Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

  • ମାତୃତ୍ବକାଳୀନ ଛୁଟିକୁ ନେଇ ...

  • ପିୟୁସି ବିନା ମିଳିବ ନାହିଁ ପେଟ୍ରୋଲ ...

  • ପଶ୍ଚିମବଙ୍ଗ ନିର୍ବାଚନ: ଅପରାହ୍ନ ୩ଟା ...

  • ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ...

  • ମନ୍ତ୍ରୋଚାରଣ ମଧ୍ୟରେ ବଦ୍ରୀନାଥ ଧାମ ...

  • ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ...

  • ମଙ୍ଗଳ ଗ୍ରହରେ କୀଟପତଙ୍ଗ, ଝିଟିପିଟି !

  • ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ...

  • ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ‘ଭୂତ ...

Home ›› ››ଫୁଡ ପଏଜନିଂ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଟିପ୍ସ....

ଫୁଡ ପଏଜନିଂ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଟିପ୍ସ....

2021-04-28 06:15:50
14127
Share:
Facebook
Twitter
E-Mail
WhatsApp
Telegram
ଫୁଡ ପଏଜନିଂ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଟିପ୍ସ....

ବେଳେବେଳେ ଏହା ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ କି ଆପଣଙ୍କ ପ୍ରିୟ ଖାଦ୍ୟ ଆପଣଙ୍କୁ ରୋଗିଣା କରିଦିଏ । କେବେ କେବେ ଏମିତି ବି ହୋଇଥାଏ କି କିଛି ଭୁଲ୍ ଖାଦ୍ୟ ଖାଇଦେବା କାରଣକୁ ନେଇ କିମ୍ବା ଅତ୍ୟଧିକ ଖାଦ୍ୟ ଖାଇବା ଯୋଗୁଁ ବ୍ୟକ୍ତି ଫୁଡ୍ ପଏଜନିଙ୍ଗର ଶିକାର ହୋଇଥାଏ। ଯେଉଁ କାରଣକୁ ନେଇ ଏହି ସ୍ଥିତି ବହୁତ ଗମ୍ଭୀର ହୋଇଯାଏ। ତେଣୁ ସମୟ ମଧ୍ୟରେ ଏହାର ଚିକିତ୍ସା କରାଯିବା ଆବଶ୍ୟକ ଅଟେ। ତେବେ ଆଜି ଆମେ ଆପଣଙ୍କୁ ଏଥିରୁ ମୁକୁଳିବା ଲାଗି ଏପରି କିଛି ସରଳ ଉପାୟ ବିଷୟରେ କହିବୁ, ଯାହାର ପ୍ରୟୋଗ କରି ଆପଣ ଫୁଡ୍ ପଏଜନିଙ୍ଗ ସମସ୍ୟାରୁ ମୁକ୍ତି ପାଇପାରିବେ।
ଦହିର ପ୍ରୟୋଗ : ଫୁଡ୍ ପଏଜନିଙ୍ଗ ପାଇଁ ଦହି ବହୁତ ଉପକାରୀ ବୋଲି କୁହାଯାଇଥାଏ। ତେଣୁ ଆପଣ ଦହି ମଧ୍ୟରେ କିଛି ମାତ୍ରାରେ ପାଣି ଓ ଚିନି ମିଶାଇ ଲସି ପ୍ରସ୍ତୁତ କରନ୍ତୁ। ଆଉ ଯଦି ଆପଣଙ୍କୁ ମିଠା ଦହି ପସନ୍ଦ ନଥାଏ, ତେବେ ଆପଣ ଏଥିରେ କିଛି ମାତ୍ରାରେ କଳା ଲୁଣକୁ ମିଶ୍ରଣ କରି ମଧ୍ୟ ପିଇପାରନ୍ତି।
ଆପଲ୍ ସାଇଡର ଭିନେଗାର : ତେବେ ସେଓର ସିର୍କା ମଧ୍ୟ ଫୁଡ୍ ପଏଜନିଙ୍ଗ ପାଇଁ ରାମବାଣ ସଦୃଶ କାର‌୍ୟ୍ୟ କରିଥାଏ। ତେଣୁ ଏହାକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣ ଦୁଇ ଚାମଚ ସେଓର ସିର୍କାକୁ ଏକ କପ୍ ଗରମ ପାଣିରେ ମିଶ୍ରଣ କରି ଭୋଜନ ପୂର୍ବରୁ ଏହାର ସେବନ କରନ୍ତୁ।
ଲେମ୍ବୁର ପ୍ରୟୋଗ : ସାଧାରଣତଃ ଲେମ୍ବୁରେ ଆଣ୍ଟି-ଭାଇରାଲ୍ ଗୁଣ ନିହିତ ରହିଥାଏ, ଯାହାକି ଫୁଡ୍ ପଏଜନିଙ୍ଗରେ ବ୍ୟାକ୍ଟେରିଆକୁ ଦୂର କରି ଆପଣଙ୍କୁ ମୁକ୍ତି ଦେଇଥାଏ। ଆପଣ ଏକ କପ୍ ଗରମ ପାଣି ନେଇ ସେଥିରେ କିଛି ମାତ୍ରାରେ ଲେମ୍ବୁର ରସ ଓ ମହୁକୁ ମିଶ୍ରଣ କରି ଖାଲିପେଟରେ ପିଇଦିଅନ୍ତୁ। ଆଉ ଯଦି ଆପଣ ଚାହଁନ୍ତି ବି ପାଣିରେ ଲେମ୍ବୁ କିମ୍ବା ଚିନି ମିଶ୍ରଣ କରି ପିଇପାରନ୍ତି।



Powered by Froala Editor

Tags food poisoing

Related articles Odisha News Lens 4.1

  • ମାତୃତ୍ବକାଳୀନ ଛୁଟିକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ମାତୃତ୍ବକାଳୀନ ଛୁଟିକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଜାଣନ୍ତୁ କ’ଣ ?

    15405
    Apr 23, 2026
  • ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ଟିଏମସି ସମର୍ଥକ ହାତାହାତି
    ଦେଶ-ଦେଶାନ୍ତର

    ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ଟିଏମସି ସମର୍ଥକ ହାତାହାତି

    13835
    Apr 23, 2026
  • ମଙ୍ଗଳ ଗ୍ରହରେ କୀଟପତଙ୍ଗ, ଝିଟିପିଟି !
    ଦେଶ-ଦେଶାନ୍ତର

    ମଙ୍ଗଳ ଗ୍ରହରେ କୀଟପତଙ୍ଗ, ଝିଟିପିଟି !

    14641
    Apr 23, 2026
  • ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ‘ଭୂତ ବଙ୍ଗଳା’
    ମନୋରଞ୍ଜନ

    ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ‘ଭୂତ ବଙ୍ଗଳା’

    15338
    Apr 23, 2026
  • ମନ୍ତ୍ରୋଚାରଣ ମଧ୍ୟରେ ବଦ୍ରୀନାଥ ଧାମ ଦ୍ୱାର ଖୋଲିଲା
    ଦେଶ-ଦେଶାନ୍ତର

    ମନ୍ତ୍ରୋଚାରଣ ମଧ୍ୟରେ ବଦ୍ରୀନାଥ ଧାମ ଦ୍ୱାର ଖୋଲିଲା

    14211
    Apr 23, 2026
  • ପିୟୁସି ବିନା ମିଳିବ ନାହିଁ ପେଟ୍ରୋଲ ଡିଜେଲ
    ଦେଶ-ଦେଶାନ୍ତର

    ପିୟୁସି ବିନା ମିଳିବ ନାହିଁ ପେଟ୍ରୋଲ ଡିଜେଲ

    14416
    Apr 23, 2026
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା
    ବିଶେଷ

    କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13315
    Apr 23, 2026
  • ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ଜଣ
    ଦେଶ-ଦେଶାନ୍ତର

    ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ଜଣ

    13402
    Apr 23, 2026
  • ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ବିକ୍ରି କରୁଛି ପାକିସ୍ତାନ ବ୍ରାଣ୍ଡ
    ମନୋରଞ୍ଜନ

    ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ବିକ୍ରି କରୁଛି ପାକିସ୍ତାନ ବ୍ରାଣ୍ଡ

    15188
    Apr 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମଙ୍ଗଳ ଗ୍ରହରେ କୀଟପତଙ୍ଗ, ଝିଟିପିଟି !

    14641
    Apr 23, 2026
  • ବିଶେଷ

    କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13315
    Apr 23, 2026
  • ଦେଶ-ଦେଶାନ୍ତର

    ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ଟିଏମସି ସମର୍ଥକ ହାତାହାତି

    13835
    Apr 23, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17430
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17484
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17843
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16313
    Apr 03, 2021

ବିଶେଷ

  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13315
    Apr 23, 2026
  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14530
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13890
    Apr 20, 2026
  • ଅସ୍ଥି ମଜଭୁତ କରେ ଖଜୁରି

    16203
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15898
    Apr 13, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15350
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15082
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15583
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13881
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ‘ଭୂତ ବଙ୍ଗଳା’

    15338
    Apr 23, 2026
  • ମାତୃତ୍ବକାଳୀନ ଛୁଟିକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଜାଣନ୍ତୁ କ’ଣ ?

    15405
    Apr 23, 2026
  • ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ଜଣ

    13402
    Apr 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In