Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା

  • ପୁଣି ଏକ ଆତ୍ମହତ୍ୟା ମାମଲା, ଜୀବନ ...

  • ପେପର ବ୍ୟାଗ୍ ମାମଲା: ୬ ଟଙ୍କା ପାଇଁ ୧୦ ...

  • ମୁଣ୍ଡନ ସଂସ୍କାର ସାରି ଫେରିବା ବେଳେ ...

  • ଇଣ୍ଡୋପାସିଫିକ୍ କମାଣ୍ଡ ନାଁରୁ ‘ଇଣ୍ଡୋ’ ...

  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ...

  • ମୋଦୀଙ୍କ କାନ୍ଧ ଥାପୁଡ଼େଇଲେ ଟ୍ରମ୍ପ

  • କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହେବ ଅଦଳବଦଳ!

  • ଫ୍ରାନ୍ସରେ ଜି-୭ ଶିଖର ସମ୍ମିଳନୀ ଆରମ୍ଭ

Home ›› ››ଟ୍ରେନିଂ ବେଳେ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ

ଟ୍ରେନିଂ ବେଳେ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ

2021-08-25 20:34:42
14594
Share:
Facebook
Twitter
E-Mail
WhatsApp
Telegram
ଟ୍ରେନିଂ ବେଳେ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ

ରାଜସ୍ଥାନର ବାରମେରଠାରେ ଭାରତୀୟ ବାୟୁସେନାର ମିଗ୍-୨୧ ବିସନ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ବିମାନରେ ଥିବା ପାଇଲଟ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ନେଇ ଖବର ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଦୁର୍ଘଟଣାର କାରଣ ଯାନ୍ତ୍ରିକ ତ୍ରୁଟି ବୋଲି ବାୟୁସେନା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି। ଏଥିସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ବାୟୁସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବିମାନଟିକୁ ତାଲିମ ଉଦ୍ଦେଶ୍ୟରେ ଉଡ଼ାଯାଉଥିଲା । ବିମାନଟି ବାଡମେରର ଉତ୍ତରରେ ଥିବା ଏୟାରବେସକୁ ଉଡ଼ାଣ ଭରିଥିଲା। ହେଲେ ଅପରାହ୍ଣ ସାଢେ ୫ଟା ବେଳେ ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ପାଇଲଟ ଚତୁରତା ଦେଖାଇ ଜନବସତି ଅଞ୍ଚଳରୁ ଅନ୍ୟ ଆଡକୁ ନେଇ ଯାଇଥିଲେ। ଏହା ପରେ ନିଜେ ପାଇଲଟ ସୁରକ୍ଷିତ ଭାବରେ ଅବତରଣ କରିଥିଲେ।

ସ୍ଥାନୀୟ ଲୋକେ କହିଛନ୍ତି ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଆକାଶରେ ବଜ୍ରପାତ ଭଳି ଶବ୍ଦ ଶୁଣା ଯାଇଥିଲା। ଏହା ପରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ତେବେ ବିମାନଟି ଭୁଟାରିଆ ଗାଁର ଯେଉଁ ସ୍ଥାନରେ ଦୁର୍ଘଟଣାର ଶିକାର ହୋଇଛି ସେହି ସ୍ଥାନରେ କିଛି ହାଟ ଏବଂ କୁଡିଆ ଘର ଥିଲା। ବିମାନଟି ଦୁର୍ଘଟଣାର ଶିକାର ହେବା ବେଳେ ନିଆଁ ଲାଗିଯାଇଥିଲା। ତେବେ କୌଣସି ସ୍ଥାନୀୟ ଲୋକଙ୍କର ପ୍ରାଣହାନୀ ହୋଇନଥିବା ଜଣାପଡ଼ିଛି।  

Powered by Froala Editor

Tags mig-21

Related articles Odisha News Lens 4.1

  • ଇଣ୍ଡୋପାସିଫିକ୍ କମାଣ୍ଡ ନାଁରୁ ‘ଇଣ୍ଡୋ’ ହଟାଇଲା ଆମେରିକା
    ଦେଶ-ଦେଶାନ୍ତର

    ଇଣ୍ଡୋପାସିଫିକ୍ କମାଣ୍ଡ ନାଁରୁ ‘ଇଣ୍ଡୋ’ ହଟାଇଲା ଆମେରିକା

    14111
    Jun 18, 2026
  • ଫ୍ରାନ୍ସରେ ଜି-୭ ଶିଖର ସମ୍ମିଳନୀ ଆରମ୍ଭ
    ଦେଶ-ଦେଶାନ୍ତର

    ଫ୍ରାନ୍ସରେ ଜି-୭ ଶିଖର ସମ୍ମିଳନୀ ଆରମ୍ଭ

    14687
    Jun 17, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ...
    ବାଣିଜ୍ୟ

    ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ...

    15485
    Jun 17, 2026
  • କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହେବ ଅଦଳବଦଳ!
    ଦେଶ-ଦେଶାନ୍ତର

    କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହେବ ଅଦଳବଦଳ!

    14154
    Jun 17, 2026
  • ମୁଣ୍ଡନ ସଂସ୍କାର ସାରି ଫେରିବା ବେଳେ ଦୁର୍ଘଟଣାରେ ସାତ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ମୁଣ୍ଡନ ସଂସ୍କାର ସାରି ଫେରିବା ବେଳେ ଦୁର୍ଘଟଣାରେ ସାତ ଜଣଙ୍କ ମୃତ୍ୟୁ

    14708
    Jun 18, 2026
  • ପେପର ବ୍ୟାଗ୍ ମାମଲା: ୬ ଟଙ୍କା ପାଇଁ ୧୦ ହଜାର ଫାଇନ୍
    ଦେଶ-ଦେଶାନ୍ତର

    ପେପର ବ୍ୟାଗ୍ ମାମଲା: ୬ ଟଙ୍କା ପାଇଁ ୧୦ ହଜାର ଫାଇନ୍

    14421
    Jun 18, 2026
  • ପୁଣି ଏକ ଆତ୍ମହତ୍ୟା ମାମଲା, ଜୀବନ ହାରିଦେଲେ ୧୯ ବର୍ଷୀୟା ନିଟ୍ ଆଶାୟୀ
    ଦେଶ-ଦେଶାନ୍ତର

    ପୁଣି ଏକ ଆତ୍ମହତ୍ୟା ମାମଲା, ଜୀବନ ହାରିଦେଲେ ୧୯ ବର୍ଷୀୟା ନିଟ୍ ଆଶାୟୀ

    13326
    Jun 18, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ
    ବିଶେଷ

    ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15474
    Jun 18, 2026
  • ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା
    ମନୋରଞ୍ଜନ

    ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା

    14423
    Jun 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପେପର ବ୍ୟାଗ୍ ମାମଲା: ୬ ଟଙ୍କା ପାଇଁ ୧୦ ହଜାର ଫାଇନ୍

    14421
    Jun 18, 2026
  • ମନୋରଞ୍ଜନ

    ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା

    14423
    Jun 18, 2026
  • ଦେଶ-ଦେଶାନ୍ତର

    ମୁଣ୍ଡନ ସଂସ୍କାର ସାରି ଫେରିବା ବେଳେ ଦୁର୍ଘଟଣାରେ ସାତ ଜଣଙ୍କ ମୃତ୍ୟୁ

    14708
    Jun 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16932
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17549
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17599
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17994
    Sep 06, 2023

ବିଶେଷ

  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15474
    Jun 18, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14883
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14392
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15078
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13677
    Jun 10, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13687
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14859
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15474
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15223
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇଣ୍ଡୋପାସିଫିକ୍ କମାଣ୍ଡ ନାଁରୁ ‘ଇଣ୍ଡୋ’ ହଟାଇଲା ଆମେରିକା

    14111
    Jun 18, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15474
    Jun 18, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15485
    Jun 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In