ଭୁବନେଶ୍ବର: ସ୍ଥଳଭାଗ ଅତିକ୍ରମ ପରେ ଆଗକୁ ବଢିବା ସହ ଦୁର୍ବଳ ହେଉଛି 'ଅକୱାନ୍’। 'ଗୋପାଳପୁରରୁ ୧୫ କିମି ଦୂରରେ ଉପକୂଳ ଅତିକ୍ରମ କରିଛି ବାତ୍ୟା। ସକାଳ ସାଢେ ୭ଟାରୁ ସାଢେ ୮ଟା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଲ୍ୟାଣ୍ଡଫଲ ବେଳେ ଘଣ୍ଟା ପ୍ରତି ପବନ ବେଗ ୭୦ରୁ ୮୦ କିଲୋମିଟର ରହିଥିଲା।
ଆଜି ସନ୍ଧ୍ୟା ସୁଦ୍ଧା 'ଅକୱାନ ...
ଭୁବନେଶ୍ୱର, ତା 21.09.26 ରିଖ : ବିଜୁ ଜନତା ଦଳ ବିଧାୟକ ଦଳ ବୈଠକ ଆଜି ଶଙ୍ଖ ଭବନରେ ବିରୋଧୀ ଦଳ ନ ...
ନଭେମ୍ବର ୨୧ରୁ ଡିସେମ୍ବର ୧୫ ମଧ୍ୟରେ ଦେଶରେ ପ୍ରାୟ ୫୨ ଲକ୍ଷ ବିବାହ ହେବାର ଆକଳନ କରିଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)। ଏହି ବିବାହ ଋତୁରେ ପ୍ରାୟ ୭.୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ । ଏହାଦ୍ୱାରା ପ୍ରାୟ ୧.୨୫ କୋଟି ଲୋକଙ୍କ ପାଇଁ ଅସ୍ଥାୟୀ ଓ ଋତୁକାଳୀନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ...
ଜଣେ ୨ ବର୍ଷୀୟ ଶିଶୁଙ୍କ ବିଷୟରେ କହିବୁ ଯିଏକି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ନୂଆ ସ୍କୁଟି ଡେଲେଭରୀ ନେବା ସମୟରେ ତାଙ୍କ ଷ୍ଟାଇଲ୍ ଭିଡିଓ ୧୩.୭ କୋଟି ଭ୍ୟୁ ହୋଇଛି। ଯାହା ତାଙ୍କ ଭାଗ୍ୟ ବଦଳାଇ ଦେଇଛି । ସେ ବାଳକ ଜଣକ ହେଉଛନ୍ତି ମହାରାଷ୍ଟ୍ରର ରୁଦ୍ରାଂଶ ସିଂହ ଠାକୁର । ଏବେ ସେ ଇଣ୍ଟରନେଟ୍ ...
ନୂଆଦିଲ୍ଲୀ: ଦେଶରେ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଏବଂ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି ଦେବା ପାଇଁ ସରକାର କର୍ପୋରେଟ୍ ଟ୍ୟାକ୍ସଠାରୁ ଆରମ୍ଭ କରି ଆୟକର ପର୍ଯ୍ୟନ୍ତ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବ୍ୟବସାୟ କରିବାକୁ ସହଜ କରିବା ପାଇଁ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିସହ ଅନ୍ୟ ଦେଶଗୁଡ଼ିକ ସହ ବାଣିଜ୍ୟ ଚୁକ୍ ...
ନୂଆଦିଲ୍ଲୀ: ଭାରତରେ ପ୍ରଥମଥର ପାଇଁ ବିକଶିତ ହୋଇଛି ସ୍ୱଦେଶୀ ଏଚ୍-୫ଏନ୍-୧ ବାର୍ଡ ଫ୍ଲୁ ଟିକା। କୁକୁଡା ମାନଙ୍କୁ ମାରାତ୍ମକ ଏଭିଆନ୍ ଇନଫ୍ଲୁଏଞ୍ଜା ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ଏହି ଟିକା ପ୍ରସ୍ତୁତ କରାଯାଇଛି। ନଭେମ୍ବର ୨୦ ତାରିଖରେ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଭୋପାଳରେ ଏହି ଟୀ ...
ବିହାର: ବିହାରର ଅରରିଆ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ତାରାବାରି ଥାନା ଅଞ୍ଚଳ ନିକଟରେ ଥିବା ବିଡ଼ି ବ୍ରିଜ୍ ତଳେ ଏକ ସ୍କର୍ପିଓ ନଦୀକୁ ଖସିପଡିଛି। ଏହି ଦୁଃଖଦ ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ସ୍କର୍ପିଓରେ ଯାତ୍ରା କରୁଥିବା ସମସ୍ତ ଲୋକ ସୁପୌଲର ପିପ୍ରାରୁ ସିକଟିର ଭ ...
ବାଇକ ଚାଳକଙ୍କ ବଦଳରେ ଜଣେ ଅଟୋ ଚାଳକଙ୍କ ମୋବାଇଲକୁ ଆସିଛି ହେଲମେଟ ନ ପିନ୍ଧିବାର ଚାଲାଣ। ଗଞ୍ଜାମ ସହରର ପ୍ରଫୁଲ୍ଲ କୁମାର ପଣ୍ଡା ଗତ ସୋମବାର ନିଜ ଅଟୋ ନେଇ ଭଡ଼ାରେ ବ୍ରହ୍ମପୁର ଯାଇଥିଲେ। ଘରକୁ ଫେରିବା ପରେ ତାଙ୍କ ମୋବାଇଲକୁ ହେଲମେଟ ପିନ୍ଧି ନ ଥିବା ନେଇ ଏକ ଇ-ଚାଲାଣ ମେସେଜ ଆସିଥିଲା। ଏଥିରେ ହେଲମେଟ ବ୍ୟବହାର ନ କ ...
ଆନନ୍ଦପୁର ବ୍ଲକ୍ କୋଳୀମାଟି ପଞ୍ଚାୟତ ବଣପାହାଡଘେରା ଏହି ଅଞ୍ଚଳଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । କେନ୍ଦୁଝର ବନବିଭାଗ ଅଧୀନ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦରଗଡିଶିଳାର ଶୋଭା ବେଶ ଆକର୍ଷଣୀୟ । ଏହାର ଗରିମାକୁ ବୃଦ୍ଧି କରିବା ନିମନ୍ତେ ବନ ବିଭାଗ ପକ୍ଷରୁ ଟୁରିଜିମ୍ ପ୍ଲାନ୍ ଆଧାରରେ ୬ ଗୋଟି କଟେଜର ବ୍ୟବସ୍ଥା କରାଯାଇ ...
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଜଣେ ମା’ ୭ ବର୍ଷର ଶିଶୁପୁତ୍ରକୁ କାମୁଡ଼ି ବାରମ୍ବାର କ୍ଷତାକ୍ତ କରି ପକାଉଥିବା ଅଭିଯୋଗ ହେଉଛି । ମହିଳା ଜଣକ ମାନସିକ ବିକୃତିରୁ ଏଭଳି ଅଘଟଣ ଘଟାଉଥିବା ଅନୁମାନ କରାଯାଉଛି ।
ବେଲପାହାଡ଼ ଜୋରବଗାରେ ରୁହନ୍ତି ସାହିଲ୍ ମହାରଣା । ୬ବର୍ଷ ତଳୁ ବାପା ଆରପାରିକୁ ...
ଖପ୍ରାଖୋଲ ଥାନା ଘୁଚାପାଲି ଗ୍ରାମର ଜଣେ ଗାୟିକା ତଥା ଆଲବମ୍ ଅଭିନେତ୍ରୀ ଜସ୍ମିନ ମାଝୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି । ଜସ୍ମିନ ଏକାଧାରରେ ଜଣେ ସଂକୀର୍ତ୍ତନ ଗାୟିକା ହେବା ସହ ଏକାଧିକ ଆଲବମରେ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ହେ ...
ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ଉଦୟପୁର ବନବିଭାଗ ଟିମ୍ । ଠାବ ହୋଇଥିବା ଓରାଙ୍ଗଉଟାନଙ୍କ ବୟସ ପ୍ରାୟ ୧ରୁ ୨ ବର୍ଷ ମଧ୍ୟରେ ବୋଲି ସୂଚନା ମିଳିଛି । ଭାରତରେ ସ୍ୱାଭାବିକ ଭାବେ ଓରାଙ୍ଗଉଟାନ ଦେଖାଯାଆନ୍ତି ନାହିଁ । ମାଲେସିଆ, ସୁମାତ୍ରା ଓ ...
ମୟୂରଭଞ୍ଜ ଖୁଣ୍ଟା ଥାନା ବଙ୍ଗଳା ଛକରେ ଥିବା ଏସ୍ବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏଟିଏମ୍ ରୁ ନୂଆ ତରିକାରେ ଟଙ୍କା ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରି ଏଟିଏମ୍ ଲୁଟ କରିଛନ୍ତି ଦୁର୍ବୃତ୍ତ। ଏପରିକି ଲୁଟ୍ ପରେ ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ...
ଗୁଜରାଟର ରାଜକୋଟରେ ପାନ ଖାଇବାକୁ ନେଇ ପରେଶ ଚୌହାନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣାରେ ଅନିଲ ଓରଫ କାନୋ ପରମାର, ଧର୍ମେଶ ଓରଫ ରାଧେ ରାଠୋର ଏବଂ ଜଣେ ନାବାଳକଙ୍କୁ ପୁଲିସ ଗିରଫ କରିଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପାନ ଦୋକାନରେ ହୋଇଥିବା ବିବାଦ ସମ୍ପର୍କରେ ଅନିଲ ତାଙ୍କ ନାବାଳକ ସାଙ୍ଗକୁ ଜଣାଇଥିଲେ ...
ବିଶ୍ୱର ୫୦୦ ପ୍ରଭାବଶାଳୀ ମୁସଲମାନଙ୍କ ତାଲିକାରେ, ଜମିଆତ ଉଲେମା-ଏ-ହିନ୍ଦର ସଭାପତି ମୌଲାନା ମହମୁଦ ମଦାନୀ ଭାରତରୁ ସର୍ବୋଚ୍ଚ ସ୍ଥାନ ପାଇଛନ୍ତି ଏବଂ ଶ୍ରେଷ୍ଠ ୫୦ ମଧ୍ୟରେ ଏକମାତ୍ର ଭାରତୀୟ, ଯିଏ ୧୮ ନମ୍ବରରେ ଅଛନ୍ତି । ଏହା ବ୍ୟତୀତ, ବଲିଉଡ ଅଭିନେତା ଶାହରୁଖ ଖାନ, ଆମିର ଖାନ ଏବଂ ଅଭିନେତ୍ରୀ ଶବାନା ଆଜମୀଙ୍କୁ ମଧ୍ୟ ...
ଭୁବନେଶ୍ୱର, ୧୭.୧୧.୨୦୨୬: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦ (ST&SC Dev Department Cultural Association) ପକ୍ଷରୁ ଆୟୋଜିତ ପଞ୍ଚମ ଆନ୍ତଃବିଭାଗୀୟ କ୍ୟାରମ୍ ପ୍ରତି ...
ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମହା ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି ଭାରତ ଚାମ୍ପିୟନ ହୋଇଛି। ୩୩୮ ରନର ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଭଲ ଆରମ୍ଭ କରିଥିଲା। ହେଲେ ମଧ୍ୟକ୍ରମର ବ୍ୟାଟରମାନେ ବିଫଳ ହେବାରୁ ଦଳ ପରାଜୟର ଦ୍ୱାରଦେଶରେ ପହଞ୍ଚି ଯାଇଥିଲା।
୨୫୨ ରନ ସ୍କୋରରେ ଭାରତ ଅଷ୍ଟମ ଉଇକେଟ ହରାଇଥିଲା ...
ଟେଷ୍ଟ କ୍ରିକେଟ୍ ରୁ ଅବସର ଘୋଷଣା କଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ୬୪ଟି ଟେଷ୍ଟ, ୨୨୯ ୱିକେଟ୍ ଓ ଅନେକ ସ୍ମରଣୀୟ ପ୍ରଦର୍ଶନ ସହ ଶେଷ ହୋଇଛି ସାମିଙ୍କ ୧୩ ବର୍ଷର ଟେଷ୍ଟ ଯାତ୍ରା। ସୋସିଆଲ ମିଡିଆରେ ଭାବପ୍ରବଣ ପୋଷ୍ଟ କରି ଟେଷ୍ଟ କ୍ରିକେଟକୁ ବାଏ ବାଏ କହିଛନ୍ତି ସାମି।
୨୦୨୩ ଜୁନରେ ଦି ଓଭାଲରେ ଅଷ୍ଟ୍ରେ ...
ମର୍ସିଡିଜ୍ ଚାଳକ କିମି ଆଣ୍ଟୋନେଲ ୟୁଏସ୍ ଗ୍ରାଁ ପ୍ରିରେ ବିଜେତା ହୋଇଛନ୍ତି। ସଂପ୍ରତି ସେ ଚାଳକ ଦୌଡ଼ରେ ୩୬୫ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ତାଙ୍କ ମର୍ସିଡିଜ୍ ସାଥୀ ଜର୍ଜ ରସେଲ (୨୪୨) ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏଥସହ ସେ ସର୍ବକନିଷ୍ଠ ଚାଳକ ଭାବେ ଫର୍ମୁଲା ୱାନ୍ ବିଜେତା ହେବାର ...
ସ୍ବର୍ଣ୍ଣ ପଦକ ଜିତିବାରେ ରୋଶିବିନା ବିଫଳ ହୋଇଥିଲେ ମଧ୍ୟ ଏସିଆନ ଗେମ୍ସରେ ସେ ବଡ଼ ଇତିହାସ ରଚିଛନ୍ତି। ଏସିଆନ ଗେମ୍ସ ୨୦୨୬ରେ ଭାରତ ପାଇଁ ପଦକ ଜିତିଛନ୍ତି ୱୁଶୁ ଖେଳାଳି ରୋଶିବିନା ଦେବୀ। ମହିଳା ୬୦ କିଲୋଗ୍ରାମ ବର୍ଗରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ମଣିପୁରର ୨୫ ବର୍ଷୀୟ ରୋଶିବିନାଙ୍କ ମୁକାବିଲା ଚାଇନ ...
ଗୁରୁବାର ଶେୟାର ବଜାର ନିବେଶକଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ସେନ୍ସେକ୍ସ ପ୍ରାୟ ୯୯୦ ପଏଣ୍ଟ ବଢ଼ିଥିବାବେଳେ ନିଫ୍ଟି ୨୫,୫୦୦ ପାର୍ କରିଛି। ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ବ୍ୟାପକ କ୍ରୟ ଯୋଗୁଁ ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି।
ବୁଧବାରର ହ୍ରାସ ପରେ ଗୁରୁବାର ବଜାର ପୁଣି ...
ପୁରୀ: ପରିବର୍ତ୍ତନ ଗ୍ରହଣୀୟତା ପାଇଁ ଡାଟା ବିଜ୍ଞାନର ସ୍ଥାନୀୟକରଣ (ଲୋକାଲାଇଜିଂ ଡାଟା ସାଇନ୍ସ ଫର୍ ଚେଞ୍ଜ ଆଡାପ୍ଟେସନ / ଏଲ୍ଡିଏସ୍ସିସିଏ) ପ୍ରକଳ୍ପ ଅଧୀନରେ ତୃତୀୟ ଜିଲ୍ଲାସ୍ତରୀୟ ସମନ ...
ଭୁବନେଶ୍ୱର : ଓଡ଼ିଶାରେ ଗ୍ରାମୀଣ ବିକାଶକୁ ଆଗକୁ ବଢ଼ାଇବା ପାଇଁ ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି, ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ଭିଏଏମଏଲ୍), ଲାଞ୍ଜିଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲ ...
ଭୁବନେଶ୍ୱର : ବିଶ୍ୱ ପ୍ରିମାଚ୍ୟୁରିଟି ଦିବସ ଅବସରରେ ଆୟୁ ଫାଉଣ୍ଡେସନ୍ ଏବଂ ଅଙ୍କୁରା ହସ୍ପିଟାଲ ପକ୍ଷରୁ ଆୟୋଜିତ ୫ କିଲୋମିଟର ପଦଯାତ୍ରାରେ ପରିବାର ସମେତ ଶହଶହ ଲୋକ ଏକାଠି ହୋଇଥିଲେ। ସମୟ ପୂର୍ବରୁ ଜନ୍ମହୋଇଥିବା କି ...
ଭୁବନେଶ୍ୱର: ଓଡ଼ିଶା କ୍ରାଫ୍ଟ ଓଡିସୀ (ଓସିଓ) ତାହାର ଆବାସିକ କାର୍ଯ୍ୟକ୍ରମ (ରେଡିଡେନ୍ସି ପ୍ରୋଗ୍ରାମ)ର ତୃତୀୟ ସଂସ୍କରଣରୁ ଉବଦ୍ଭ ଏକ ଗବେଷଣା ଭିତ୍ତିକ ପ୍ରଦର୍ଶନୀ ମୋଲ୍ଟେନ୍ ମନୋଲିଥ୍ ଉପସ୍ଥାପ ...
ବିବାହ ଋତୁ ଆରମ୍ଭ ହେବାକୁ ଥିବା ବେଳେ ପୁଣି ସୁନା ଓ ରୁପା ଦରରେ ହ୍ରାସ ଦେଖିବାକୁ ମିଳିଛି। ବିଶେଷ କରି ରୁପା ଦରରେ ଅଧିକ ହ୍ରାସ ରେକର୍ଡ କରାଯାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୋମବାର ସକାଳ ପ୍ରାୟ ୯ଟା ୧୩ ସୁଦ୍ଧା ସୁନା ଦର ୧୦ ଗ୍ରାମ ପିଛା ୧,୩୬,୨୨୦ ଟଙ୍କାରେ କାରବାର କରୁଥିଲା।
୨୪ କ୍ୟାରେଟ ...