Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 04, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍

ରାଜ୍ୟ
Home ›› ରାଜ୍ୟ ››କଟକକୁ ଫେରିଛି କଣ୍ଟେନମେଣ୍ଟ

କଟକକୁ ଫେରିଛି କଣ୍ଟେନମେଣ୍ଟ

2021-12-28 05:25:27
14946
Share:
Facebook
Twitter
E-Mail
WhatsApp
Telegram
କଟକକୁ ଫେରିଛି କଣ୍ଟେନମେଣ୍ଟ


କଟକ: କିଛି ଦିନ ପରେ କଟକକୁ ଫେରିଛି କଣ୍ଟେନମେଣ୍ଟ । କଟକ ନୂଆ ରାଉସାପାଟଣାର ଗୋପବନ୍ଧୁ ବିହାରରେ ଗୋଟିଏ ପରିବାରର ୬ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସିଏମସି ଏହି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହାସହିତ ସିଏମସି ଉକ୍ତ ପରିବାର ଉପରେ କଡା କଟକଣା ଲଗାଯାଇଛି । ପରିବାରର କୌଣସି ସଦସ୍ୟ ବାହାରକୁ ଯାଇପାରିବେ ନାହିଁ କି କେହି ଏମାନଙ୍କ ଘରକୁ ଆସିପାରିବେ ନାହିଁ । ପରିବାର ଲୋକଙ୍କୁ ସିଏମ୍ସି ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଆଦି ଯୋଗାଇ ଦିଆଯିବ । ଏପରିକି ପରିବାର ପାଇଁ ଯୋଗାଣ ଓ ସ୍ୱାସ୍ଥ୍ୟବସ୍ଥା ଦାୟିତ୍ୱରେ ସିଏମସିର କର୍ତ୍ତୃପକ୍ଷ ରହିବେ ।ସିଏମସିର ୱାର୍ଡ ଅଧିକାରୀ ରଶ୍ମିତା ପ୍ରିୟଦର୍ଶିନୀ ଯୋଗାଣ ଦାୟିତ୍ୱରେ ରହିବେ ।

କିଛି ଦିନ ତଳେ ମେରିଆ ବଜାର ଅଞ୍ଚଳର ଗୋଟିଏ ପରିବାରର ୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ଆଜି ମେରିଆ ବଜାର ନିକଟରେ ଥିବା ନୂଆ ରାଉସାପାଟଣାରୁ ମଧ୍ୟ ଗୋଟିଏ ପରିବାରର ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କଟକ ଭଳି ଜନଗହଳି ପୂର୍ଣ୍ଣ ସହରରେ କରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି  ସିଏମସି ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଏହା ପୂର୍ବରୁ ଭୁବନେଶ୍ୱରର ତିନୋଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା ବିଏମସି ।

Powered by Froala Editor

Tags Containment

Related articles Odisha News Lens 4.1

  • ଭୁଶୁଡ଼ିଲା ପୁରୁଣା ଛାତ; ୩ ଶ୍ରମିକ ଗୁରୁତର
    ଜିଲ୍ଲା ପରିକ୍ରମା

    ଭୁଶୁଡ଼ିଲା ପୁରୁଣା ଛାତ; ୩ ଶ୍ରମିକ ଗୁରୁତର

    15359
    Jun 04, 2025
  • ଜୁଲାଇ ୨୧ରୁ ମୌସୁମୀ ଅଧିବେଶନ ଆରମ୍ଭ
    ଦେଶ-ଦେଶାନ୍ତର

    ଜୁଲାଇ ୨୧ରୁ ମୌସୁମୀ ଅଧିବେଶନ ଆରମ୍ଭ

    13810
    Jun 04, 2025
  • ରକିଙ୍କ ହାତ ଧରିଲେ ହିନା
    ମନୋରଞ୍ଜନ

    ରକିଙ୍କ ହାତ ଧରିଲେ ହିନା

    13955
    Jun 04, 2025
  • ୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍
    ଦେଶ-ଦେଶାନ୍ତର

    ୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍

    14013
    Jun 04, 2025
  • RCBର ବିଜୟ ରାଲିରେ ଦଳାଚକଟା, ୧୧ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    RCBର ବିଜୟ ରାଲିରେ ଦଳାଚକଟା, ୧୧ ଜଣଙ୍କ ମୃତ୍ୟୁ

    13661
    Jun 04, 2025
  • ଧାରୁଆ ଛୁରୀରେ ପ୍ରେମିକାକୁ ଆକ୍ରମଣ କଲା ପ୍ରେମିକ
    ଦେଶ-ଦେଶାନ୍ତର

    ଧାରୁଆ ଛୁରୀରେ ପ୍ରେମିକାକୁ ଆକ୍ରମଣ କଲା ପ୍ରେମିକ

    15504
    Jun 04, 2025
  • ICUରେ ଦୀପିକା, କର୍କଟ ଅସ୍ତ୍ରୋପଚାର ଶେଷ
    ମନୋରଞ୍ଜନ

    ICUରେ ଦୀପିକା, କର୍କଟ ଅସ୍ତ୍ରୋପଚାର ଶେଷ

    14842
    Jun 04, 2025
  • ୨୦୨୭ ମାର୍ଚ୍ଚ ୧ରୁ ହୋଇପାରେ ଜନଗଣନା
    ଦେଶ-ଦେଶାନ୍ତର

    ୨୦୨୭ ମାର୍ଚ୍ଚ ୧ରୁ ହୋଇପାରେ ଜନଗଣନା

    15428
    Jun 04, 2025
  • ୨୧ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ
    ଦେଶ-ଦେଶାନ୍ତର

    ୨୧ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

    13506
    Jun 04, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ICUରେ ଦୀପିକା, କର୍କଟ ଅସ୍ତ୍ରୋପଚାର ଶେଷ

    14842
    Jun 04, 2025
  • ଦେଶ-ଦେଶାନ୍ତର

    ଜୁଲାଇ ୨୧ରୁ ମୌସୁମୀ ଅଧିବେଶନ ଆରମ୍ଭ

    13810
    Jun 04, 2025
  • ଜିଲ୍ଲା ପରିକ୍ରମା

    ଭୁଶୁଡ଼ିଲା ପୁରୁଣା ଛାତ; ୩ ଶ୍ରମିକ ଗୁରୁତର

    15359
    Jun 04, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16642
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16935
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15470
    Apr 03, 2021

ବିଶେଷ

  • ଅଧା କପ୍‌ ବିଟ୍‌ ରସର କରାମତି

    13690
    Jun 04, 2025
  • ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଜାଣନ୍ତୁ ଉପାୟ....

    13525
    Jun 04, 2025
  • କୋଲେଷ୍ଟରଲ କମାଏ ଅଁଳାରସ

    13568
    Jun 03, 2025
  • ଖରାଦିନେ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

    15169
    Jun 03, 2025
  • ଅବସାଦ ଦୂର କରିବାର ସହଜ ଉପାୟ ଜାଣନ୍ତୁ....

    15277
    Jun 02, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15688
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16304
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14013
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14810
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍

    14013
    Jun 04, 2025
  • ଭୁଶୁଡ଼ିଲା ପୁରୁଣା ଛାତ; ୩ ଶ୍ରମିକ ଗୁରୁତର

    15359
    Jun 04, 2025
  • ୨୦୨୭ ମାର୍ଚ୍ଚ ୧ରୁ ହୋଇପାରେ ଜନଗଣନା

    15428
    Jun 04, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In