Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, May 10, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ...

  • ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି

  • ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ...

  • ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ...

  • ଭାରତ ସହମତ, ଯୁଦ୍ଧବିରତି ଘୋଷଣା

  • ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ...

  • ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ...

  • ଆତଙ୍କୀ ଲଞ୍ଚପ୍ୟାଡ୍‌କୁ ଧ୍ବଂସ କଲା ...

  • ଭାରତ-ପାକିସ୍ତାନ ଉତ୍ତେଜନା: ଜମ୍ମୁ ଏବଂ ...

  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୨୧ ବର୍ଷ ପୂର୍ବରୁ ବିବାହ କରିପାରିବେନି ଯୁବତୀ

୨୧ ବର୍ଷ ପୂର୍ବରୁ ବିବାହ କରିପାରିବେନି ଯୁବତୀ

2021-12-17 06:24:22
14232
Share:
Facebook
Twitter
E-Mail
WhatsApp
Telegram
୨୧ ବର୍ଷ ପୂର୍ବରୁ ବିବାହ କରିପାରିବେନି ଯୁବତୀ

ନୂଆଦିଲ୍ଲୀ: ୨୧ ବର୍ଷ ପୂର୍ବରୁ ବିବାହ କରିପାରିବେନି ଯୁବତୀ । ବିବାହର ସର୍ବନିମ୍ନ ବୟସ ସୀମାରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ଜାତି ଓ ଧର୍ମ ନିର୍ବିଶେଷରେ ସବୁ ଝିଅଙ୍କ ପାଇଁ ଏହି ନିୟମ ଲାଗୁ ହେବ । ବିବାହ ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ ସୀମା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ଯାହାଦ୍ବାରା ଏଣିକି ଯୁବତୀଙ୍କ ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବ । ଏଥିପାଇଁ ସରକାର ଜୁନ୍ ୨୦୨୦ରେ ଜୟା ଜେଟଲୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ । ଯେଉଁଥିରେ ନୀତି ଆୟୋଗର ସଦସ୍ୟ ଡା. ବିକେ ପଲ୍ ମଧ୍ୟ ସାମିଲ ଥିଲେ ।  ଟାସ୍କ ଫୋର୍ସ ଗତ ମାସରେ ହିଁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ଓ ମହିଳା-ବାଲ ବିକାଶ ମନ୍ତ୍ରଣାଳୟଙ୍କୁ ନିଜ ରିପୋର୍ଟ ପ୍ରଦାନ କରିଥିଲେ ।
ରିପୋର୍ଟରେକୁହାଯାଇଛି ଯେ, ଝିଅମାନଙ୍କ ବିବାହ ବିଳମ୍ବ ହେଲେ ପରିବାର, ମହିଳା, ଶିଶୁ ଏବଂ ସମାଜ ପାଇଁ ସକାରାତ୍ମକ ଆର୍ଥିକ ଓ ସାମାଜିକ ପ୍ରଭାବ ପଡିଥାଏ । ବିବାହ ବୟସ ବଢିବା ଯୋଗୁଁ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡିବ । ରିପୋର୍ଟରେ ଏହି ପରାମର୍ଶ ଦିଆଯାଇଛି ଯେ, ମହିଳାଙ୍କ ବିବାହ ବୟସକୁ ୧୮ ରୁ ବଢାଇ ୨୧ ବର୍ଷ କରାଯାଉ । କିନ୍ତୁ ଏକ ସଠିକ୍ ପର୍ୟ୍ୟାୟରେ, ଏହାର ଅର୍ଥ ଏହିକି ଯେ, ସବୁ ରାଜ୍ୟ ଗୁଡିକୁ ପୁରା ସମୟ ଓ ସ୍ବତନ୍ତ୍ରତା ଦିଆଯାଉ । ଯାହାଦ୍ବାରା ସେମାନେ ତୃଣମୂଳସ୍ତରରୁ ଏହି କାମ ଆରମ୍ଭ କରିପାରିବେ, କାହିଁକିନା ଏହି ନିୟମକୁ ଗୋଟିଏ ରାତିରେ ଲାଗୁ କରାଯାଇପାରିବ ନାହିଁ ।ସରକାର ଝିଅଙ୍କ ପାଇଁ ସ୍କୁଲ ଓ କଲେଜର ସଂଖ୍ୟା ବଢାନ୍ତୁ । ଏବଂ ଉପାନ୍ତ ଅଞ୍ଚଳମାନଙ୍କରେ ଝିଅମାନଙ୍କୁ ସ୍କୁଲ ପର୍ୟ୍ୟନ୍ତ ପହଞ୍ଚାଇବା ପାଇଁ ମଧ୍ୟ ବ୍ୟବସ୍ଥା କରନ୍ତୁ । ଝିଅମାନଙ୍କୁ କୁଶଳୀ ବିଦ୍ୟା ସହ ବ୍ୟବସାୟ ଟ୍ରେନିଂ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହାସହ ବିବାହ ବୟସ ବଢାଇବା ନେଇ ସଚେତନତା ଅଭିଯାନ କରିବାକୁ ମଧ୍ୟ କୁହାଯାଇଥିଲା ।
ଗତବର୍ଷ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଝିଅମାନଙ୍କୁ କୁପୋଷଣରୁ ରକ୍ଷା କରିବାକୁ ହେଲେ ସେମାନଙ୍କ ବିବାହ ଉଚିତ୍ ବୟସରେ ହେବା ଆବଶ୍ୟକ । ଶେଷରେ ଏ ସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍ ।

Powered by Froala Editor

Tags Marriage

Related articles Odisha News Lens 4.1

  • ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ବେଦୀରୁ ଉଠି ପଳାଇଲା ବର
    ଦେଶ-ଦେଶାନ୍ତର

    ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ବେଦୀରୁ ଉଠି ପଳାଇଲା ବର

    15354
    May 10, 2025
  • ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ
    ଦେଶ-ଦେଶାନ୍ତର

    ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ

    15042
    May 10, 2025
  • ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ
    ଦେଶ-ଦେଶାନ୍ତର

    ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ

    13933
    May 10, 2025
  • ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ସୀମାରେ ଗୁଳି ବର୍ଷଣ
    ଦେଶ-ଦେଶାନ୍ତର

    ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ସୀମାରେ ଗୁଳି ବର୍ଷଣ

    14484
    May 10, 2025
  • ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ପାକିସ୍ତାନ
    ଦେଶ-ଦେଶାନ୍ତର

    ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ପାକିସ୍ତାନ

    15418
    May 10, 2025
  • ଭାରତ-ପାକିସ୍ତାନ ଉତ୍ତେଜନା: ଜମ୍ମୁ ଏବଂ ପଞ୍ଜାବ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ ବନ୍ଦ ...
    ଦେଶ-ଦେଶାନ୍ତର

    ଭାରତ-ପାକିସ୍ତାନ ଉତ୍ତେଜନା: ଜମ୍ମୁ ଏବଂ ପଞ୍ଜାବ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ ବନ୍ଦ ...

    14396
    May 10, 2025
  • ଆତଙ୍କୀ ଲଞ୍ଚପ୍ୟାଡ୍‌କୁ ଧ୍ବଂସ କଲା ଭାରତୀୟ ସେନା
    ଦେଶ-ଦେଶାନ୍ତର

    ଆତଙ୍କୀ ଲଞ୍ଚପ୍ୟାଡ୍‌କୁ ଧ୍ବଂସ କଲା ଭାରତୀୟ ସେନା

    14267
    May 10, 2025
  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା
    ବିଶେଷ

    ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    14970
    May 10, 2025
  • ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି
    ମନୋରଞ୍ଜନ

    ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି

    14967
    May 10, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ସୀମାରେ ଗୁଳି ବର୍ଷଣ

    14484
    May 10, 2025
  • ଦେଶ-ଦେଶାନ୍ତର

    ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ

    15042
    May 10, 2025
  • ବିଶେଷ

    ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    14970
    May 10, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16594
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16879
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15430
    Apr 03, 2021

ବିଶେଷ

  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    14970
    May 10, 2025
  • ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ

    14879
    May 10, 2025
  • ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ

    14913
    May 08, 2025
  • ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଡିିପ୍ରେସନରୁ ଦୂରେଇ ରୁହନ୍ତୁ

    14584
    May 07, 2025
  • ଘର ପରିସ୍ଥିତିକୁ ବଦଳାଇବ କ୍ରିଷ୍ଟାଲ୍‌ ଲୋଟସ୍‌

    14698
    May 07, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16257
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13973
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14765
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15293
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ

    13933
    May 10, 2025
  • ଆତଙ୍କୀ ଲଞ୍ଚପ୍ୟାଡ୍‌କୁ ଧ୍ବଂସ କଲା ଭାରତୀୟ ସେନା

    14267
    May 10, 2025
  • ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ

    15042
    May 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In