Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 30, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ...

ଜିଲ୍ଲା ପରିକ୍ରମା
Home ›› ଜିଲ୍ଲା ପରିକ୍ରମା ››ବୋହୂ ମାଡ଼ରେ ଶ୍ୱଶୁର ଲହୁଲୁହାଣ

ବୋହୂ ମାଡ଼ରେ ଶ୍ୱଶୁର ଲହୁଲୁହାଣ

2022-04-05 16:12:39
17465
Share:
Facebook
Twitter
E-Mail
WhatsApp
Telegram
ବୋହୂ ମାଡ଼ରେ ଶ୍ୱଶୁର ଲହୁଲୁହାଣ

ପୁରୀ ସଦର ଥାନା ଅନ୍ତର୍ଗତ ରାଇଗୋରଡା ପଞ୍ଚାୟତ ନୂଆପଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ୯୬ ବର୍ଷୀୟ ବୃଦ୍ଧଙ୍କୁ ତାର ବୋହୂ କବାଟ କିଳି ମାରି ମାରି ଲହୁଲୁହାଣ କରିଦେଇଛି । ସେ ବର୍ତ୍ତମାନ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ତଥାପି ସେ ପୁଅ ଓ ବୋହୂ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇନାହାନ୍ତି । ଥାନାରେ ଅଭିଯୋଗ କଲେ ପୁଅ ବୋହୂଙ୍କୁ ପୋଲିସ ବାନ୍ଧି ନେଇଯିବ । ଆଉ ସେମାନେ ଜେଲ ଚାଲିଗଲେ ନାତିନାତୁଣୀଙ୍କ ସହ ସେ ନିଜେ ମଧ୍ୟ ବେସାହାରା ହୋଇଯିବେ ବୋଲି କହିଛନ୍ତି ବୃଦ୍ଧ ।

ଗୁରୁତର ବୃଦ୍ଧ ୯୬ ବର୍ଷୀୟ ଅପର୍ତ୍ତି ସାହୁ ବୋଲି ଜଣାପଡ଼ିଛି । ୮ ବର୍ଷ ତଳେ ଅପର୍ତ୍ତିଙ୍କ ପତ୍ନୀ ଆରପାରିକୁ ଚାଲିଯାଇଥିବା ବେଳେ ପୁଅ ବୋହୂଙ୍କ ଆଶ୍ରା ନେଇ ସେ ବଞ୍ଚୁଥିଲେ ମଧ୍ୟ ଏବେ ନିର୍ଯ୍ୟାତିତ ହୋଇଛନ୍ତି। ତଥାପି ସେ ସେମାନଙ୍କ ବିରୋଧରେ କିଛି କହିବାକୁ ମନା କରିଛନ୍ତି । ଏ କଥା ସାମ୍ନାକୁ ଆସିବା ପରେ ବୃଦ୍ଧଙ୍କ ପ୍ରତି ସମବେଦନା ବଢିଯାଇଛି ।

Powered by Froala Editor

Tags attack

Related articles Odisha News Lens 4.1

  • ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ,  ୪ ମୃତ, ୨୭ ଗୁରୁତର
    ଦେଶ-ଦେଶାନ୍ତର

    ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୪ ମୃତ, ୨୭ ଗୁରୁତର

    14102
    May 30, 2025
  • ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ହରାଇଥିବା ଏହି ପରିବାରକୁ ନିଯୁକ୍ତି ପତ୍ର ...
    ଦେଶ-ଦେଶାନ୍ତର

    ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ହରାଇଥିବା ଏହି ପରିବାରକୁ ନିଯୁକ୍ତି ପତ୍ର ...

    13681
    May 30, 2025
  •  ବାତିଲ ହେଲା ମୋଦୀଙ୍କ ସିକ୍କିମ୍‌ ଗସ୍ତ
    ଦେଶ-ଦେଶାନ୍ତର

    ବାତିଲ ହେଲା ମୋଦୀଙ୍କ ସିକ୍କିମ୍‌ ଗସ୍ତ

    14532
    May 29, 2025
  • ମାତ୍ର ୪୫ ମିନିଟ୍‌ରେ ଏହି ଦୁଇ ବୀର ତିଆରି କରିଥିଲେ ‘ଅପରେସନ ସିନ୍ଦୂର’ ଲୋଗୋ
    ଦେଶ-ଦେଶାନ୍ତର

    ମାତ୍ର ୪୫ ମିନିଟ୍‌ରେ ଏହି ଦୁଇ ବୀର ତିଆରି କରିଥିଲେ ‘ଅପରେସନ ସିନ୍ଦୂର’ ଲୋଗୋ

    15505
    May 28, 2025
  • ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ମସ୍କ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ମସ୍କ

    15230
    May 29, 2025
  • ଏଣିକି ନିଟ୍‌-ପିଜି ପରୀକ୍ଷା ହେବ ଗୋଟିଏ ସିଟିଂରେ
    ଦେଶ-ଦେଶାନ୍ତର

    ଏଣିକି ନିଟ୍‌-ପିଜି ପରୀକ୍ଷା ହେବ ଗୋଟିଏ ସିଟିଂରେ

    15067
    May 30, 2025
  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’
    ବାଣିଜ୍ୟ

    କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14046
    May 30, 2025
  • ଚା’ ସହିତ ଏହି  ଜିନିଷ ଖାଇବା ମନା
    ବିଶେଷ

    ଚା’ ସହିତ ଏହି ଜିନିଷ ଖାଇବା ମନା

    14261
    May 29, 2025
  • ଲସ୍କର-ଏ-ତୈବାର ଦୁଇ ଆତଙ୍କବାଦୀ କଲେ ଆତ୍ମସମର୍ପଣ
    ଦେଶ-ଦେଶାନ୍ତର

    ଲସ୍କର-ଏ-ତୈବାର ଦୁଇ ଆତଙ୍କବାଦୀ କଲେ ଆତ୍ମସମର୍ପଣ

    14472
    May 29, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବାତିଲ ହେଲା ମୋଦୀଙ୍କ ସିକ୍କିମ୍‌ ଗସ୍ତ

    14532
    May 29, 2025
  • ବାଣିଜ୍ୟ

    କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14046
    May 30, 2025
  • ଦେଶ-ଦେଶାନ୍ତର

    ଲସ୍କର-ଏ-ତୈବାର ଦୁଇ ଆତଙ୍କବାଦୀ କଲେ ଆତ୍ମସମର୍ପଣ

    14472
    May 29, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16633
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16922
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15463
    Apr 03, 2021

ବିଶେଷ

  • ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ

    15648
    May 29, 2025
  • ଚା’ ସହିତ ଏହି ଜିନିଷ ଖାଇବା ମନା

    14261
    May 29, 2025
  • ରୁଦ୍ରାକ୍ଷ ପାଣି ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ...

    14422
    May 28, 2025
  • ଏକ କିଲୋ ଆମ୍ବକୁ ୨.୭ ଲକ୍ଷ ଟଙ୍କା

    15468
    May 28, 2025
  • ଏହି ଖାଦ୍ୟ ଗରମ କରି ଖାଇଲେ ସୃଷ୍ଟି ହୋଇଥାଏ ମାରାତ୍ମକ rogo

    14161
    May 26, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15680
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16291
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14006
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14800
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାତିଲ ହେଲା ମୋଦୀଙ୍କ ସିକ୍କିମ୍‌ ଗସ୍ତ

    14532
    May 29, 2025
  • ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ହରାଇଥିବା ଏହି ପରିବାରକୁ ନିଯୁକ୍ତି ପତ୍ର ବାଣ୍ଟିଲେ ଅମିତ ଶାହ

    13681
    May 30, 2025
  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14046
    May 30, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In