Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ...

  • ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ...

  • ରାଜଘାଟରେ ଗାନ୍ଧୀ ସମାଧିରେ ଜାତିର ...

  • ପୁଣି ବଢିଲା ବାଣିଜ୍ୟିକ ଏଲପିଜି ...

  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ ...

  • ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ...

  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ...

  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ...

  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ...

  • ୫୨୬ କିଲୋଗ୍ରାମ ହେରୋଇନ ଓ ...

ରାଜ୍ୟ
Home ›› ରାଜ୍ୟ ››ଟାଟା ଷ୍ଟିଲ ଭୁବନେଶ୍ୱର ସାହି ୬ଷ୍ଠ ସଂସ୍କରଣ ଜାନୁଆରୀ ୮ଓ୯ରେ ଅନୁଷ୍ଠିତ ହେବାକୁ ଯାଉଛି

ଟାଟା ଷ୍ଟିଲ ଭୁବନେଶ୍ୱର ସାହି ୬ଷ୍ଠ ସଂସ୍କରଣ ଜାନୁଆରୀ ୮ଓ୯ରେ ଅନୁଷ୍ଠିତ ହେବାକୁ ଯାଉଛି

2021-12-26 03:14:41
15546
Share:
Facebook
Twitter
E-Mail
WhatsApp
Telegram
ଟାଟା ଷ୍ଟିଲ ଭୁବନେଶ୍ୱର ସାହି ୬ଷ୍ଠ ସଂସ୍କରଣ ଜାନୁଆରୀ ୮ଓ୯ରେ ଅନୁଷ୍ଠିତ ହେବାକୁ ଯାଉଛି

-    ଅମିତାଭ ଘୋଷ ଏବଂ ରମାକାନ୍ତ ରଥ ସାହିତ୍ୟିକ ସମ୍ମିଳନୀକୁ ଉଦଘାଟନ କରିବେ

-    ମନୋଜ ଦାସ ସ୍ମାରକୀ ଅଧିବେଶନ

-    ସତ୍ୟଜିତ ରାୟ ଶତବାର୍ଷିକୀ ଅଧିବେଶନ

-    ବିନୟ ପାଠକ ଏବଂ ସୋନମ କାଲରାଙ୍କ ଦ୍ୱାରା ଲାଇଭ ପ୍ରଦର୍ଶନ

-    

ଭୁବନେଶ୍ୱର: ସାହିତ୍ୟ ଏବଂ ସଂଗୀତ ଓ ମଞ୍ଚନାଟକ ସମେତ ଆନୁଷଙ୍ଗିକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରିବାକୁ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟିକ 

ସମାବେଶ ପୁଣି ଥରେ ଫେରିଛି ଏବଂ ଏହା ୨୦୨୨ ଜାନୁଆରୀ ୮ଓ ୯ ତାରିଖରେ ସପ୍ତାହାନ୍ତରେ ଆୟୋଜିତ ହେବାକୁ ଯାଉଛି । ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟିକ ସମାବେଶର ଷଷ୍ଠ ସଂସ୍କରଣ ଚଳିତ ଥର ନୂତନ ସ୍ଥାନ, ଭୁବନେଶ୍ୱର କ୍ଲବରେ ଅନୁଷ୍ଠିତ ହେବ, ଯେଉଁଠାରେ ଏହି କାର୍ଯ୍ୟକ୍ରମ କ୍ଲବର ଲନ୍‍ରେ ମୁକ୍ତାକାଶରେ ଆୟୋଜିତ ହେବାକୁ ଯାଉଛି । ଏହି ଉତ୍ସବ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କବି ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ରମାକାନ୍ତ ରଥ ଏବଂ ବିଶିଷ୍ଟ ଲେଖକ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଅମିତାଭ ଘୋଷଙ୍କ ଦ୍ୱାରା ଉଦ୍‍ଘାଟିତ ହେବ ।

ପ୍ରତିଷ୍ଠିତ ଓଡ଼ିଆ କିମ୍ବଦନ୍ତୀ ପୁରୁଷ ମନୋଜ ଦାସ ଏବଂ ଚଳଚ୍ଚିତ୍ର ନିର୍ମାଣରେ ବିଶାରଦ ସତ୍ୟଜିତ ରାୟଙ୍କ ଜୀବନୀ ପ୍ରଦର୍ଶିତ ହେବ । ଓଡ଼ିଶାର ସୁପରିଚିତ ଲେଖକ ଗୌରହରି ଦାସ, ଯତୀନ୍ଦ୍ର ନାୟକ ଏବଂ ସଂଗ୍ରାମ ଜେନା ଏଥିରେ ଅଂଶଗ୍ରହଣ କରିବାବେଳେ ଶ୍ରୀ ରାୟଙ୍କର ଚଳଚ୍ଚିତ୍ର ନିର୍ମାଣ ପରମ୍ପରା ସମ୍ପର୍କରେ ଅଭିନେତା ଧୃତିମାନ ଚାଟାର୍ଜୀ ଏବଂ ବରୁଣ ଚନ୍ଦାଙ୍କ ସହିତ ଓଡ଼ିଆ ଲେଖକ ଦେବଦାସ ଛୋଟରାୟ ଆଲୋଚନା କରିବେ । 

ଅବହେଳିତ ଏବଂ ଅଦୃଶ୍ୟ ସମ୍ପର୍କିତ ଲେଖାଗୁଡିକ ସମ୍ପର୍କରେ ଓଡ଼ିଶାର ପୂର୍ବତନ ବ୍ୟୁରୋକ୍ରାଟ ଅନିତା ଅଗ୍ନିହୋତ୍ରୀ ଆଲୋଚନା କରିବେ, ଯିଏ ନିଜେ ମଧ୍ୟ ଜଣେ ପୁରସ୍କାର ବିଜୟିନୀ ଲେଖିକା ଏବଂ ତାଙ୍କ ସହିତ ଯୁବ ଲେଖିବା ପୂଜା ଚାଙ୍ଗୋଇୱାଲା ଏହି ଆଲୋଚନାରେ ସାମିଲ ହେବେ । ଏହି ଉତ୍ସବର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଇତିହାସ, ଏଥିରେ ଆମେରିକା ଏବଂ ବ୍ରିଟେନର ଶିକ୍ଷାବିତ୍‍ ଯଥାକ୍ରମେ ଦେବୋରା ବେକର ଏବଂ ଜୋନାଥନ ଗିଲ୍‍ ହାରିସ୍‍ ଔପନିବେଶିକ କାଳରେ ୟୁରୋପୀୟ ଏବଂ ଭାରତ ମଧ୍ୟରେ ମିଳନ ବିନ୍ଦୁ ସମ୍ପର୍କରେ ବକ୍ତବ୍ୟ ରଖିବେ । ଲେଖକ ଏବଂ ବ୍ୟୁରୋକ୍ରାଟ ଆର ବାଲକ୍ରିଷ୍ଣନ ପ୍ରାଚୀନ ଭାରତ ଉପରେ ତାଙ୍କର ପୁସ୍ତକ ‘ଜର୍ଣ୍ଣି ଅଫ୍‍ ଏ ସିଭିଲାଇଜେସନ: ଇଣ୍ଡସ୍‍ ଟୁ ଭାଇଗାଇ’ ଉପରେ ଏହି ଉତ୍ସବରେ ସୁନ୍ଦର ଗଣେଶନ୍‍ଙ୍କ ସହିତ ମିଶି ଆଲୋଚନା କରିବେ ।

ଅମିତାଭ ଘୋଷ, କୁନାଲ ବସୁ, ମୋଇନ ମୀର୍‍, ଘଜଲା ୱାହାବ, ଗୌରହରି ଦାସ ଏବଂ ଯତୀନ୍ଦ୍ର ନାୟକଙ୍କର ନୂତନ ପୁସ୍ତକମାନ ପ୍ରକାଶିତ ହୋଇଛି ଏବଂ ଏହି ଉତ୍ସବ କାଳରେ ସେଗୁଡିକ ସମ୍ପର୍କରେ ଆଲୋଚନା କରାଯିବା ସହିତ ସେଗୁଡିକର ଉନ୍ମୋଚନ କରାଯିବ । ଟାଟା ଷ୍ଟିଲର ସମସ୍ତ ସାହିତ୍ୟିକ ସମ୍ମିଳନୀରେ ପାରମ୍ପରିକ ଭାବରେ ମହିଳାମାନଙ୍କର ଲେଖାକୁ ନେଇ ବିଶେଷ କାର୍ଯ୍ୟକ୍ରମ ସ୍ଥାନ ପାଇବା ସହି ସେ ସମ୍ପର୍କରେ ଆଲୋଚନା କରାଯାଇଆସୁଛି ଏବଂ ଚଳିତ ସଂସ୍କରଣ ମଧ୍ୟ ସେଥିରୁ ଭିନ୍ନ ନୁହେଁ । ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଯଶୋଧାରା ମିଶ୍ର, ପାରମିତା ଶତପଥୀ ଏବଂ ଗାୟତ୍ରୀ ସରାଫ ସେମାନଙ୍କ ପୁସ୍ତକ ସମ୍ପର୍କରେ ଏବଂ ସେହି ମହିଳା ଲେଖିକାମାନଙ୍କ ସମ୍ପର୍କରେ ଆଲୋଚନା କରିବେ, ଯେଉଁମାନେ ଓଡ଼ିଆ ସାହିତ୍ୟକୁ ଆଗେଇ ନେଉଛନ୍ତି । ଆଇଟି ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ନନ୍ଦନ ନିଲେକାନି ତାଙ୍କର ଆଗାମୀ ପୁସ୍ତକ ‘ଆଟ ଅଫ ବିଟ୍‍ଫୁଲନେଓ’ ସମ୍ପର୍କରେ ଏହାର ସହ-ଲେଖକ ତନୁଜ ଭୋଜୱାନିଙ୍କ ସହିତ ମିଶି ଉତ୍ସବର କେବଳ ହାଇବ୍ରିଡ ଅଧିବେଶନରେ ଆଲୋଚନା କରିବେ, ଯେଉଁଠାରେ ଲେଖକଗଣ ଅନ୍‍ଲାଇନରେ ପରସ୍ପର ସହିତ ସଂଯକ୍ତ ହେବେ ।

ଟିଏସ୍‍ବିଏଲଏମ ଅନ୍ୟ ଯେଉଁ ପରମ୍ପରାକୁ ଉଜ୍ଜୀବିତ କରି ରଖିଛି ତାହା ହେଉଛି ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ । ଲୋକପ୍ରିୟ ଚଳଚ୍ଚିତ୍ର ଅଭନେତା ବିନୟ ପାଠକ ଜାନୁଆରୀ ୮ ତାରିଖରେ ରେଲ ଅଡିଟୋରିୟମରେ ‘ନଥିଙ୍ଗ ଲାଇକ ଲିୟର’ ପ୍ରଦର୍ଶନ କରିବାବେଳେ ଏହି ଉତ୍ସବ ଜାନୁଆରୀ ୯ ସଂଧ୍ୟାରେ କଣ୍ଠଶିଳ୍ପୀ ସୋନମ କାଲରାଙ୍କ ସଂଗୀତ କାର୍ଯ୍ୟକ୍ରମ ସହିତ ଉଦ୍‍ଯାପିତ ହେବ । ଉତ୍ସବ ସମ୍ପର୍କିତ ତାଜା ସୂଚନା ଙ୍ଗଙ୍ଗଙ୍ଗ.ଭଭଗ୍ଦକ୍ସକ୍ଷସଗ୍ଧଜ୍ଞରରଗ୍ଧ.ସଦ୍ଭ ରେ ଉପଲବ୍ଧ ହେବ ଏବଂ ସମୁଦାୟ ଉତ୍ସବ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି, କିନ୍ତୁ ସମସ୍ତ ଦର୍ଶକ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ ।

ପୂର୍ବ ବର୍ଷଗୁଡିକ ଭଳି ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟିକ ସମ୍ମିଳନୀ ସାହିତ୍ୟ, କବିତା, ସାଂପ୍ରତିକ ଘଟଣାବଳୀ, ଚଳଚ୍ଚିତ୍ର ଏବଂ କଳାର ଅନ୍ୟାନ୍ୟ ଦିଗ ଉପରେ ଦୃଷ୍ଟି ନିବଦ୍ଧ କରିବ । ପ୍ରତ୍ୟେକ ଅଧିବେଶନରେ ବିଭିନ୍ନ କ୍ଷେତ୍ରରୁ ଖ୍ୟାତିସଂପନ୍ନ ବ୍ୟକ୍ତିତ୍ୱମାନେ ଯୋଗଦେଇ ପରସ୍ପର ମଧ୍ୟରେ ଏବଂ ଦର୍ଶକମାନଙ୍କ ସହିତ ଆଲୋଚନାରେ ନିୟୋଜିତ ରହିବେ ।

ଟାଟା ଷ୍ଟିଲ କର୍ପୋରେଟ ସର୍ଭିସେସ୍‍ର ଭାଇସ ପ୍ରେସିଡେଣ୍ଟ ଶ୍ରୀ ଚାଣକ୍ୟ ଚୌଧରୀ କହିଛନ୍ତି, “ଏହାର ଆରମ୍ଭ ଦିନଠାରୁ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟିକ ସମ୍ମିଳନୀ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରବ ଏବଂ ବିଶ୍ୱରୁ ଅଗ୍ରଣୀ କଳାକାରମାନଙ୍କୁ ଆକୃଷ୍ଟ କରାଇପାରିଛି । ଏହି କାର୍ଯ୍ୟକ୍ରମ ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟସୂଚୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପ୍ରତିଷ୍ଠାଲାଭ କରିଛି । ବର୍ଷକର ବ୍ୟବଧାନରେ ଫେରୁଥିବା ଚଳିତ ବର୍ଷର ସଂସ୍କରଣ ପୁଣିଥରେ ସ୍ୱତନ୍ତ୍ର ଚିନ୍ତନ, ଅପ୍ରକାଶିତ ଚିନ୍ତାଧାରା ଏବଂ ଅଟକୁନଥିବା ସ୍ୱରକୁ ନେଇ ପାଳନ କରିବ ।”

ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟିକ ସମ୍ମିଳନୀର ଡାଇରେକ୍ଟର ସୁଶ୍ରୀ ମାଳବିକା ବାନାର୍ଜୀ କହିଛନ୍ତି, “ଚଳିତ ବର୍ଷ ଉତ୍ସବର ଏକ ସାହିତ୍ୟିକ କେନ୍ଦ୍ରବିନ୍ଦୁ ରହିଛି, କିନ୍ତୁ ଏହା ଚଳଚ୍ଚିତ୍ର, ମଞ୍ଚ ଏବଂ ଏପରିକି ଡିଜିଟାଲ ଦୁନିଆକୁ ମଧ୍ୟ ପରିବ୍ୟାପ୍ତ ହେଉଛି । ମହାମାରୀର ସ୍ୱତନ୍ତ୍ର ଚାଲେଞ୍ଜ ରହିଛି, କିନ୍ତୁ ଆମର ଉଭୟ ବକ୍ତାଗଣ ଏବଂ ଦର୍ଶକ ଯେଭଳି ନିରାପଦ ରହିବେ ସେଥିପାଇଁ କଡାକଡି ପରୀକ୍ଷଣ, ବାଧ୍ୟତାମୂଳକ ଭାବରେ ମାସ୍କ ପରିଧାନ, ଦୂରତା ବଜାୟ ରଖିବା ଏବଂ ସାନିଟାଇଜେସନ ଆଦି ଜରିଆରେ ଏହା ସୁନିଶ୍ଚିତ କରିବୁ । ଉତ୍ସବର ଆକର୍ଷଣ ନିଶ୍ଚିତ ଭାବରେ ବଜାୟ ରହିବ, କିନ୍ତୁ ତାହାସହିତ କୋଭିଡ ନିୟମାବଳୀ ମଧ୍ୟ ପାଳନ କରାଯିବ ।”

Powered by Froala Editor

Tags Tata Steel Bhubaneswar Literary Meet

Related articles Odisha News Lens 4.1

  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ
    ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ

    14760
    Oct 01, 2026
  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ
    ଦେଶ-ଦେଶାନ୍ତର

    ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ

    15910
    Oct 01, 2026
  • ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ
    ଦେଶ-ଦେଶାନ୍ତର

    ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ

    15208
    Oct 01, 2026
  • ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ପାଠ କରୁଥିଲେ ସ୍ମିତ
    ଦେଶ-ଦେଶାନ୍ତର

    ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ପାଠ କରୁଥିଲେ ସ୍ମିତ

    14872
    Oct 02, 2026
  • ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍
    ଦେଶ-ଦେଶାନ୍ତର

    ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍

    14337
    Oct 02, 2026
  • ରାଜଘାଟରେ ଗାନ୍ଧୀ ସମାଧିରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ...
    ଦେଶ-ଦେଶାନ୍ତର

    ରାଜଘାଟରେ ଗାନ୍ଧୀ ସମାଧିରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ...

    14348
    Oct 02, 2026
  •  ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...
    ଦେଶ-ଦେଶାନ୍ତର

    ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...

    15685
    Oct 01, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ...

    15087
    Oct 01, 2026
  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି
    ଦେଶ-ଦେଶାନ୍ତର

    ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି

    15457
    Oct 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15087
    Oct 01, 2026
  • ଦେଶ-ଦେଶାନ୍ତର

    ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍

    14337
    Oct 02, 2026
  • ଦେଶ-ଦେଶାନ୍ତର

    ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    15389
    Sep 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17146
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17835
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17798
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18213
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15376
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14049
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15789
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15356
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14730
    Sep 18, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

ସ୍ଥାପିତ ୬ଟି ଡିଜିଟାଲ ଶ୍ରେଣୀଗୃହରେ ୫୬୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି

ଭୁବନେଶ୍ୱର: ଶିକ୍ଷା ସେତେବେଳେ ଅଧିକ ଅର୍ଥପୂର୍ଣ୍ଣ ହୋଇଯାଏ ଯେତେବେଳେ ଛାତ୍ରମାନେ ସଠିକ୍ ଉପକରଣ ଏବଂ ସମ୍ବଳ ପାଇଥ ...

  • ଭାରତରେ ‘Apple Pay’ ପ୍ରବେଶ

    14893
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14395
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14343
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15959
    Sep 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାଜଘାଟରେ ଗାନ୍ଧୀ ସମାଧିରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

    14348
    Oct 02, 2026
  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି

    15457
    Oct 01, 2026
  • ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ପାଠ କରୁଥିଲେ ସ୍ମିତ

    14872
    Oct 02, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In