ବିଜେପି ସରକାର ଆସିବା ପରେ ବାଂଲାଦେଶ ଅନୁପ୍ରେବଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି: ଶୁଭେନ୍ଦୁ
କଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରେ ବାଂଲାଦେଶ ଅନୁପ୍ରେବଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଇତିମଧ୍ୟରେ ୪୮୦୦ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇ ଦିଆଯାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ ୮୩୬ ଅନୁପ୍ରବେଶକାରୀଙ୍କୁ ଖୁବ୍ଶୀଘ୍ର ବାଂଲାଦେଶ ପଠାଇବାକୁ ଯୋଜନା ରଖାଯାଇଛି ବୋଲି ସେ କହିଛନ୍ତି। ବିଜେପିର ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ଶୁଭେନ୍ଦୁ କହିଥିଲେ ।
Powered by Froala Editor