Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, September 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କମିଲା ସୁନା ଦର, କେତେ ଜାଣନ୍ତୁ ?

  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ...

  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ...

  • ପ୍ୟାସେଞ୍ଜର ବିମାନ ଉଡ଼ାଇବେ କ୍ୟାପ୍ଟେନ୍ ...

  • ସୋସିଆଲ ମିଡିଆରେ ଛାଡପତ୍ର ଘୋଷଣା କଲେ ...

  • ସୁନା ଦରରେ ବଡ଼ ଧରଣର ହ୍ରାସ

  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

  • କରେନ୍ସି ଚେଷ୍ଟରେ ୧୭ କୋଟିର ନକଲି ନୋଟ, ୪ ...

  • ଶିବପୁରୀରେ ଗୋଟିଏ ପରିବାରର ୪ ଶିଶୁଙ୍କ ...

  • ବିରିୟାନୀ ପାଇଁ ଆତ୍ମହତ୍ୟା କଲେ ଛାତ୍ରୀ

ବାଣିଜ୍ୟ
Home ›› ବାଣିଜ୍ୟ ››ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

2026-09-03 12:09:42
13500
Share:
Facebook
Twitter
E-Mail
WhatsApp
Telegram
ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

ଭୁବନେଶ୍ୱର: ଭାରତର ରାଷ୍ଟ୍ର-ନିର୍ମାଣ ଅଗ୍ରାଧିକାରତା ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ସହିତ ମେଳଖୁଆଇ ଏକ ନିର୍ଣ୍ଣାୟକ ପ୍ରୟାସରେ ଅଗ୍ରଣୀ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କମ୍ପାନୀ ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ ଆୟୁର୍ବେଦ ପ୍ରଚଳନ ସହିତ ଆୟୁର୍ବେଦ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ରଣନୈତିକ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛି । ଉଦ୍ଦିଭ ଭିତ୍ତିକ, ପ୍ରତିଷେଧମୂଳକ ସ୍ୱାସ୍ଥ୍ୟଯନôର ବର୍ଦ୍ଧିତ ଗ୍ରାହକ ଚାହିଦା ଦ୍ୱାରା ପରିଚାଳିତ ହୋଇ ଏବଂ ‘ଆୟୁଷ’ ପରିବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଭାରତର ନିରନ୍ତର ଦୃଷ୍ଟିନିବଦ୍ଧ ସମର୍ଥନରେ କମ୍ପାନୀ ଏହି ବର୍ଗ ଅଧିନରେ ନଅଟି ନୂତନ ଆୟୁର୍ବେଦ ନବସୃଜନ ଉନ୍ମୋଚନ କରିଛି ଏବଂ ନୁ୍ୟଟ୍ରିଲାଇଟ୍‌ ଆୟୁର୍ବେଦକୁ ପରବର୍ତ୍ତୀ ଦୁଇବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କାର ବର୍ଗରେ ପରିଣତ କରିବା ଲକ୍ଷ୍ୟ ରଖିଛି । ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ନୁ୍ୟଟ୍ରିସର୍ଟ- ପ୍ରମାଣୀକୃତ କୃଷିକ୍ଷେତ୍ରଗୁଡିକରୁ ଦାୟିତ୍ୱସମ୍ପନ୍ନ ଭାବରେ ସଂଗ୍ରହ କରାଯାଇଥିବା ଆୟୁର୍ବେଦ ଉଦ୍ଭିଦଜାତ ପଦାର୍ଥକୁ ବ୍ୟବହାର କରି ବିକଶିତ କରାଯାଇଥିବା ଏହି ଉତ୍ପାଦଗୁଡିକ ଆମୱେର ତାମିଲନାଡୁରେ ଥିବା ଅତ୍ୟାଧୁନିକ କାରଖାନାରେ ତିଆରି କରାଯାଉଛି ।

ଏହାର ପ୍ରଚଳନ ଆମୱେ ଇଣ୍ଡିଆର କଲ୍ୟାଣକାରୀ ବର୍ଗମାଳାର ସମ୍ପସ୍ରାରଣ ଠାରୁ ଯଥେଷ୍ଟ ଅଧିକର ପ୍ରତିନିଧିତ୍ୱ କରୁଛି । ଭାରତରେ ଦାୟିତ୍ୱସମ୍ପନ୍ନ ଭାବରେ ଉଦ୍ଦିଦଜାତ ପଦାର୍ଥ ସଂଗ୍ରହ ଏବଂ ସ୍ଥାନୀୟ କୃଷିଠାରୁ ନେଇ ଉତ୍ପାଦନ, ବୈଜ୍ଞାନିକ ଗବେଷଣା, ନବସୃଜନ ଏବଂ ନିଯୁକ୍ତି ପର୍ଯ୍ୟନ୍ତ  ଆୟୁର୍ବେଦକୁ ନେଇ ପ୍ରଶସ୍ତ ଅର୍ଥନୈତିକ ମୂଲ୍ୟ ଶୃଙ୍ଖଳ ପ୍ରତି ଅବଦାନ ରଖିବାକୁ ଏହା ଏକ ସୁଯୋଗ ହୋଇଛି । ନୁ୍ୟଟ୍ରିଲାଇଟ୍‌ ଉଦ୍ଦିଦ ବିଜ୍ଞାନର ୯୦ ବର୍ଷରୁ ଅଧିକ ବିଦ୍ୱତାକୁ ଏକ ଦଶନ୍ଧିର ସ୍ଥାନୀୟ ଉତ୍ପାଦନ ସାମର୍ଥ୍ୟ ସହିତ ଏକତ୍ରିତ କରି ଆମୱେ ଇଣ୍ଡିଆ, ସମୟ-ପରୀକ୍ଷିତ ଆୟୁର୍ବେଦର ଜ୍ଞାନକୁ ଆଧୁନିକ ବିଜ୍ଞାନର ବୈଧିକରଣ ସହିତ ସମ୍ମିଶ୍ରିତ କରି ଏକ କଲ୍ୟାଣକାରୀ ବିଷୟ ସୃଷ୍ଟି କରୁଛି, ଯାହା ଭାରତରେ ତିଆରି, ଭାରତ ପାଇଁ ଏବଂ ଭାରତର ପାରମ୍ପରିକ ସୁସ୍ଥତା ସମଗ୍ର ବିଶ୍ୱକୁ ନେଇଯିବାର ସାମର୍ଥ୍ୟ ରଖୁଛି ।

ଏହାର ଶୁଭାରମ୍ଭ ଅବସରରେ ଗଣମାଧ୍ୟମ ନିକଟରେ ପ୍ରକାଶ କରି ଶ୍ରୀ ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, ଆୟୁଷ ପରିବ୍ୟବସ୍ଥାକୁ ସୁଦୃଢ କରି ଏବଂ ରାଷ୍ଟ୍ରର ସ୍ୱାସ୍ଥ୍ୟ ତଥା କଲ୍ୟାଣ ଦୃଶ୍ୟପଟ୍ଟରେ ଆୟୁର୍ବେଦକୁ ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପ୍ରତିଷ୍ଠିତ କରିବାରେ ଭାରତ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ଲକ୍ଷ୍ୟ ଦ୍ୱାରା ପରିଚାଳିତ ହୋଇ ଭାରତରେ ପାରମ୍ପରିକ ସୁସ୍ଥତା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ରୂପାନ୍ତରଣ ପରିଲକ୍ଷିତ ହେଉଛି । ଏହା ଭାରତରେ ଆୟୁର୍ବେଦର ଉନ୍ନତି ତଥା ବୈଶ୍ୱିକ ମଞ୍ଚରେ ବୃହତ୍ତର ପ୍ରାସଙ୍ଗିକତା ଲାଭ କରିବାକୁ ଏକ ମଜଭୁତ ମୂଳଦୁଆ ସୃଷ୍ଟି କରୁଛି । ଏଥିସହିତ ଭାରତ ଆୟୁର୍ବେଦ ଭିତ୍ତିକ ନବସୃଜନ ଏବଂ ବିନିର୍ମାଣ କ୍ଷେତ୍ରରେ ଏହାର ସାମର୍ଥ୍ୟକୁ ସୁଦୃଢ କରୁଥିବା ସମୟରେ ଏହି ବର୍ଦ୍ଧନଶୀଳ ପରିବ୍ୟବସ୍ଥା ନୂତନ ଅର୍ଥନୈତିକ ସୁଯୋଗଗୁଡିକ ସୃଷ୍ଟି କରିବା, ଭାରତର ସାମର୍ଥ୍ୟକୁ ସୁଦୃଢ କରିବା ତଥା ପାରମ୍ପରିକ ସୁସ୍ଥତା ନିମନ୍ତେ ବିଶ୍ୱସ୍ତରରେ ପ୍ରାସଙ୍ଗିକ ସ୍ଥଳ ଭାବରେ ଉଭା ହେବାକୁ ସମର୍ଥନ ଯୋଗାଇଦେବାର ସାମର୍ଥ୍ୟ ରଖୁଛି । ଏହି ଗତିଶୀଳତା ଆମୱେ ଇଣ୍ଡିଆର ପରବର୍ତ୍ତୀ ଅଭିବୃଦ୍ଧି ଅଧ୍ୟାୟ ଏବଂ ବିକଶିତ ଭାରତ ୨୦୪୭ ନିମନ୍ତେ ଭାରତର ଲକ୍ଷ୍ୟ ହାସଲ ଦିଗରେ ଅର୍ଥପୂର୍ଣ୍ଣ ଅବଦାନ ରଖିବାକୁ ଆମର ଆକାଂକ୍ଷା ସହିତ ସହଜରେ ମେଳ ଖାଉଛି । ଆୟୁର୍ବେଦର ବିପୁଳ ସାମର୍ଥ୍ୟରେ ଆମର ଆସ୍ଥାକୁ ପ୍ରତିଫଳିତ କରି ଆମେ ନୁ୍ୟଟ୍ରିଲାଇଟ ଆୟୁର୍ବେଦକୁ ଆଗାମୀ ଦୁଇବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କାର ବର୍ଗରେ ଗଢିତୋଳିବା ଲକ୍ଷ୍ୟ ରଖିଛୁ । 

“ବର୍ତ୍ତମାନର ଗ୍ରାହକମାନେ ଆୟୁର୍ବେଦକୁ ସୁସ୍ଥତା ନିମନ୍ତେ ଏକ ଦୈନନ୍ଦିନ ପସନ୍ଦ ଭାବରେ ଅଧିକରୁ ଅଧିକ ଆପଣାଉଛନ୍ତି, କିନ୍ତୁ ସେମାନେ ମଧ୍ୟ ସେଥିରେ ସ୍ୱଚ୍ଛତା, ନିରନ୍ତରତା ଏବଂ ବୈଜ୍ଞାନିକ ବୈଧିକରଣ ଚାହୁଁଛନ୍ତି ଯାହା ସେମାନେ ଆଧୁନିକ ସୁସ୍ଥତା ଉତ୍ପାଦଗୁଡିକରୁ ଆଶା କରୁଛନ୍ତି । ନୁ୍ୟଟ୍ରିଲାଇଟରେ ଆମେ ଯାହା ଯୋଗାଇ ଦେଉଛୁ ତାହାର କେନ୍ଦ୍ରସ୍ଥଳରେ ବିଶ୍ୱାସଭାବ ରହିଥିବା ହୃଦବୋଧ କରୁଛୁ । ନୁ୍ୟଟ୍ରିଲାଇଟ ଆୟୁର୍ବେଦ ନିମନ୍ତେ ‘ପ୍ରତ୍ୟେକ ଗୁଳ୍ମର ଏକ କାହାଣୀ ରହିଛି । ବଜାର ପ୍ରବେଶର ପ୍ରଥମ ପର୍ଯ୍ୟାୟରେ ତିନିଟି ଆୟୁର୍ବେଦ ଉତ୍ପାଦ ସ୍ଥାନପାଇବ; ସେଗୁଡିକ ହେଉଛି- କାଲାମେଘ, ସୁସ୍ଥ ଯକୃତ କାର୍ଯ୍ୟକାରିତାକୁ ସମର୍ଥନ କରିବା ନିମନ୍ତେ ପ୍ରସ୍ତୁତ; ଶିଗ୍ରୁ (ମୋରିଙ୍ଗା), ଯାହା ଅତିରିକ୍ତ ଚର୍ବି ଜମାହେବା ଏବଂ ପ୍ରଦାହ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ବୃକ୍ଷଅମଲା (ଗାର୍ସିନିଆ), ଯାହା ପାଚନକ୍ରିୟା ଓ ତୃପ୍ତତାରେ ଉନ୍ନତି ଆଣିବା ନିମନ୍ତେ ଉଦ୍ଦିଷ୍ଟ ।

ଏହାର ବଜାର ପ୍ରବେଶ ଏହି ବର୍ଗରେ ପୂର୍ବରୁ କମ୍ପାନୀପକ୍ଷରୁ ନୁ୍ୟଟ୍ରିଲାଇଟ ଚ୍ୟବନପ୍ରାସ୍‌ ପ୍ରଚଳନ ଉପରେ ଆଧାରିତ । ନୁ୍ୟଟ୍ରିଲାଇଟ ଆୟୁର୍ବେଦ ଦଶନ୍ଧି ଦଶନ୍ଧି ଧରି ନୁ୍ୟଟ୍ରିଲାଇଟର ସଂଜ୍ଞା ନିରୂପିତ କରିଆସିଥିବା ସେହି ସମାନ ବ୍ୟାପକ, ବିଜ୍ଞାନ ସମର୍ଥିତ ଆଭିମୁଖ୍ୟ ଜରିଆରେ ସମ୍ମାନିତ ଆୟୁର୍ବେଦିକ ଫର୍ମୁଲେସନଗୁଡିକର ବୈଧିକରଣ କରିବା ଚିନ୍ତାଧାରା ଉପରେ ଆଧାରିତ । ଯଥାକ୍ରମେ ୪୪୯ ଟଙ୍କା, ୬୫୧ ଟଙ୍କା ଏବଂ ୪୪୯ ଟଙ୍କା ମୂଲ୍ୟ ରଖାଯାଇଥିବା କାଲାମେଘ, ଶିଗ୍ରୁ ଏବଂ ବୃକ୍ଷଅମଲା ୮ ସେପ୍ଟେମ୍ବର, ୨୦୨୬ରୁ ସମସ୍ତ ଆମୱେ-ସ୍ୱୀକୃତିପ୍ରାପ୍ତ ଚାନେଲ, ଆମୱେ ବିଜିନେସ୍‌ ମାଲିକ / ବିତରକ, ଆମୱେ ଷ୍ଟୋରସମୂହ ଏବଂ ଙ୍ଗଙ୍ଗଙ୍ଗ.ବଜ୍ଞଙ୍ଗବଚ୍ଚ.ସଦ୍ଭରେ ଉପଲବ୍ଧ ହେବ ।

Powered by Froala Editor

Tags Amway

Related articles Odisha News Lens 4.1

  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍
    ବାଣିଜ୍ୟ

    ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    14934
    Sep 03, 2026
  • କରେନ୍ସି ଚେଷ୍ଟରେ ୧୭ କୋଟିର ନକଲି ନୋଟ,  ୪ ଜଣଙ୍କୁ ନିଲମ୍ବିତ କଲେ ବ୍ୟାଙ୍କ ...
    ଦେଶ-ଦେଶାନ୍ତର

    କରେନ୍ସି ଚେଷ୍ଟରେ ୧୭ କୋଟିର ନକଲି ନୋଟ, ୪ ଜଣଙ୍କୁ ନିଲମ୍ବିତ କଲେ ବ୍ୟାଙ୍କ ...

    14819
    Sep 03, 2026
  • ବିରିୟାନୀ ପାଇଁ ଆତ୍ମହତ୍ୟା କଲେ ଛାତ୍ରୀ
    ଦେଶ-ଦେଶାନ୍ତର

    ବିରିୟାନୀ ପାଇଁ ଆତ୍ମହତ୍ୟା କଲେ ଛାତ୍ରୀ

    13364
    Sep 03, 2026
  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ...
    ବାଣିଜ୍ୟ

    ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ...

    14408
    Sep 03, 2026
  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ ...
    ବାଣିଜ୍ୟ

    ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ ...

    13500
    Sep 03, 2026
  • ଶିବପୁରୀରେ ଗୋଟିଏ ପରିବାରର ୪ ଶିଶୁଙ୍କ ସନ୍ଦିଗ୍ଧ ମୃତ୍ୟୁ
    ଦେଶ-ଦେଶାନ୍ତର

    ଶିବପୁରୀରେ ଗୋଟିଏ ପରିବାରର ୪ ଶିଶୁଙ୍କ ସନ୍ଦିଗ୍ଧ ମୃତ୍ୟୁ

    14062
    Sep 03, 2026
  • ପ୍ୟାସେଞ୍ଜର ବିମାନ ଉଡ଼ାଇବେ କ୍ୟାପ୍ଟେନ୍ ଅଭିନନ୍ଦନ
    ଦେଶ-ଦେଶାନ୍ତର

    ପ୍ୟାସେଞ୍ଜର ବିମାନ ଉଡ଼ାଇବେ କ୍ୟାପ୍ଟେନ୍ ଅଭିନନ୍ଦନ

    15183
    Sep 03, 2026
  • ସୋସିଆଲ ମିଡିଆରେ ଛାଡପତ୍ର ଘୋଷଣା କଲେ ରାପର୍‌ ବାଦଶାହା
    ମନୋରଞ୍ଜନ

    ସୋସିଆଲ ମିଡିଆରେ ଛାଡପତ୍ର ଘୋଷଣା କଲେ ରାପର୍‌ ବାଦଶାହା

    13570
    Sep 03, 2026
  • କମିଲା ସୁନା ଦର, କେତେ ଜାଣନ୍ତୁ ?
    ଦେଶ-ଦେଶାନ୍ତର

    କମିଲା ସୁନା ଦର, କେତେ ଜାଣନ୍ତୁ ?

    15256
    Sep 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିରିୟାନୀ ପାଇଁ ଆତ୍ମହତ୍ୟା କଲେ ଛାତ୍ରୀ

    13364
    Sep 03, 2026
  • ଦେଶ-ଦେଶାନ୍ତର

    ଶିବପୁରୀରେ ଗୋଟିଏ ପରିବାରର ୪ ଶିଶୁଙ୍କ ସନ୍ଦିଗ୍ଧ ମୃତ୍ୟୁ

    14062
    Sep 03, 2026
  • ବାଣିଜ୍ୟ

    ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ...

    14408
    Sep 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17069
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17712
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17736
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18137
    Sep 06, 2023

ବିଶେଷ

  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13310
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14465
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14769
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14726
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    14064
    Aug 26, 2026

ବାଣିଜ୍ୟ

ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

ଦ୍ୱିଭାଷୀ ପ୍ରକାଶନରେ ପୂର୍ଣ୍ଣ ପ୍ରସ୍ତୁତ କାରିଗରୀ ବସ୍ତୁ ଊଦ୍ଧ୍ୱର୍ରେ ଚାନ୍ଦୁଆର ପରୀକ୍ଷା ନିରୀକ୍ଷା କରିବାକୁ କ୍ଷେତ୍ରସ୍ତରୀୟ କାର୍ଯ୍ୟ, ଅଭିଲେଖୀୟ ଗବେଷଣା ଏବଂ କାରିଗରୀ ଆତ୍ମଜୀବନୀକୁ ଏକତ୍ରିତ କରାଯାଇଛି

  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

    13501
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ

    14044
    Sep 03, 2026
  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    14934
    Sep 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିରେ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଉଛି

    14453
    Sep 02, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୋସିଆଲ ମିଡିଆରେ ଛାଡପତ୍ର ଘୋଷଣା କଲେ ରାପର୍‌ ବାଦଶାହା

    13570
    Sep 03, 2026
  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    14934
    Sep 03, 2026
  • ଶିବପୁରୀରେ ଗୋଟିଏ ପରିବାରର ୪ ଶିଶୁଙ୍କ ସନ୍ଦିଗ୍ଧ ମୃତ୍ୟୁ

    14062
    Sep 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In