Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର ...

  • ପରଲୋକରେ ଅଭିନେତା ନାନା ପାଟେକର

  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ...

  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ...

  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ...

ବାଣିଜ୍ୟ
Home ›› ବାଣିଜ୍ୟ ››ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

2026-09-03 12:12:20
15033
Share:
Facebook
Twitter
E-Mail
WhatsApp
Telegram
ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

ଦ୍ୱିଭାଷୀ ପ୍ରକାଶନରେ ପୂର୍ଣ୍ଣ ପ୍ରସ୍ତୁତ କାରିଗରୀ ବସ୍ତୁ ଊଦ୍ଧ୍ୱର୍ରେ ଚାନ୍ଦୁଆର ପରୀକ୍ଷା ନିରୀକ୍ଷା କରିବାକୁ କ୍ଷେତ୍ରସ୍ତରୀୟ କାର୍ଯ୍ୟ, ଅଭିଲେଖୀୟ ଗବେଷଣା ଏବଂ କାରିଗରୀ ଆତ୍ମଜୀବନୀକୁ ଏକତ୍ରିତ କରାଯାଇଛି

ଭୁବନେଶ୍ୱର : ଏମ୍‌ଜିଏମ୍‌ ଫାଉଣ୍ଡେସନ୍‌ ଏବଂ ଭୁବନେଶ୍ୱର ଏକ୍ସପେରିମେଣ୍ଟାଲ୍‌ ଆର୍ଟ ଆଣ୍ଡ ଡିଜାଇନ୍‌ ଷ୍ଟୁଡିଓ (ବିଇଏଡିଏସ୍‌)ର ଏକ ସମ୍ମିଳିତ ପ୍ରୟାସ ଓଡ଼ିଶା କ୍ରାଫ୍ଟ ଓଡ଼ିସି (ଓସିଓ) ‘ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର’, ରବିବାର, ସେପ୍ଟେମ୍ବର ୨୦, ୨୦୨୬ରେ ଓଡ଼ିଶା ରିସର୍ଚ୍ଚ ସେଣ୍ଟର (ଓଆର୍‌ସି) ଅଡିଟୋରିମ୍‌, ସାମନ୍ତପୁରୀ, ଭୁବନେଶ୍ୱରଠାରେ ଉନ୍ମୋଚନ କରିବ, ଯେଉଁ ଦ୍ୱିଭାଷୀ ପ୍ରକାଶନରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାଗୁଡିକ ସ୍ଥାନ ପାଇଛି । ସନ୍ଧ୍ୟା ୫ଟାରେ ଏହାର ଉନ୍ମୋଚନ ଓସିଓର ପ୍ରଥମ ପୂର୍ଣ୍ଣ ଦିବସୀୟ ଆଲୋଚନାଚକ୍ର ‘ମ୍ୟାପିଂ ଟ୍ରାଞ୍ଜିସନ୍‌ସ୍‌: ଆର୍ଟ, କ୍ରାଫ୍ଟ ଆଣ୍ଡ୍‌ ଦି ଏଥନୋଗ୍ରାଫିକ୍‌ ଟର୍ଣ୍ଣ’ର ସମାପ୍ତକାଳୀନ ବିଷୟବସ୍ତୁ ହେବ ।

ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର ଓଡ଼ିଶାର ଚାନ୍ଦୁଆ ପରମ୍ପରା ଏବଂ ସେଗୁଡିକୁ ବଜାୟ ରଖିଥିବା ସମୁଦାୟଙ୍କ ସହିତ ଗବେଷଣା ଭିତ୍ତିକ ନିୟୋଜନତାର ପରିଣାମ ଅଟେ । ପୂର୍ଣ୍ଣ ପ୍ରସ୍ତୁତ ବସ୍ତୁର ଊଦ୍ଧ୍ୱର୍କୁ ଯାଇ ଏହା କାରିଗରୀକୁ ମୂର୍ତ୍ତିମନ୍ତ ଜ୍ଞାନ ଏବଂ ଜୀବନ୍ତ ନିଦର୍ଶନ ଭାବରେ ଉପସ୍ଥାପନ କରୁଛି, ଯାହା ଏହାର ପ୍ରସ୍ତୁତି ମଧ୍ୟରେ ରହିଥିବା ଶ୍ରମ, ସ୍ମୃତି, ଇତିହାସ ଏବଂ ସାଂସ୍କୃତିକ ଜ୍ଞାନକୁ ଖୋଜିଛି ।

୨୦୨୬ ସଂସ୍କରଣ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଉପସ୍ଥାପିତ ହେବାକୁ ଯାଉଛି ଏବଂ ଏହାର ସମ୍ପାଦନା ପ୍ରେମଜିଶ୍‌ ଆଚାରୀ ଓ ଶିବଦାସ ସେନଗୁପ୍ତ କରିଥିବାବେଳେ ଓସିଓ ଫେଲୋ ମଧୁଲିକା ଏସ୍‌.ନାଇଡୁ, ରିସର୍ଚ୍ଚ ଫେଲୋ ଏବଂ ରାଜ୍‌ ମୌର୍ଯ୍ୟ, ଆର୍କାଇଭିଷ୍ଟ ଫେଲୋ ଗବେଷଣା ତଥା ଦସ୍ତାବିଜ ଏକତ୍ରିତ କରିଛନ୍ତି । ଏହି ପୁସ୍ତକ କ୍ରୟ କରିବାକୁ ସମସ୍ତ ଟିକସ ସହିତ ୬୫୦୦ ଟଙ୍କାରେ ଉପଲବ୍ଧ ହେବ ।

ଆର୍ଟ ଆଜ୍‌ ସୋସିଆଲ ପ୍ରାକ୍ଟିସ (ଆର୍ଟିଷ୍ଟସ୍‌ ଆଜ୍‌ ଏଥନୋଗ୍ରାଫରସ୍‌: ରିଇମାଜିନିଂ ଲୋକାଲ୍ ନଲେଜ ସିଷ୍ଟମସ୍‌), ଦି ଇନଷ୍ଟିଚ୍ୟୁସନାଲ୍ ବ୍ରିଜ୍‌ (ଇନଷ୍ଟିଚ୍ୟୁସନ୍ ବିଲଡିଂ ବିଟ୍ୱିନ ଆର୍ଟ, କ୍ରାଫ୍ଟ ଆଣ୍ଡ ଅନ୍ଥ୍ରୋପୋଲୋଜି) ଏବଂ ମ୍ୟାପିଂ ଟ୍ରାଞ୍ଜିସନ୍‌ସ୍‌ (ଆର୍ଟ, କ୍ରାଫ୍ଟ, ଆଣ୍ଡ ଦି ଏଥନୋଗ୍ରାଫିକ୍ ଟର୍ଣ୍ଣ) ଆଦି ତିନିଟି ବିଷୟକୁ ନେଇ ପ୍ରସ୍ତୁତ ଆଲୋଚନାଚକ୍ରରେ କଳାକାର, ଗବେଷକ, ସାଂସ୍କୃତିକ ଅଭ୍ୟାସକାରୀ ଏବଂ ସଂସ୍ଥାନଗତ ବ୍ୟକ୍ତିବିଶେଷ ଏକତ୍ରିତ ହୋଇ କଳା, କାରିଗରୀ ଏବଂ ଜାତିଗତ କାର୍ଯ୍ୟାଭ୍ୟାସ ପ୍ରତି ପରିବର୍ତ୍ତିତ ଆଭିମୁଖ୍ୟ ସମ୍ପର୍କରେ ପରୀକ୍ଷା ନିରୀକ୍ଷା କରିବେ । ଆଲୋଚକମଣ୍ଡଳୀରେ ସାମିଲ ହେବାକୁ ଜୀବେଶ ବାଗଚୀ, ରାକ୍‌ସ୍‌ ମେଡିଆ କଲେକ୍ଟିଭ; ପ୍ରଫେସର ବିଷ୍ଣୁ ମହାପାତ୍ର, ପଲିଟିକାଲ ସାଇଣ୍ଟିଷ୍ଟ ଓ କବି; ରିଚା ଅଗରୱାଲ, ସିଇଓ, ଇମାମି ଆର୍ଟ ଓ ଚେୟାରପର୍ସନ, କୋଲକାତା ସେଣ୍ଟର ଫର କ୍ରିଏଟିଭିଟି (କେସିସି); ଅନୁପମ ରୟ, ଦି ପଞ୍ଜେରୀ ଆର୍ଟିଷ୍ଟସ’ ୟୁନିଅନ; ମନିଶା ଅହମଦ, କୋ-ଫାଉଣ୍ଡର, ଲଦାଖ ଆର୍ଟସ୍‌ ଆଣ୍ଡ ମିଡିଆ ଅର୍ଗାନାଇଜେସନ (ଏଲଏଏମ୍‌ଓ); ଏବଂ ଜଗନ୍ନାଥ ପଣ୍ଡା, ବିଶିଷ୍ଟ ଓଡ଼ିଶା କଳାକାର ତଥା ସ୍ଥପତି ନିଜର ସ୍ୱୀକୃତି ପ୍ରଦାନ କରିସାରିଛନ୍ତି । ଏହି ଆଲୋଚନାଚକ୍ରକୁ ପୁସ୍ତକ ଉନ୍ମୋଚନ ସହିତ ଏକ ବାର୍ଷିକ କାର୍ଯ୍ୟସୂଚୀ ଭାବରେ ଯୋଜନା କରାଯାଇଛି ।

ପୁସ୍ତକ ଉନ୍ମୋଚନ ପରେ ମୁଖ୍ୟ ଅତିଥି ଏବଂ ସମ୍ମାନନୀୟ ଅତିଥିବୃନ୍ଦ ସେମାନଙ୍କର ବକ୍ତବ୍ୟ ରଖିବେ, ଯେଉଁମାନଙ୍କ ମଧ୍ୟରେ ବିଶିଷ୍ଟ ଡିଜାଇନର ଏବଂ କ୍ୟୁରେଟର ରାଜୀବ ସେଠୀ ରହିଛନ୍ତି ଏବଂ ସେ ପୁସ୍ତକରେ ନିଜର ମନ୍ତବ୍ୟ ଦେଇ କହିଛନ୍ତି, “ଦି କାନୋପି, ସେଥିପାଇଁ ବ୍ୟବସାୟର ଏକ ବସ୍ତୁ ହେବା ପୂର୍ବରୁ ସହଯୋଗର ଏକ ଉତ୍ପାଦ ହୋଇଛି । ଯେତେବେଳେ ସାମାଜିକ ଏବଂ ରାଜନୈତିକ ଘଟଣାକ୍ରମଗୁଡିକ ଗୋଷ୍ଠୀଗୁଡିକୁ ସରଳୀକରଣ କରିବାକୁ ଚାହୁଁଛି, ସେତେବେଳେ ଚାନ୍ଦୁଆ ଏକ ଭିନ୍ନ ବର୍ଣ୍ଣନା ଉପସ୍ଥାପନ କରୁଛି । ଏହା ତିଷ୍ଠିରହିବା ପୃଥକୀକରଣ ଉପରେ ନୁହେଁ, ଆନ୍ତଃନିର୍ଭରଶୀଳତା ଉପରେ ନିର୍ଭର କରୁଛି ।”

Powered by Froala Editor

Tags Odisha Craft

Related articles Odisha News Lens 4.1

  • ଚେକିଂ  ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ
    ଦେଶ-ଦେଶାନ୍ତର

    ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

    13618
    Oct 08, 2026
  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ
    ଦେଶ-ଦେଶାନ୍ତର

    ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ

    15242
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି
    ବାଣିଜ୍ୟ

    ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14542
    Oct 08, 2026
  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ
    ଦେଶ-ଦେଶାନ୍ତର

    କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ

    14928
    Oct 08, 2026
  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ
    ମନୋରଞ୍ଜନ

    ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

    14361
    Oct 08, 2026
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର
    ଦେଶ-ଦେଶାନ୍ତର

    ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର

    14801
    Oct 08, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ
    ବାଣିଜ୍ୟ

    ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15253
    Oct 08, 2026
  • ପରଲୋକରେ ଅଭିନେତା ନାନା ପାଟେକର
    ଦେଶ-ଦେଶାନ୍ତର

    ପରଲୋକରେ ଅଭିନେତା ନାନା ପାଟେକର

    14908
    Oct 08, 2026
  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ...
    ଦେଶ-ଦେଶାନ୍ତର

    ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ...

    14877
    Oct 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

    15194
    Oct 08, 2026
  • ବାଣିଜ୍ୟ

    ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14542
    Oct 08, 2026
  • ଦେଶ-ଦେଶାନ୍ତର

    ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ଚାହୁଁଥିଲେ କରନ୍ତୁ ଏହା

    14877
    Oct 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17161
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17854
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17811
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18228
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14412
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14518
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15531
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14204
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15941
    Sep 23, 2026

ବାଣିଜ୍ୟ

ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

ଡଲାର ତୁଳନାରେ ଟଙ୍କାର ବିନିମୟ ଦୁର୍ବଳ ହୋଇଚାଲିଛି । ଟଙ୍କା ମୂଲ୍ୟ ୯୭ ସ୍ତର ଛୁଇଁଛି । କାରବାର ସମୟରେ ବୁଧବାର ଟଙ୍କାର ମୂଲ୍ୟ ୯୭.୧୫୧ ସ୍ତର ଛୁଇଁଥିଲା । ଦିନ ମଧ୍ୟରେ ଟଙ୍କା ପ୍ରଥମେ ୯୬.୮୩ ସ୍ତରକୁ ଖସିଥିଲା । ଫଳରେ ଟଙ୍କା ଏସିଆର ସବୁଠାରୁ ଦୁର୍ବଳ ପ୍ରଦର୍ଶନକାରୀ ମୁଦ୍ରା ପାଲଟିଛି । କାରବାର ଶେଷ ବେଳକୁ ଟଙ୍କା ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14542
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15265
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14013
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15393
    Oct 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15253
    Oct 08, 2026
  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

    14361
    Oct 08, 2026
  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

    13618
    Oct 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In