ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା
ଭୁବନେଶ୍ୱର : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀର ସ୍ନେହ ବନ୍ଧନକୁ ଦୃଢ କରିଥାଏ ରାକ୍ଷୀ । ତେବେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ରକ୍ଷାବନ୍ଧନ ପାଳନ ହେବ ।
ସପ୍ତାହାନ୍ତ ସଟ୍ଡାଉନ ବଳବତ୍ତର ରହିଥିବା ବେଳେ ଭଉଣୀମାନେ ରାକ୍ଷୀଷ୍ଟଲରୁ ରାକ୍ଷୀ ସଂଗ୍ରହ କରି ନେଇଛନ୍ତି । ଭଉଣୀମାନେ ପ୍ରତ୍ୟୁଷରୁ ସ୍ନାନ ସାରି ଦୀପ ଜଳାଇ ଚନ୍ଦନ ସିନ୍ଦୁର, ଅରୁଆ ଚାଉଳ ଓ ରାକ୍ଷୀ ସହ ପୂଜା ଥାଳି ପ୍ରସ୍ତୁତ କରି ଭାଈକୁ ରାକ୍ଷୀ ବାନ୍ଧିଥାନ୍ତି ।
Powered by Froala Editor