୫.୨୯୧ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ

15311

ଭୁବନେଶ୍ୱର: ବ୍ୟାଙ୍କକ୍‌ରୁ ଆସୁଥିଲା ହାଇଡ୍ରୋପୋନିକ୍ ଗଞ୍ଜେଇ । ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ବେଳେ ଧରାପଡ଼ିଲା ନିଶାଦ୍ରବ୍ୟ ଚାଲାଣ। ୪ ଜଣ ଯାତ୍ରୀଙ୍କଠାରୁ ପ୍ରାୟ ୧.୮୫ କୋଟି ଟଙ୍କା ମୂଲ୍ୟର ୫.୨୯୧ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି। ଡିଆରଆଇ ଓ କଷ୍ଟମ୍ସ ବିଭାଗର ମିଳିତ ଯାଞ୍ଚ ସମୟରେ ...

  • 14073

    ୱାଶିଂଟନ : ଆମେରିକାରେ ଭୟରେ କାଳ କାଟୁଛନ୍ତି ଭାରତୀୟ। ଏହି ଭୟ ଯୋଗୁଁ କାଲିଫର୍ଣ୍ଣିଆରେ ପ୍ରାୟ ୩୦ ହଜାର ଭାରତୀୟ ଶ୍ରମିକଙ୍କୁ ଚାଷ କାମ ଛାଡ଼ିବାକୁ ପଡ଼ିଛି। ଅଧିକାଂଶ ଶ୍ରମିକଙ୍କ ପାଖରେ ଆମେରିକାରେ ରହିବାକୁ ଓ କାମ କରିବାକୁ ସବୁ ପ୍ରମାଣପତ୍ର ନ ଥିବାରୁ ଏହି ସ୍ଥିତି ସୃଷ୍ଟି ହୋଇଛି। ଇମିଗ୍ରେସନ ଏଜେନ୍ସି ଆଇସିଇର ...

  • 14685

    କୁପୱାଡା: ଜମ୍ମୁ-କାଶ୍ମୀରରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ସେନାକୁ ମିଳିଛି ବଡ଼ ଧରଣର ସଫଳତା। କୁପଓ୍ବାଡାରେ ଶନିବାର ଭୋର ପ୍ରାୟ ୩ଟା ୩ ୦ ମିନିଟ୍‌ରେ କୈରନ୍ ସେକ୍ଟରର ଜୁମାଗୁଡ ଅଞ୍ଚଳରେ ଏହି ସଂଘର୍ଷ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବାର ଖବର ମିଳିଛି। ବର୍ତ୍ତମାନ ସ ...

  • 14794

    ନୂଆଦିଲ୍ଲୀ:  ଟାରିଫକୁ ନେଇ ନରମିଲେ ଟ୍ରମ୍ପ । ଭାରତ ଉପରେ କମିବ ଟାରିଫ୍ ! ୧୦୦ ପ୍ରତିଶତ ଶୁଳ୍କ ଲାଗିବନି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସ୍ୱତନ୍ତ୍ର ଆଦେଶ ଜାରି କରିଛନ୍ତି ।ଯେଉଁଥିରେ ଭାରତ ସମେତ ୫ ଦେଶ ଯିଏକି ଋଷଠାରୁ ତେଲ ଏବଂ ଗ୍ୟାସ୍ କିଣୁଛନ୍ତି ସେହି ଦେଶ ଉପରେ ଟାରିଫ୍ ନିୟମ କୋହଳ ହୋଇ ...

  • 13771

    ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ, ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର। ଏହି ଅଧିକାର ଶିଶୁମାନଙ୍କ ପାଇଁ ମଧ୍ୟ ପ୍ରଯୋଜ୍ୟ। ସେମାନଙ୍କୁ ଇଣ୍ଟରନେଟ୍‌ରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ କରିବା ଠିକ୍ ନୁହେଁ। ବେଞ୍ଚ କହିଛନ୍ତି ଯେ, ଶିଶୁମାନଙ୍କ ସୁରକ୍ଷା ଏବଂ ସ୍ୱାଧୀନତା ପରସ୍ପର ...

  • 13599

    ୪୫ ବର୍ଷ  ବ୍ୟବଧାନ ପ୍ରେମ କାହାଣୀକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି ଉଭୟଙ୍କ ବିବାହ ଉପରେ। ଉତ୍ତରପ୍ରଦେଶର ଔରୈୟା ଅଞ୍ଚଳର ରୀନା ଜଣେ ୩୦ ବର୍ଷୀୟା ବ୍ଲଗର୍ ଏବଂ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର୍। ସେ ୭୫ ବର୍ଷୀୟ ରାମ ସାଗରଙ୍କୁ ବିବାହ କରିବାକୁ ଯାଉଛନ୍ତି। ...

  • 15378

    ଆନନ୍ଦପୁର ବ୍ଲକ୍ କୋଳୀମାଟି ପଞ୍ଚାୟତ ବଣପାହାଡଘେରା ଏହି ଅଞ୍ଚଳଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । କେନ୍ଦୁଝର ବନବିଭାଗ ଅଧୀନ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦରଗଡିଶିଳାର ଶୋଭା ବେଶ ଆକର୍ଷଣୀୟ । ଏହାର ଗରିମାକୁ ବୃଦ୍ଧି କରିବା ନିମନ୍ତେ ବନ ବିଭାଗ ପକ୍ଷରୁ ଟୁରିଜିମ୍ ପ୍ଲାନ୍ ଆଧାରରେ ୬ ଗୋଟି କଟେଜର ବ୍ୟବସ୍ଥା କରାଯାଇ ...

  • 15333

    ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଜଣେ ମା’ ୭ ବର୍ଷର ଶିଶୁପୁତ୍ରକୁ କାମୁଡ଼ି ବାରମ୍ବାର କ୍ଷତାକ୍ତ କରି ପକାଉଥିବା ଅଭିଯୋଗ ହେଉଛି । ମହିଳା ଜଣକ ମାନସିକ ବିକୃତିରୁ ଏଭଳି ଅଘଟଣ ଘଟାଉଥିବା ଅନୁମାନ କରାଯାଉଛି ।  

    ବେଲପାହାଡ଼ ଜୋରବଗାରେ ରୁହନ୍ତି ସାହିଲ୍‌ ମହାରଣା । ୬ବର୍ଷ ତଳୁ ବାପା ଆରପାରିକୁ ...

  • 15041

    ଖପ୍ରାଖୋଲ ଥାନା ଘୁଚାପାଲି ଗ୍ରାମର ଜଣେ ଗାୟିକା ତଥା ଆଲବମ୍ ଅଭିନେତ୍ରୀ ଜସ୍ମିନ ମାଝୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି । ଜସ୍ମିନ ଏକାଧାରରେ ଜଣେ ସଂକୀର୍ତ୍ତନ ଗାୟିକା ହେବା ସହ ଏକାଧିକ ଆଲବମରେ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ହେ ...

  • 16138

    ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ଉଦୟପୁର ବନବିଭାଗ ଟିମ୍ । ଠାବ ହୋଇଥିବା ଓରାଙ୍ଗଉଟାନଙ୍କ ବୟସ ପ୍ରାୟ ୧ରୁ ୨ ବର୍ଷ ମଧ୍ୟରେ ବୋଲି ସୂଚନା ମିଳିଛି । ଭାରତରେ ସ୍ୱାଭାବିକ ଭାବେ ଓରାଙ୍ଗଉଟାନ ଦେଖାଯାଆନ୍ତି ନାହିଁ । ମାଲେସିଆ, ସୁମାତ୍ରା ଓ ...

  • 16400

    ମୟୂରଭଞ୍ଜ ଖୁଣ୍ଟା ଥାନା ବଙ୍ଗଳା ଛକରେ ଥିବା ଏସ୍ବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏଟିଏମ୍ ରୁ ନୂଆ ତରିକାରେ ଟଙ୍କା ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରି ଏଟିଏମ୍ ଲୁଟ କରିଛନ୍ତି ଦୁର୍ବୃତ୍ତ। ଏପରିକି ଲୁଟ୍ ପରେ ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ...

  • 16243

    କଣାସ ମୁଖ୍ୟରାସ୍ତା ୫ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ପନିକିରେ ହାଣିଛନ୍ତି। ଡାହାଣ ହାତ ଓ ଡାହାଣ ଗୋଡ଼ ଆଣ୍ଠୁ ପାଖରୁ କଟିଯିବା ପରେ ତାଙ୍କ ଉପରେ ସ୍କୁଟି ଚଢ଼ାଇ ମୁହଁକୁ ଗୋଇଠା ମାରିଛନ୍ତି। ପରେ ବୁଲେଟ୍‌ ମୋଟରସାଇକଲ୍‌ରେ ତିନିଜଣ ବସି ତାଙ୍କ ଉପରେ ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଛନ୍ତି। ପ୍ରାୟ ଅଧଘଣ ...

ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

14022

ଗୁଜରାଟର ରାଜକୋଟରେ ପାନ ଖାଇବାକୁ ନେଇ ପରେଶ ଚୌହାନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣାରେ ଅନିଲ ଓରଫ କାନୋ ପରମାର, ଧର୍ମେଶ ଓରଫ ରାଧେ ରାଠୋର ଏବଂ ଜଣେ ନାବାଳକଙ୍କୁ ପୁଲିସ ଗିରଫ କରିଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପାନ ଦୋକାନରେ ହୋଇଥିବା ବିବାଦ ସମ୍ପର୍କରେ ଅନିଲ ତାଙ୍କ ନାବାଳକ ସାଙ୍ଗକୁ ଜଣାଇଥିଲେ ...

15363

ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି ସାଉଥ୍ ସୁପରଷ୍ଟାର୍ ରାମ ଚରଣ ଓ ଲୋକପ୍ରିୟ ନିର୍ଦ୍ଦେଶକ ସୁକୁମାର। ଏହାର ଟାଇଟଲ୍ ଅସ୍ଥାୟୀ ଭାବେ ‘ଆର୍ସି-୧୭’ ରଖାଯାଇଛି। ଏହି ଫିଲ୍ମକୁ ନେଇ ଏବେ ଆଉ ଏକ ଖବର ସିନେପ୍ରେମୀଙ୍କ ଧ୍ୟାନ ଆକର୍ଷଣ କରିଛି। ‘ଧୁରନ୍ଧର’ ଫେମ୍ ଅଭିନେତ୍ରୀ ସାରା ଅର୍ଜୁନ ଏଥିରେ ...

ଏକ ନଜରରେ ଖବର