Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, May 25, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ସର୍ବଦା ବଜାରରୁ କିଣି ଆଣି ଘରେ ଲଗାନ୍ତୁ ...

ଅପରାଧ
Home ›› ଅପରାଧ ››ଡାହାଣୀ ସନ୍ଦେହ: ବୃଦ୍ଧାଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲା ନାବାଳକ

ଡାହାଣୀ ସନ୍ଦେହ: ବୃଦ୍ଧାଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲା ନାବାଳକ

2021-09-02 19:48:32
19532
Share:
Facebook
Twitter
E-Mail
WhatsApp
Telegram
ଡାହାଣୀ ସନ୍ଦେହ: ବୃଦ୍ଧାଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲା ନାବାଳକ

ଡାହାଣୀ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଲୁହା ରଡ୍‌ରେ ପିଟି ପିଟି  ହତ୍ୟା କରିଛି ନାବାଳକ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ପଦା କସଡା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଜାନକୀ ମୁଣ୍ଡା (୬୦) ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । 

ସୂଚନାନୁସାରେ,  ଗତ ୩/୪ ଦିନ ତଳେ ଅଭିଯୁକ୍ତ ନାବାଳକ  ଓ କିଛି ଯୁବକ ମୃତ ଜାନକୀଙ୍କୁ ଗାଁ ପାଖରେ ଝୁଲୁ ଥିବାର ଦେଖିଥିଲେ । ତେବେ ଝୁଲୁଥିବାର  ଦେଖି ଜାନକୀ ଡାହାଣୀ ହୋଇଥିବା ସନ୍ଦେହ କରିଥିଲେ । ଗତ ରବିବାର ନାବାଳକ ଜାନକୀକୁ ଘରେ ଏକୁଟିଆ ପାଇ ଘର ବାହାରୁ କବାଟ ବନ୍ଦ କରିଦେଇ ଏକ ଲୁହା ରଡ୍‌ରେ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲା । ଗତ ରବିବାର ଠାରୁ ଜାନକୀ ଗୁରୁତର ହୋଇ ଘର ଭିତରେ ପଡି ରହିଥିଲେ । ଫଳରେ ଗତ କାଲି ତାଙ୍କର ମୃତ୍ୟୁ ଘଟିଥିଲା । ଗତ କାଲି ସନ୍ଧ୍ୟାରେ ଗ୍ରାମବାସୀ କାଞ୍ଜିପାଣି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପଂହଁଚି ମୃତଦେହ କୁ ଜବତ କରି ନାବାଳକକୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ହତ୍ୟାରେ ବ୍ୟବହୃତ ଲୁହା ରଡ୍‌କୁ ପୋଲିସ ଜବତ କରିଛି । 

Powered by Froala Editor

Tags murder

Related articles Odisha News Lens 4.1

  • ଗିନିଜ ବିଶ୍ଵ ରେକର୍ଡରେ ସ୍ଥାନ ପାଇଲା ଏଲଆଇସି
    ଦେଶ-ଦେଶାନ୍ତର

    ଗିନିଜ ବିଶ୍ଵ ରେକର୍ଡରେ ସ୍ଥାନ ପାଇଲା ଏଲଆଇସି

    13992
    May 24, 2025
  • ମା ! ମୁଁ ଚିପ୍ସ ଚୋରି କରିନି... ଲେଖି କୀଟନାଶକ ପିଇଦେଲା ଛାତ୍ର
    ଦେଶ-ଦେଶାନ୍ତର

    ମା ! ମୁଁ ଚିପ୍ସ ଚୋରି କରିନି... ଲେଖି କୀଟନାଶକ ପିଇଦେଲା ଛାତ୍ର

    14516
    May 24, 2025
  • ଦେଶବ୍ୟାପୀ ବୃଦ୍ଧି ପାଇବାରେ ଲାଗିଛି କରୋନା
    ଦେଶ-ଦେଶାନ୍ତର

    ଦେଶବ୍ୟାପୀ ବୃଦ୍ଧି ପାଇବାରେ ଲାଗିଛି କରୋନା

    14006
    May 24, 2025
  • ସର୍ବଦା ବଜାରରୁ କିଣି ଆଣି ଘରେ ଲଗାନ୍ତୁ ମନିପ୍ଲାଣ୍ଟ
    ବିଶେଷ

    ସର୍ବଦା ବଜାରରୁ କିଣି ଆଣି ଘରେ ଲଗାନ୍ତୁ ମନିପ୍ଲାଣ୍ଟ

    14128
    May 25, 2025
  • କୋଚି ଉପକୂଳରେ ବୁଡ଼ିଗଲା ପଣ୍ୟବାହୀ ଜାହଜ, ୯ ଉଦ୍ଧାର
    ଦେଶ-ଦେଶାନ୍ତର

    କୋଚି ଉପକୂଳରେ ବୁଡ଼ିଗଲା ପଣ୍ୟବାହୀ ଜାହଜ, ୯ ଉଦ୍ଧାର

    14946
    May 24, 2025
  • ହୃଦଘାତ ପୂର୍ବରୁ ମିଳିଥାଏ ଏହି ସଂକେତ
    ବିଶେଷ

    ହୃଦଘାତ ପୂର୍ବରୁ ମିଳିଥାଏ ଏହି ସଂକେତ

    13902
    May 25, 2025
  • ଜେଲ୍‌ରୁ ବାହାରି ରାସ୍ତାରେ ସେଲିବ୍ରେସନ, ପୁଣି ଧରିଲା ପୁଲିସ
    ଦେଶ-ଦେଶାନ୍ତର

    ଜେଲ୍‌ରୁ ବାହାରି ରାସ୍ତାରେ ସେଲିବ୍ରେସନ, ପୁଣି ଧରିଲା ପୁଲିସ

    14784
    May 24, 2025
  • ସୁପ୍ରିମକୋର୍ଟଙ୍କ ଗୁରତ୍ଵପୂର୍ଣ୍ଣ ରାୟ, ୩ୟ ସନ୍ତାନ ପାଇଁ ବି ମହିଳା ନେଇପାରିବେ ଛୁଟି
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରତ୍ଵପୂର୍ଣ୍ଣ ରାୟ, ୩ୟ ସନ୍ତାନ ପାଇଁ ବି ମହିଳା ନେଇପାରିବେ ଛୁଟି

    15428
    May 24, 2025
  • ୮.୨୫% ଇପିଏଫ ସୁଧହାରକୁ ଅନୁମୋଦନ
    ଦେଶ-ଦେଶାନ୍ତର

    ୮.୨୫% ଇପିଏଫ ସୁଧହାରକୁ ଅନୁମୋଦନ

    14273
    May 24, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୮.୨୫% ଇପିଏଫ ସୁଧହାରକୁ ଅନୁମୋଦନ

    14273
    May 24, 2025
  • ଦେଶ-ଦେଶାନ୍ତର

    ଗିନିଜ ବିଶ୍ଵ ରେକର୍ଡରେ ସ୍ଥାନ ପାଇଲା ଏଲଆଇସି

    13992
    May 24, 2025
  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରତ୍ଵପୂର୍ଣ୍ଣ ରାୟ, ୩ୟ ସନ୍ତାନ ପାଇଁ ବି ମହିଳା ନେଇପାରିବେ ଛୁଟି

    15428
    May 24, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16618
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16910
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15453
    Apr 03, 2021

ବିଶେଷ

  • ସର୍ବଦା ବଜାରରୁ କିଣି ଆଣି ଘରେ ଲଗାନ୍ତୁ ମନିପ୍ଲାଣ୍ଟ

    14128
    May 25, 2025
  • ହୃଦଘାତ ପୂର୍ବରୁ ମିଳିଥାଏ ଏହି ସଂକେତ

    13902
    May 25, 2025
  • ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ କଲରା

    14125
    May 23, 2025
  • ଜୁଆଣି ପାଣି ପିଇଲେ କ"ଣ ଲାଭ ମିଳିଥାଏ ଜାଣନ୍ତୁ......

    15397
    May 23, 2025
  • ପତଳା ହେବାର ଉପାୟ ଜାଣନ୍ତୁ....

    15174
    May 22, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16281
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13995
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14793
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15317
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୮.୨୫% ଇପିଏଫ ସୁଧହାରକୁ ଅନୁମୋଦନ

    14273
    May 24, 2025
  • ସୁପ୍ରିମକୋର୍ଟଙ୍କ ଗୁରତ୍ଵପୂର୍ଣ୍ଣ ରାୟ, ୩ୟ ସନ୍ତାନ ପାଇଁ ବି ମହିଳା ନେଇପାରିବେ ଛୁଟି

    15428
    May 24, 2025
  • ଜେଲ୍‌ରୁ ବାହାରି ରାସ୍ତାରେ ସେଲିବ୍ରେସନ, ପୁଣି ଧରିଲା ପୁଲିସ

    14784
    May 24, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In