Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ...

  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ...

  • ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ...

  • ରୁଷଠାରୁ ଶସ୍ତାରେ ତେଲ କିଣୁଥିବା ...

  • ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ...

  • ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ...

  • ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ...

  • ସ୍ୱାମୀଙ୍କ ଦରମାର ୨୫ ପ୍ରତିଶତ ଟଙ୍କା ...

  • ସରକାରଙ୍କ ବଡ଼ ନିଷ୍ପତ୍ତି : ପାରାକ୍ୱେଟ ...

  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ...

ବିଶେଷ
Home ›› ବିଶେଷ ››ଏହି ୪ରାଶିର ପୁରୁଷଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ମହିଳା

ଏହି ୪ରାଶିର ପୁରୁଷଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ମହିଳା

2021-10-14 05:19:23
14577
Share:
Facebook
Twitter
E-Mail
WhatsApp
Telegram
ଏହି ୪ରାଶିର ପୁରୁଷଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ମହିଳା


ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷର ଜନ୍ମ ସମୟକୁ ନେଇ ତାର ରାଶି ଧାର୍ଯ୍ୟ କରାଯାଏ । ଏହାର ଆଧାରରେ କୌଣସି ବ୍ୟକ୍ତିର ସ୍ୱଭାବ, ଗୁଣ, ଦୋଷବିଷୟରେ ଜଣାପଡିଥାଏ । ଏମିତି ରାଶିର ପୁରୁଷ ଅଛନ୍ତି, ସେମାନଙ୍କ ଯୁବତୀମାନେ ଶୀଘ୍ର ଆକର୍ଷିତ ହୋଇଥାନ୍ତି ।  ସେହି ରାଶି ଗୁଡିକ ହେଲା ।
ତୁଳା: ଏହି ରାଶିର ଲୋକମାନଙ୍କ ସ୍ୱଭାବ ସମସଙ୍କ ଠାରୁ ଭିନ୍ନ ହୋଇଥାଏ । ଏମାନେ ନିଜ ସାଥିଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି । ଏହି ରାଶିର ଯୁବକଙ୍କ ସହ ଯୁବତୀମାନେ କିଛି ସମୟ ବିତାଇଲେ , ତାଙ୍କ ପ୍ରେମରେ ପଡିଯାଆନ୍ତି ।
ମିଥୁନ ରାଶି: ଏହି ରାଶିର ପୁରୁଷ ବେଶ ରୋମା ିକ ହୋଇଥାନ୍ତି । କାହାକୁ କେଉଁଭଳି ବ୍ୟବହାର କରାଯାଏ, ଏହି ରାଶିର ବ୍ୟକ୍ତି ଭଲ ଭାବରେ ଜାଣନ୍ତି । ଏମାନଙ୍କ ବ୍ୟକ୍ତିତ୍ୱ ଦେଖି ଝିଅମାନେ ସ୍ୱତଃପ୍ରବୃ ଭାବେ ଯୁବତୀମାନେ ପ୍ରେମରେ ପଡିଥାନ୍ତି ।
ସିଂହ ରାଶି: ଏହି ରାଶିର ବ୍ୟକ୍ତିମାନେ ସମ୍ପର୍କକୁ ନେଇ ବହୁତ ସଚ୍ଚୋଟ ଓ ସମ୍ବେଦନଶୀଳ ହୋଇଥାନ୍ତି । ଏମାନେ ସମ୍ପର୍କକୁ ନେଇ ବେଶ ଭଲ ହୋଇଥାନ୍ତି ଓ ନିଜ ସାଥିମାନଙ୍କୁ ଖୁବ୍ ଭଲ ପାଇଥାନ୍ତି । ଯୁବତୀମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ।
ମକର ରାଶି: ଏହି ରାଶିର ପୁରୁଷମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି । ଏମାନଙ୍କ କଥା କହିବା ଷ୍ଟାଇଲ ମଧ୍ୟ ନିଆରା ହୋଇଥାଏ । ଏହି ରାଶିର ଯୁବକମାନେ ଅଧିକ ଆକ୍ଟିଭ ଓ ସ୍ମାର୍ଟ ହୋଇଥାନ୍ତି ଏଥିପାଇଁ ମହିଳାମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ।

Powered by Froala Editor

Tags Atraction

Related articles Odisha News Lens 4.1

  • ସ୍ୱାମୀଙ୍କ ଦରମାର ୨୫ ପ୍ରତିଶତ ଟଙ୍କା ଦେବା ବାଧ୍ୟତାମୂଳକ ନିୟମ ନୁହେଁ : ହାଇକୋର୍ଟ
    ଦେଶ-ଦେଶାନ୍ତର

    ସ୍ୱାମୀଙ୍କ ଦରମାର ୨୫ ପ୍ରତିଶତ ଟଙ୍କା ଦେବା ବାଧ୍ୟତାମୂଳକ ନିୟମ ନୁହେଁ : ହାଇକୋର୍ଟ

    14701
    Jul 15, 2026
  • ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ପରିବାରର ଆଉ ଦୁଇ ଜଣଙ୍କୁ ମାରିଦେଲା
    ଦେଶ-ଦେଶାନ୍ତର

    ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ପରିବାରର ଆଉ ଦୁଇ ଜଣଙ୍କୁ ମାରିଦେଲା

    13886
    Jul 15, 2026
  • ରୁଷଠାରୁ ଶସ୍ତାରେ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକା ସଂସଦରେ ଆସିଥିବା ...
    ଦେଶ-ଦେଶାନ୍ତର

    ରୁଷଠାରୁ ଶସ୍ତାରେ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକା ସଂସଦରେ ଆସିଥିବା ...

    15027
    Jul 15, 2026
  • ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ଜାହାଜ
    ଦେଶ-ଦେଶାନ୍ତର

    ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ଜାହାଜ

    14967
    Jul 15, 2026
  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି
    ଦେଶ-ଦେଶାନ୍ତର

    ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି

    14214
    Jul 14, 2026
  • ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ
    ଦେଶ-ଦେଶାନ୍ତର

    ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ

    14393
    Jul 15, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ
    ବିଶେଷ

    ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    13811
    Jul 15, 2026
  • ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ ଭାରତ ସରକାର
    ଦେଶ-ଦେଶାନ୍ତର

    ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ ଭାରତ ସରକାର

    15273
    Jul 15, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ...

    13698
    Jul 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ଜାହାଜ

    14967
    Jul 15, 2026
  • ଦେଶ-ଦେଶାନ୍ତର

    ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି

    14214
    Jul 14, 2026
  • ଦେଶ-ଦେଶାନ୍ତର

    ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ

    14393
    Jul 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16979
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17589
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17642
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18043
    Sep 06, 2023

ବିଶେଷ

  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    13811
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14604
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14889
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15640
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15747
    Jul 06, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

ମହିଳା ଏବଂ କିଶୋରୀମାନଙ୍କୁ ଋତୁସ୍ରାବ ଏବଂ ସ୍ୱଚ୍ଛତା ବିଷୟରେ ନିଜ ପସନ୍ଦ ଅନୁଯାୟୀ ପଦକ୍ଷେପ ନେବାକୁ ସକ୍ଷମ କରିଛି

ଭୁବନେଶ୍ୱର, ୧୪/୦୭/୨୦୨୬ : ସାରା ଭାରତରେ ମହିଳା ଏବଂ କିଶୋରୀମାନଙ୍କ ପାଇଁ ଋତୁସ ...

  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15795
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13744
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14662
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15850
    Jun 30, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    13811
    Jul 15, 2026
  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି

    14214
    Jul 14, 2026
  • ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ ଭାରତ ସରକାର

    15273
    Jul 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In