Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, October 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ...

  • RBI ରେପୋ ରେଟ୍‌କୁ 25 ବେସିସ୍ ପଏଣ୍ଟ ବୃଦ୍ଧି ...

  • ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ...

  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ...

  • ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ...

  • ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ...

  • ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

  • ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ...

  • ସୁପ୍ରିମକୋର୍ଟରେ ନୂତନ ବିଚାରପତି ...

  • କୁନୋରେ ୫ ଚିତା ଛୁଆଙ୍କ ଜନ୍ମ

ବିଶେଷ
Home ›› ବିଶେଷ ››ଭୋଜନ କରିବାର ତରିକା ବିଷୟରେ ଜାଣନ୍ତୁ.....

ଭୋଜନ କରିବାର ତରିକା ବିଷୟରେ ଜାଣନ୍ତୁ.....

2021-10-04 06:23:59
15736
Share:
Facebook
Twitter
E-Mail
WhatsApp
Telegram
ଭୋଜନ କରିବାର ତରିକା ବିଷୟରେ ଜାଣନ୍ତୁ.....


ଘରେ ବୟସ୍କ ବ୍ୟକ୍ତିମାନେ ଆମକୁ ଅନେକ ଭଲ କଥା କହିଥାନ୍ତି , ଯାହାକି ଆମର ଜୀବନରେ ବହୁତ କାମରେ ଆସେ। ଅନେକ ସମୟରେ ସେ ଭୋଜନ ବିଷୟରେ ମଧ୍ୟ କହିଥାନ୍ତି କି , କେମିତି ଭାବରେ ଭୋଜନ କରିବା ଉଚିତ୍‌। ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେଉଁଭଳି ଭାବେ ବୟସ୍କ ବ୍ୟକ୍ତିମାନେ ଭୋଜନ କରିବାକୁ କହିଥାନ୍ତି , ଯଦି ସେହିଭଳି କରାଯାଏ ତ  ଧନ ସହ ଆପଣଙ୍କର ଆୟୁଷ ମଧ୍ୟ ବଢ଼ିଥାଏ । ଆଜି ଆମେ ଆପଣଙ୍କୁ ଭୋଜନ କରିବାର ତରିକା ବିଷୟରେ କହିବୁ , ଯାହାକି ଘରର ବୟସ୍କ ବା ବୃଦ୍ଧ ବ୍ୟକ୍ତିମାନେ କହିଥାନ୍ତି ।

କେବେ ଅନ୍ନର ଅପମାନ କରନ୍ତୁ ନାହିଁ –

ଶାସ୍ତ୍ର ଅନୁଯାୟୀ, କେବେ ବି ଭୋଜନକୁ ଖରାପ କରନ୍ତୁ ନାହିଁ । ଏଥିରେ ଅନ୍ନର ଅପମାନ ହୋଇଥାଏ । ଯଦି ରୁଚିକର ହୋଇନିତ ବା ପସନ୍ଦ ଆସିନିତ ଅନ୍ନକୁ ପ୍ରଣାମ କରି କ୍ଷମା ମାଗିନିଅ । ଶାସ୍ତ୍ରରେ କୁହାଯାଇଛି  ଭୋଜନ କରିବା ସମୟରେ ମଝିରେ ଉଠନ୍ତୁ ନାହିଁ । ଏହା କଲେ ଦେବୀ ଅନ୍ନପୂର୍ଣ୍ଣା ଅସନ୍ତୁଷ୍ଟ ହୁଅନ୍ତି ବୋଲି ମାନ୍ୟତା ଅଛି । ଏହି ଭୋଜନ ଦେହରେ ଲାଗେ ନାହିଁ ।

ଭୋଜନ ପୂର୍ବରୁ ପ୍ରଥମେ ଏହି କାମ କରନ୍ତୁ –

ଭୋଜନ କରିବା ପୂର୍ବରୁ ନିଜର ଗୁରୁ , ଦେବୀ –ଦେବତା ବା ନିଜର ପୂର୍ବପୁରୁଷଙ୍କୁ ଧ୍ୟାନ କରିବା ଉଚିତ୍‌ ଏବଂ ପ୍ରଥମ ମୁଠା ଖାଦ୍ୟ ତାଙ୍କୁ ସମର୍ପିତ କରିବା ଉଚିତ୍‌ । ପୁଣି ଏହି କିଛି ଖାଦ୍ୟକୁ ପଶୁ-ପକ୍ଷୀଙ୍କୁ ଖାଇବାକୁ ଦିଅ। ଯଦି ଆପଣ ଭୂଇଁ ଉପରେ ବସି ଖାଦ୍ୟ ଖାଉଛନ୍ତି ତ ପ୍ଲେଟ୍‌ ସବୁବେଳେ ଚୌକି ବା ଆସନ ଉପରେ ରଖନ୍ତୁ , ପୁଣି ଭୋଜନ କରନ୍ତୁ । କେବେ ଭୂଇଁରେ ପ୍ଲେଟ୍‌ ରଖନ୍ତୁ ନାହିଁ।

ଏପରି କଲେ ଖରାପ ପ୍ରଭାବ ପଡ଼େ –

ଖାଦ୍ୟକୁ କେବେ ଗୋଳାଇଘାଣ୍ଟି ଖାଆନ୍ତୁ ନାହିଁ । ଭୋଜନ ସବୁବେଳେ ଶାନ୍ତିରେ ଓ କୌଣସି ଶବ୍ଦ ନକରି ଖାଇବା ଉଚିତ୍‌। ଶବ୍ଦ କରି ଖାଇଲେ ଏହା ଖରାପ ଗୁଣ ବୋଲି ଧରାଯାଏ । ଏହାସହ ବ୍ୟକ୍ତିର ସ୍ୱାସ୍ଥ୍ୟ ଖରାପ ରହେ । ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।

ଏପରି ଖାଇଲେ ଦେବତାକୁ ଅପମାନ ହୋଇଥାଏ –

ଭୋଜନ କଲାବେଳେ ଖାଦ୍ୟକୁ ସମ୍ମାନ କରିବା ଉଚିତ୍‌ । କେବେ ବି ଶେଯ ଉପରେ ବସି , ହାତରେ ଥାଳି ନେଇ  ,ଶୋଇ ବା ଛିଡ଼ା ହୋଇ ଖାଇବା ଉଚିତ୍‌ ନୁହେଁ । ଏମିତି କଲେ ଅନ୍ନ  ଦେବତାଙ୍କୁ ଅପମାନ ହୋଇଥାଏ । ଭୋଜନ ସର୍ବଦା ବସିକରି ଓ ହାତଗୋଡ଼ ଧୋଇହୋଇ ଖାଇବା ଉଚିତ୍‌ । ଏହିପରି ଭୋଜନ କଲେ ଶୁଭ ମନେକରାଯାଏ ଏବଂ ଦେବତାଙ୍କ ଆର୍ଶିବାଦ ମିଳେ ।

ଏହି ଦିଗକୁ ମୁହଁ କରି ଖାଆନ୍ତୁ –

ବାସ୍ତୁ ଅନୁସାରେ,ପ୍ରତିଦିନ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ୍‌। ଏମିତି କରିବାରେ ଆପଣଙ୍କ ବୟସ ବଢ଼ିବା ସହ ଲକ୍ଷ୍ମୀ ଦେବୀଙ୍କ କୃପା ମଧ୍ୟ ମିଳିଥାଏ । କାରଣ ଉତ୍ତର ଦିଗରେ ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ । 

Powered by Froala Editor

Tags Eating

Related articles Odisha News Lens 4.1

  • ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି

    14878
    Oct 06, 2026
  • ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ
    ଦେଶ-ଦେଶାନ୍ତର

    ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ

    14223
    Oct 06, 2026
  • ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ
    ଦେଶ-ଦେଶାନ୍ତର

    ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ

    13643
    Oct 06, 2026
  • ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କଲେ ମାୟାବତୀ
    ଦେଶ-ଦେଶାନ୍ତର

    ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କଲେ ମାୟାବତୀ

    14343
    Oct 06, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି
    ବାଣିଜ୍ୟ

    ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15029
    Oct 06, 2026
  • କୁନୋରେ ୫ ଚିତା ଛୁଆଙ୍କ ଜନ୍ମ
    ଦେଶ-ଦେଶାନ୍ତର

    କୁନୋରେ ୫ ଚିତା ଛୁଆଙ୍କ ଜନ୍ମ

    15135
    Oct 06, 2026
  • RBI ରେପୋ ରେଟ୍‌କୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି
    ଦେଶ-ଦେଶାନ୍ତର

    RBI ରେପୋ ରେଟ୍‌କୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି

    15037
    Oct 07, 2026
  • ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ମୋଦି କହିଲେ ଏହା
    ଦେଶ-ଦେଶାନ୍ତର

    ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ମୋଦି କହିଲେ ଏହା

    14712
    Oct 07, 2026
  • ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼
    ମନୋରଞ୍ଜନ

    ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

    14800
    Oct 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ

    14223
    Oct 06, 2026
  • ଦେଶ-ଦେଶାନ୍ତର

    ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କଲେ ମାୟାବତୀ

    14343
    Oct 06, 2026
  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି

    14878
    Oct 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17157
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17848
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17808
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18224
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14256
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14483
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15499
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14172
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15909
    Sep 23, 2026

ବାଣିଜ୍ୟ

ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

ଶିଳ୍ପ-ପ୍ରାସଙ୍ଗିକ ଦକ୍ଷତା ଏବଂ ଅର୍ଥପୂର୍ଣ୍ଣ ସୁଯୋଗ ଓଡ଼ିଶା ଏବଂ ଛତିଶଗଡ଼ରେ ଯୁବକମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବାରେ ସାହାଯ୍ୟ କରୁଛି

ଭୁବନେଶ୍ୱର, ଅକ୍ଟୋବର ୬: ଗ୍ରାମାଞ୍ଚଳର ଯୁବକମାନ ...

  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14010
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15390
    Oct 01, 2026
  • ଭାରତରେ ‘Apple Pay’ ପ୍ରବେଶ

    15055
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14404
    Sep 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କୁନୋରେ ୫ ଚିତା ଛୁଆଙ୍କ ଜନ୍ମ

    15135
    Oct 06, 2026
  • ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି

    14878
    Oct 06, 2026
  • ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ

    13643
    Oct 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In