବ ପରିପ୍ରକାଶ କରିବା ଦିଗରେ ସେମାନଙ୍କୁ ସମର୍ଥନ କରିବା ଉପରେ ସ୍ପଷ୍ଟ ଭାବରେ ଦୃଷ୍ଟିନିବଦ୍ଧ କରୁଛି । ପୂର୍ବାଞ୍ଚଳରେ ଆରମ୍ଭ କରାଯାଇଥିôବା ପ୍ରୋଜେକ୍ଟ ନାରୀ ଶକ୍ତି ଆମୱେର ପ୍ରତ୍ୟକ୍ଷ ମହିଳା ବିକ୍ରେତାଙ୍କ ବର୍ତ୍ତମାନ ରହିଥିବା କୁଶଳତାରେ ବୃଦ୍ଧିଘଟାଇ ସେମାନଙ୍କର ଆମୱେ ବ୍ୟବସାୟ ସ୍ୱାଧୀନ ଭାବରେ ଚଳାଇବା ସକାଶେ ସେମାନଙ୍କୁ ସମ୍ମୁଖ ଭାଗକୁ ଆଣିବା ଲକ୍ଷ୍ୟ ରଖିଛି । ଏହି ପ୍ରକଳ୍ପ ମହିଳାମାନଙ୍କୁ ସେମାନଙ୍କ ବ୍ୟବସାୟର ମାଲିକା ହେବା ଏବଂ ତାହା ପରିଚାଳନା କରିବା ସୁଯୋଗ ପ୍ରଦାନ କରିବା ସହିତ ଫିଟ୍‍ନେସ, ସୁସ୍ଥ ଜୀବନ ନିର୍ବାହ, ରୋଷେଇବାସ ଅଥବା ସେମାନଙ୍କ ମଧ୍ୟରେ ସୌନ୍ଦର୍ଯ୍ୟବୋଧକୁ ନେଇ ରହିଥିବା ଆଗ୍ରହ ଅନ୍ୱେଷଣ କରିବା ପ୍ରୟାସ କରିଥିଲା । 

ଏହି ପ୍ରୟାସ ସମ୍ପର୍କରେ ପ୍ରକାଶକରି ଆମୱେ ଇଣ୍ଡିଆର ପୂର୍ବ ଓ ପଶ୍ଚିମାଞ୍ଚଳ ପାଇଁ ଥିବା ବରିଷ୍ଠ ଭାଇସ ପ୍ରେସିଡେଣ୍ଟ ଶ୍ରୀ ଚନ୍ଦ୍ରଭୂଷଣ ଚକ୍ରବର୍ତ୍ତୀ କହିଛନ୍ତି, “ଭାରତରେ ମହିଳାମାନେ ଆମ ଭବିଷ୍ୟତ ନିର୍ମାଣ ଦିଗରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ଆମର ବିଶ୍ୱାସ ଏବଂ ମହିଳାମାନଙ୍କୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟ ହୃଦବୋଧ କରିବାକୁ ସୁଯୋଗ ଯୋଗାଇଦେଇ ସେମାନଙ୍କ ପାଇଁ ଅଭିବୃଦ୍ଧିର ଏକ ପରିବେଶ ସୃଷ୍ଟି କରିବାକୁ ଆମେ ପ୍ରତିବଦ୍ଧ । ମହିଳାମାନଙ୍କୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟ ଅନ୍ୱେଷଣ କରିବା ଏବଂ ସେମାନଙ୍କ ପ୍ରତିଭାର ବିକାଶ ଘଟାଇବା ଦିଗରେ ଏକ ମଞ୍ଚ ଯୋଗାଇଦେବା ଲକ୍ଷ୍ୟରେ ଆମେ ପ୍ରୋଜେକ୍ଟ ନାରୀ ଶକ୍ତି ଆରମ୍ଭ କରିଥିଲୁ । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ସଫଳତାର ସହିତ ଶେଷ ହୋଇଥିବାବେଳେ ଏଥିରେ ମହିଳାମାନଙ୍କୁ ବ୍ୟବସାୟର ସ୍ୱାଧୀନ ମାଲିକ ହେବା ଦିଗରେ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟିରେ ସହାୟକ ହୋଇଥିବା ଦେଖି ଆମେ ଅତ୍ୟନ୍ତ ଉଲ୍ଲସିତ । ଏକାଧିକ ପର୍ଯ୍ୟାୟ ବିଶିଷ୍ଟ ତାଲିମ ଭିତ୍ତିକ କର୍ମଶାଳା ଜରିଆରେ ପ୍ରକଳ୍ପର ଅଂଶଗ୍ରହଣକାରୀମାନେ ଅନ୍‍ଲାଇନ ଗୋଷ୍ଠୀ ସୃଷ୍ଟି ଦ୍ୱାରା ଡିଜିଟାଲ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବିକ୍ରି ଓ ଅନ୍ୟମାନଙ୍କୁ ନିୟୋଜିତ ରଖିବାରେ ବୃଦ୍ଧି ଘଟାଇବାକୁ ସମର୍ଥ ହୋଇପାରିଛନ୍ତି ଏବଂ ତଦ୍ଦ୍ୱାରା ସାମାଜିକ ବାଣିଜ୍ୟ ତ୍ୱରାନ୍ୱିତ ହୋଇଛି । ଆରମ୍ଭ ଦିନଠାରୁ ଆମୱେ ଇଣ୍ଡିଆ ଲକ୍ଷ୍ୟ କରିଛି ଯେ ଉଲ୍ଲେଖନୀୟ ସଂଖ୍ୟାରେ ମହିଳାମାନେ କେବଳ ଡିଜିଟାଲ ପଦ୍ଧତିରେ ସେମାନଙ୍କର ବ୍ୟବସାୟିକ ଅଭିବୃଦ୍ଧି ଘଟାଇ ନାହାନ୍ତି, ତାହାସହିତ ସଂଖ୍ୟାଧିକ ମହିଳାଙ୍କର ଆୟ ମଧ୍ୟ ବୃଦ୍ଧିପାଇଛି । ଏଥିସହିତ ପ୍ରାୟ ସମସ୍ତ ଅଂଶଗ୍ରହଣକାରୀ ସେମାନଙ୍କ ଗୋଷ୍ଠୀରେ ମହିଳାମାନଙ୍କୁ ସଶକ୍ତ କରିବାକୁ ତାଲିମ ଅଧିବେଶନ ଆୟୋଜନ କରିଛନ୍ତି ।”

“ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପର ଅଗ୍ରଗତି ଓ ପ୍ରଭାବ ସମ୍ପର୍କରେ ଜାଣିବାକୁ ଏକ ପରସ୍ପର ଆଲୋଚନା ଭିତ୍ତିକ ତଥ୍ୟ ସଂଗ୍ରହ ଅଧିବେଶନ ମଧ୍ୟ ଆୟୋଜନ କରିଥିଲୁ । ଏହା ଦେଖି ଆମକୁ ଅତ୍ୟନ୍ତ ଖୁସିଲାଗିଲା ଯେ ସମସ୍ତ ଅଂଶଗ୍ରହଣକାରୀ ସେମାନଙ୍କୁ ସମର୍ଥନ ଯୋଗାଇବା ନେଇ ଆମୱେ ଇଣ୍ଡିଆର ପ୍ରୟାସକୁ ପ୍ରଶଂସା କରିବା ସହିତ ସେମାନେ କଣ ଶିଖିବାକୁ ଚାହୁଁଛନ୍ତି, ବିଶେଷକରି ସାମାଜିକ ସ୍ତରରେ ବିକ୍ରି କ୍ଷେତ୍ରରେ ସେମାନେ ଆଉ କଣ ଜାଣିବାକୁ ଚାହୁଁଛନ୍ତି, ସେ ସମ୍ପର୍କରେ ସେମାନଙ୍କର ଥିବା କୁଶଳତା ଓ ଆଗ୍ରହ ସମ୍ପର୍କରେ ପ୍ରକାଶ କରିଥିଲେ” ବୋଲି ସେ କହିଥିଲେ । 

ଗତ କିଛିମାସ ମଧ୍ୟରେ ଆମୱେ ଇଣ୍ଡିଆ ଏହି ପ୍ରକଳ୍ପ ଅଧୀନରେ ଅନେକ ତାଲିମ ଅଧିବେଶନ ଏବଂ କର୍ମଶାଳା ଆୟୋଜନ କରିସାରିଛି, ସେଥିମଧ୍ୟରେ ଶ୍ରେଷ୍ଠ ବ୍ୟବସାୟିକ କାର୍ଯ୍ୟାଭ୍ୟାସଠାରୁ ଆରମ୍ଭ କରି ଉତ୍ପାଦ ସମ୍ପର୍କିତ ତାଲିମ ଏବଂ ବିଭିନ୍ନ ବ୍ୟବସାୟିକ ସାଧନ ଓ ସାମାଜିକ ବାଣିଜ୍ୟ ମାଧ୍ୟମଗୁଡିକର ବ୍ୟବହାର ପର୍ଯ୍ୟନ୍ତ ବିଷୟ ଅନ୍ତର୍ଭୁକ୍ତ । ପ୍ରକଳ୍ପ ଅଂଶଗ୍ରହଣକାରୀଙ୍କୁ ପୂର୍ବାଞ୍ଚଳରୁ ଆମୱେର ବରିଷ୍ଠ ମହିଳା ପ୍ରତ୍ୟକ୍ଷ ବିକ୍ରେତା ଶ୍ରୀମତୀ ସୁନୀତା କୁମାରୀ, ଶାଶ୍ୱତୀ ଦାସଗୁପ୍ତା, ଶ୍ରୀମତୀ ପ୍ରତିମା ପାୟଲ ସିଂହ, ଶ୍ରୀମତୀ ମହୁଆ ଘୋଷ, ଡ. ଜୟଶ୍ରୀ ରଥ ଏବଂ ଶ୍ରୀମତୀ ସାଗରିକା ଚକ୍ରବର୍ତ୍ତୀ ପ୍ରମୁଖ ମାର୍ଗଦର୍ଶନ କରିଥିଲେ । 

ଆମୱେ ପୂର୍ବ ଭାରତରୁ କେତେକ ବଛାବଛା ମହିଳା ପ୍ରତ୍ୟକ୍ଷ ବିକ୍ରେତାଙ୍କୁ ସଶକ୍ତ କରିବା ଏବଂ ତାଲିମ ପ୍ରଦାନ କରିବା ଲକ୍ଷ୍ୟରେ ନାରୀଶକ୍ତି ପ୍ରକଳ୍ପ ଆରମ୍ଭ କରିଥିଲା ଏବଂ ଆଗାମୀ ମାସଗୁଡିକରେ ଦେଶର ସମସ୍ତ ଅଞ୍ଚଳରେ ଅନ୍ୟ ମହିଳା ପ୍ରତ୍ୟକ୍ଷ ବିକ୍ରେତାଙ୍କ ପାଇଁ ଏହାକୁ ପରିବ୍ୟାପ୍ତ କରିବାକୁ ଚାହୁଁଛି । ବିଗତ ବର୍ଷଗୁଡିକରେ ମହିଳାମାନଙ୍କୁ ସଠିକ ମଞ୍ଚ ଯୋଗାଇଦେଇ ସେମାନଙ୍କୁ ସଶକ୍ତ କରିବାର ମୂଳ ନୀତି ଆଧାରରେ ଆମୱେ ଇଣ୍ଡିଆ ବହୁଧା ଅନ୍‍ଲାଇନ ଓ ଅଫ୍‍ଲାଇନ ତାଲିମ ଓ କର୍ମଶାଳା ଜରିଆରେ ମହିଳାମାନଙ୍କର କୁଶଳତାରେ ଉନ୍ନତି ସାଧନ ନିମନ୍ତେ ନିରବଚ୍ଛିନ୍ନ ଭାବରେ ନିବେଶ କରିଚାଲିଛି ।


Powered by Froala Editor

Tags amway

Related articles Odisha News Lens 4.1

  • ସମସ୍ତ ଦଳୀୟ ପଦ ଛାଡ଼ିଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ
    ରାଜନୀତି

    ସମସ୍ତ ଦଳୀୟ ପଦ ଛାଡ଼ିଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

    14261
    Jul 05, 2026
  • ୧୫୧ କିଲୋ ଓଜନର ସୁନାଖଚିତ ରାମଚରିତ ମାନସ ଗାଏବ
    ଦେଶ-ଦେଶାନ୍ତର

    ୧୫୧ କିଲୋ ଓଜନର ସୁନାଖଚିତ ରାମଚରିତ ମାନସ ଗାଏବ

    14793
    Jul 05, 2026
  • ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ୬ ରେ
    ଦେଶ-ଦେଶାନ୍ତର

    ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ୬ ରେ

    13998
    Jul 05, 2026
  • ମୋଦୀଙ୍କୁ ହତ୍ୟା ଧମକ
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ହତ୍ୟା ଧମକ

    15039
    Jul 05, 2026
  • ରାମ ମନ୍ଦିର ପରେ ବଦ୍ରିନାଥ ଓ କେଦାରନାଥରୁ ଦାନ ଟଙ୍କା ଚୋରି
    ଦେଶ-ଦେଶାନ୍ତର

    ରାମ ମନ୍ଦିର ପରେ ବଦ୍ରିନାଥ ଓ କେଦାରନାଥରୁ ଦାନ ଟଙ୍କା ଚୋରି

    13523
    Jul 05, 2026
  •     ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?
    ବିଶେଷ

    ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    14984
    Jul 05, 2026
  • ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ: ...
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ: ...

    14966
    Jul 04, 2026
  • ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ବାଈଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ବାଈଙ୍କ ଦେହାନ୍ତ

    13535
    Jul 05, 2026
  • ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କଲେ ଆମିର ଖାନ
    ଦେଶ-ଦେଶାନ୍ତର

    ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କଲେ ଆମିର ଖାନ

    14797
    Jul 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ବାଈଙ୍କ ଦେହାନ୍ତ

    13535
    Jul 05, 2026
  • ଦେଶ-ଦେଶାନ୍ତର

    ମୋଦୀଙ୍କୁ ହତ୍ୟା ଧମକ

    15039
    Jul 05, 2026
  • ଦେଶ-ଦେଶାନ୍ତର

    ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କଲେ ଆମିର ଖାନ

    14797
    Jul 05, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16964
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17575
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17627
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18024
    Sep 06, 2023

ବିଶେଷ

  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    14984
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15053
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14571
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14337
    Jun 28, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15955
    Jun 26, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15828
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15697
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13801
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14910
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    14984
    Jul 05, 2026
  • ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ: ଉଦ୍ଧବ ଠାକ୍‌ରେ

    14966
    Jul 04, 2026
  • ରାମ ମନ୍ଦିର ପରେ ବଦ୍ରିନାଥ ଓ କେଦାରନାଥରୁ ଦାନ ଟଙ୍କା ଚୋରି

    13523
    Jul 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In