Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ...

  • ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ...

  • ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା

  • ପୁଣି ଏକ ଆତ୍ମହତ୍ୟା ମାମଲା, ଜୀବନ ...

  • ପେପର ବ୍ୟାଗ୍ ମାମଲା: ୬ ଟଙ୍କା ପାଇଁ ୧୦ ...

  • ମୁଣ୍ଡନ ସଂସ୍କାର ସାରି ଫେରିବା ବେଳେ ...

  • ଇଣ୍ଡୋପାସିଫିକ୍ କମାଣ୍ଡ ନାଁରୁ ‘ଇଣ୍ଡୋ’ ...

  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ...

  • ମୋଦୀଙ୍କ କାନ୍ଧ ଥାପୁଡ଼େଇଲେ ଟ୍ରମ୍ପ

Home ›› ››୧୦ ଦିନ ଭିତରେ ପେଗାସସ ନେଇ ଜବାବ ରଖିବ କେନ୍ଦ୍ର

୧୦ ଦିନ ଭିତରେ ପେଗାସସ ନେଇ ଜବାବ ରଖିବ କେନ୍ଦ୍ର

2021-08-18 10:38:43
13789
Share:
Facebook
Twitter
E-Mail
WhatsApp
Telegram
୧୦ ଦିନ ଭିତରେ ପେଗାସସ ନେଇ ଜବାବ ରଖିବ କେନ୍ଦ୍ର

ନୂଆଦିଲ୍ଲୀ: ମଙ୍ଗଳବାର ସୁପି୍ରମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ପେଗାସସ ଗୁପ୍ତଚରଗିରି ପ୍ରସଙ୍ଗରେ ନିରପେକ୍ଷ ତଦନ୍ତ ଦାବିରେ ବିଭିନ୍ନ ଆବେଦନ ଉପରେ ୧୦ ଦିନ ମଧ୍ୟରେ ଉତ୍ତର ଦେବାକୁ କହିଛନ୍ତି । ସୁପି୍ରମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ ସରକାର ଏପରି କିଛି କଥା ପ୍ରକାଶ କରନ୍ତୁ ବୋଲି କୋର୍ଟ ଚାହାନ୍ତି ନାହିଁ । ଯାହା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ । ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ୧୦ ଦିନ ପରେ କୋର୍ଟ ଏହି ମାମଲାର ଶୁଣାଣି କରିବେ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପି୍ରମକୋର୍ଟଙ୍କୁ କହିଛନ୍ତି ଯେ ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ପେଗାସସ କିମ୍ବା ଅନ୍ୟ କୌଣସି ସଫ୍ଟୱେର ବ୍ୟବହୃତ ହୋଇଛି କି ନାହିଁ କେନ୍ଦ୍ର ସରକାର ସର୍ବସାଧାରଣରେ ତାହା ପ୍ରକାଶ କରିପାରିବେ ନାହିଁ । ତେବେ ବିଶେଷଜ୍ଞ କମିଟି ଆଗରେ ସବିଶେଷ ତଥ୍ୟ ପ୍ରକାଶ କରିବାକୁ କେନ୍ଦ୍ର ପ୍ରସ୍ତୁତ ବୋଲି ମେହେଟ୍ଟା କହିଛନ୍ତି ।

 

Powered by Froala Editor

Tags pegasus

Related articles Odisha News Lens 4.1

  • ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେପର୍ଯ୍ୟନ୍ତ ତାଙ୍କର ହ୍ୱାଇଟ୍ ହାଉସରେ ସର୍ବଦା ...
    ଦେଶ-ଦେଶାନ୍ତର

    ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେପର୍ଯ୍ୟନ୍ତ ତାଙ୍କର ହ୍ୱାଇଟ୍ ହାଉସରେ ସର୍ବଦା ...

    14118
    Jun 18, 2026
  • ମୋଦୀଙ୍କ କାନ୍ଧ ଥାପୁଡ଼େଇଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ମୋଦୀଙ୍କ କାନ୍ଧ ଥାପୁଡ଼େଇଲେ ଟ୍ରମ୍ପ

    13813
    Jun 17, 2026
  • ପୁଣି ଏକ ଆତ୍ମହତ୍ୟା ମାମଲା, ଜୀବନ ହାରିଦେଲେ ୧୯ ବର୍ଷୀୟା ନିଟ୍ ଆଶାୟୀ
    ଦେଶ-ଦେଶାନ୍ତର

    ପୁଣି ଏକ ଆତ୍ମହତ୍ୟା ମାମଲା, ଜୀବନ ହାରିଦେଲେ ୧୯ ବର୍ଷୀୟା ନିଟ୍ ଆଶାୟୀ

    13365
    Jun 18, 2026
  • ଇଣ୍ଡୋପାସିଫିକ୍ କମାଣ୍ଡ ନାଁରୁ ‘ଇଣ୍ଡୋ’ ହଟାଇଲା ଆମେରିକା
    ଦେଶ-ଦେଶାନ୍ତର

    ଇଣ୍ଡୋପାସିଫିକ୍ କମାଣ୍ଡ ନାଁରୁ ‘ଇଣ୍ଡୋ’ ହଟାଇଲା ଆମେରିକା

    14151
    Jun 18, 2026
  • ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ
    ଦେଶ-ଦେଶାନ୍ତର

    ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ

    15156
    Jun 18, 2026
  • ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା
    ମନୋରଞ୍ଜନ

    ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା

    14462
    Jun 18, 2026
  • ମୁଣ୍ଡନ ସଂସ୍କାର ସାରି ଫେରିବା ବେଳେ ଦୁର୍ଘଟଣାରେ ସାତ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ମୁଣ୍ଡନ ସଂସ୍କାର ସାରି ଫେରିବା ବେଳେ ଦୁର୍ଘଟଣାରେ ସାତ ଜଣଙ୍କ ମୃତ୍ୟୁ

    14748
    Jun 18, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ...
    ବାଣିଜ୍ୟ

    ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ...

    15519
    Jun 17, 2026
  • ପେପର ବ୍ୟାଗ୍ ମାମଲା: ୬ ଟଙ୍କା ପାଇଁ ୧୦ ହଜାର ଫାଇନ୍
    ଦେଶ-ଦେଶାନ୍ତର

    ପେପର ବ୍ୟାଗ୍ ମାମଲା: ୬ ଟଙ୍କା ପାଇଁ ୧୦ ହଜାର ଫାଇନ୍

    14460
    Jun 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେପର୍ଯ୍ୟନ୍ତ ତାଙ୍କର ହ୍ୱାଇଟ୍ ହାଉସରେ ସର୍ବଦା ଜଣେ ଭଲ ବନ୍ଧୁ ରହିବ: ଟ୍ରମ୍ପ

    14118
    Jun 18, 2026
  • ଦେଶ-ଦେଶାନ୍ତର

    ଇଣ୍ଡୋପାସିଫିକ୍ କମାଣ୍ଡ ନାଁରୁ ‘ଇଣ୍ଡୋ’ ହଟାଇଲା ଆମେରିକା

    14151
    Jun 18, 2026
  • ଦେଶ-ଦେଶାନ୍ତର

    ମୋଦୀଙ୍କ କାନ୍ଧ ଥାପୁଡ଼େଇଲେ ଟ୍ରମ୍ପ

    13813
    Jun 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16932
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17549
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17600
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17994
    Sep 06, 2023

ବିଶେଷ

  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15515
    Jun 18, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14887
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14397
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15082
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13681
    Jun 10, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13719
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14860
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15474
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15223
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମୋଦୀଙ୍କ କାନ୍ଧ ଥାପୁଡ଼େଇଲେ ଟ୍ରମ୍ପ

    13813
    Jun 17, 2026
  • ପେପର ବ୍ୟାଗ୍ ମାମଲା: ୬ ଟଙ୍କା ପାଇଁ ୧୦ ହଜାର ଫାଇନ୍

    14460
    Jun 18, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15515
    Jun 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In