Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 26, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମନଇଚ୍ଛା ଖବର ପ୍ରସାରଣ କରୁଛନ୍ତି ୱେବ୍ ପୋର୍ଟାଲ ଓ ୟୁଟ୍ୟୁବ୍ ଚ୍ୟାନେଲ: ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

ମନଇଚ୍ଛା ଖବର ପ୍ରସାରଣ କରୁଛନ୍ତି ୱେବ୍ ପୋର୍ଟାଲ ଓ ୟୁଟ୍ୟୁବ୍ ଚ୍ୟାନେଲ: ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

2021-09-02 19:18:44
15671
Share:
Facebook
Twitter
E-Mail
WhatsApp
Telegram
ମନଇଚ୍ଛା ଖବର ପ୍ରସାରଣ କରୁଛନ୍ତି ୱେବ୍ ପୋର୍ଟାଲ ଓ ୟୁଟ୍ୟୁବ୍ ଚ୍ୟାନେଲ: ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

ଫେକ୍ ନ୍ୟୁଜ୍ ପରିବେଷଣ କରିବା ସହ ସମ୍ମାନହାନୀ କରିଚାଲୁଥିବା ‘ୱେବ୍‌ ପୋର୍ଟାଲ୍‌’ ଏବଂ ‘ୟୁଟ୍ୟୁବ୍‌ ଚାନେଲ୍‌’ ଗୁଡ଼ିକର କାର୍ଯ୍ୟକଳାପ ଉପରେ ସୁପ୍ରିମ୍‌ କୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି(ସିଜେଆଇ) ଏନଭି ରମନ୍ କଡା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଓ୍ବେବ ପୋର୍ଟାଲ ଉପରେ କାହାର ନିୟନ୍ତ୍ରଣ ନାହିଁ। କିଛି ବି ମନ ଇଛା ଖବର ଦେଖାଉଛନ୍ତି। ଏଭଳି ରିପୋର୍ଟ ଦେଶର ଛବି ଖରାପ କରିପାରେ।

ଭାରତର ପ୍ରଧାନ ବିଚାରପତି ରମନା, ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାପତି ଏ. ଏସ୍‌. ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି, ମିଥ୍ୟା ଖବର ପ୍ରସାରଣ ଏବଂ ୱେବ୍‌ ପୋର୍ଟାଲ୍‌ ଓ ୟୁଟ୍ୟୁବ୍‌ ଚାନେଲ୍‌ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ୟୁଟ୍ୟୁବ୍‌ ଚାନେଲ୍‌ ଖୋଲିଲେ ଜାଣିପାରିବେ ମିଥ୍ୟା ଖବର କେମିତି ଅବାଧରେ ପ୍ରସାରିତ ହୋଇଚାଲୁଛି। ସେହିପରି, ଯେ କେହି ମଧ୍ୟ ‘ୟୁଟ୍ୟୁବ୍‌’ରେ ଚାନେଲ୍‌ ଚଳାଇ ପାରୁଛି।

ସିଜେଆଇର ପ୍ରଶ୍ନର ଉତ୍ତରରେ ଆଡିସନାଲ ସିଲିସିଟର ଜେନେରାଲ (ଏଏସଜି) ତୁ‌ଷାର ମେହେଟ୍ଟା କହିଛନ୍ତି, ୱେବ୍ ପୋର୍ଟାଲ୍ ପାଇଁ ସରକାର ନିୟମ ତିଆରି କରିଛନ୍ତି। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇଛି ଓ ମାମଲାର ଶୁଣାଣି ଜାରି ରହିଛି। ଶୁଣାଣି ବେଳେ ଏଏସଜି କହିଛନ୍ତି, ଦୟାକରି ମୋତେ ୨ ସପ୍ତାହର ସମୟ ଦିଅନ୍ତୁ। ଆମକୁ ଏକ ଦସ୍ତାବିଜ ଦାଖଲ କରିବାର ଆବଶ୍ୟକତା ରହିଛି। ଏହା ଉପରେ ସିଜେଆଇ କହିଥିଲେ,  ଆପଣ ପୂର୍ବରୁ ହିଁ ୪ ଥର ଦସ୍ତାବିଜ ଦାଖଲ କରିବାକୁ ସମୟ ନେଇ ସାରିଛନ୍ତି। ଏହାର ଉତ୍ତରରେ ଏଏସଜି  କହିଛନ୍ତି, କିନ୍ତୁ ଗୋଟିଏ ମାମଲାରେ ଦସ୍ତାବିଜ ଦାଖଲ କରିବାର ଆବଶ୍ୟକତା ରହିଛି।

ଏହା ବ୍ୟତିରେକେ, ‘କେବଲ୍‌ ରୁଲ୍‌ସ୍‌ ଆମେଣ୍ଡମେଣ୍ଟ୍‌’ ବିରୋଧରେ ‘ଏନ୍‌ବିଏସ୍‌ଏ’ ଫାଇଲ୍‌ କରିଥିବା ପିଟିସନ୍‌ର ମଧ୍ୟ ସୁପ୍ରିମ୍‌ କୋର୍ଟ ଶୁଣାଣି କରିବେ। ୬ ସପ୍ତାହ ପରେ ତାହାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Powered by Froala Editor

Tags supreme court

Related articles Odisha News Lens 4.1

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ...
    ସଂସ୍କୃତି

    ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ...

    15490
    Jun 25, 2025
  • ଯିବା ପୂର୍ବରୁ ଶୁଭାଂଶୁ ଦେଲେ ଇମୋସନାଲ ବାର୍ତ୍ତା, ଶୁଭ ମନାସିଲେ ପରିବାର
    ଦେଶ-ଦେଶାନ୍ତର

    ଯିବା ପୂର୍ବରୁ ଶୁଭାଂଶୁ ଦେଲେ ଇମୋସନାଲ ବାର୍ତ୍ତା, ଶୁଭ ମନାସିଲେ ପରିବାର

    14457
    Jun 25, 2025
  • ଇସ୍ରାଏଲ ଓ ଇରାନ ସମାନ ରୂପରେ ଯୁଦ୍ଧ ରୋକିବାକୁ ଚାହୁଁଥିଲେ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇସ୍ରାଏଲ ଓ ଇରାନ ସମାନ ରୂପରେ ଯୁଦ୍ଧ ରୋକିବାକୁ ଚାହୁଁଥିଲେ: ଟ୍ରମ୍ପ

    14796
    Jun 25, 2025
  •  ପ୍ରେମରେ ପ୍ରତାରିତ ହୋଇ ୨୧ ଥର ଗୁଜରାଟ ସରକାରଙ୍କୁ ବୋମା ଧମକ, ଯୁବତୀ ଗିରଫ
    ଦେଶ-ଦେଶାନ୍ତର

    ପ୍ରେମରେ ପ୍ରତାରିତ ହୋଇ ୨୧ ଥର ଗୁଜରାଟ ସରକାରଙ୍କୁ ବୋମା ଧମକ, ଯୁବତୀ ଗିରଫ

    14558
    Jun 25, 2025
  • ମାନସିକତାକୁ ସକାରାତ୍ମକ ରଖେ ଯୋଗ
    ବିଶେଷ

    ମାନସିକତାକୁ ସକାରାତ୍ମକ ରଖେ ଯୋଗ

    14615
    Jun 25, 2025
  • ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ରାଜକୁମାର ରାଓ ନର୍ଭସ
    ମନୋରଞ୍ଜନ

    ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ରାଜକୁମାର ରାଓ ନର୍ଭସ

    14288
    Jun 25, 2025
  • ବାୟୁସେନାର ଲଢୁଆ ପାଇଲଟ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶକୁ ଯାତ୍ରା
    ଦେଶ-ଦେଶାନ୍ତର

    ବାୟୁସେନାର ଲଢୁଆ ପାଇଲଟ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶକୁ ଯାତ୍ରା

    14256
    Jun 25, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ ...
    ବାଣିଜ୍ୟ

    ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ ...

    15068
    Jun 25, 2025
  • ୨୦୨୬ରୁ ବର୍ଷକୁ ଦୁଇଥର ସିବିଏସଇ ଦଶମ ଶ୍ରେଣୀ ବୋର୍ଡ
    ଦେଶ-ଦେଶାନ୍ତର

    ୨୦୨୬ରୁ ବର୍ଷକୁ ଦୁଇଥର ସିବିଏସଇ ଦଶମ ଶ୍ରେଣୀ ବୋର୍ଡ

    14646
    Jun 25, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରେମରେ ପ୍ରତାରିତ ହୋଇ ୨୧ ଥର ଗୁଜରାଟ ସରକାରଙ୍କୁ ବୋମା ଧମକ, ଯୁବତୀ ଗିରଫ

    14558
    Jun 25, 2025
  • ମନୋରଞ୍ଜନ

    ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ରାଜକୁମାର ରାଓ ନର୍ଭସ

    14288
    Jun 25, 2025
  • ବାଣିଜ୍ୟ

    ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15068
    Jun 25, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16590
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16708
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17019
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15510
    Apr 03, 2021

ବିଶେଷ

  • ମାନସିକତାକୁ ସକାରାତ୍ମକ ରଖେ ଯୋଗ

    14615
    Jun 25, 2025
  • ବଦଳାନ୍ତୁ ଆଙ୍ଗୁଠି ଫୁଟାଇବା ଅଭ୍ୟାସ, ନହେଲେ ଭୋଗିବେ ସାଙ୍ଘାତିକ ସମସ୍ୟା

    15158
    Jun 25, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    15297
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    14315
    Jun 24, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15949
    Jun 23, 2025

ବାଣିଜ୍ୟ

ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

ଭୁବନେଶ୍ୱର - ୬୦ ବର୍ଷରୁ ଅଧିକ ଇତିହାସ ଥିବା ଭାରତର ଅନ୍ୟତମ ସର୍ବାଧିକ ଖ୍ୟାତିସମ୍ପନ୍ନ ହେୟାର କଲର (କେଶ ରଙ୍ଗ) ବ୍ରାଣ୍ଡ୍‌ ଭାସମଲ୍‌ ପ୍ରାକୃତିକ ହେନାର ଚିରନ୍ତନ ପରମ୍ପରାରେ ମୂଳ ରଖୁଥିବା ତାହାର ଆଧୁ ...

  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15531
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15001
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14822
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14824
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାୟୁସେନାର ଲଢୁଆ ପାଇଲଟ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶକୁ ଯାତ୍ରା

    14256
    Jun 25, 2025
  • କ୍ରିକେଟ୍ ଟିମ୍ କିଣିଲେ ସଲମାନ୍‌

    13408
    Jun 25, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15068
    Jun 25, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In