୨୧ରୁ ଖୋଲିବ ସିଟି ସ୍କୁଲ
ଭୁବନେଶ୍ୱର: ସମସ୍ତ ସିଟି ସ୍କୁଲ ଆସନ୍ତା ୨୧ ତାରିଖରୁ ପିଲାଙ୍କ ପାଇଁ ଖୋଲିବ । ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ବସି ପଢ଼ିବେ । କରୋନା କଟକଣା ଅନୁଯାୟୀ ପିଲାଙ୍କ ଶ୍ରେଣୀ ଗୃହ ଶିକ୍ଷାଦାନ ହେବ । ଏନେଇ ଏସ୍ସିଇଆର୍ଟି ପକ୍ଷରୁ ବିଭିନ୍ନ ସିଟି ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ଅନୁରୂପ ଭାବେ ପିଲାଙ୍କ ପାଇଁ ହଷ୍ଟେଲଗୁଡ଼ିକୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor