Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, August 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଜୟଙ୍କ ବଡ଼ ଘୋଷଣା: ପ୍ରତି ପରିବାରକୁ ...

  • ଜଣେ ବ୍ୟକ୍ତିଙ୍କ ନାମରେ ଆଉ କିଣି ...

  • ହସ୍ପିଟାଲରେ ଭେଣ୍ଟିଲେଟର ବିସ୍ଫୋରଣ ଘଟି ...

  • ମିସ ଇଣ୍ଡିଆ ୟୁନିଭର୍ସ ହେଲେ କୈଜିଆ ଲିଜ ...

  • H1N1 ମାମଲା ବଢ଼ିଲା, ଦିଲ୍ଲୀରେ ସ୍ୱାଇନ୍ ...

  • ଭିକ ମାଗି ଚଳୁଥିଲେ, ମୃତ୍ୟୁ ପରେ ଘର କୋଣରୁ ...

  • NICU ରେ ନିଆଁ, ୩ ନବଜାତ ଶିଶୁଙ୍କ ମୃତ୍ୟୁ

  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ...

  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ...

  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ...

ରାଜ୍ୟ
Home ›› ରାଜ୍ୟ ›› ଓପିଏସ୍‌ସି ପରୀକ୍ଷାରେ ବଲିଉଡ୍‌ ଫିଲ୍ମ ଷ୍ଟାଇଲରେ ଚାଲିଥିଲା କପି, ଛାତ୍ର ଗିରଫ

ଓପିଏସ୍‌ସି ପରୀକ୍ଷାରେ ବଲିଉଡ୍‌ ଫିଲ୍ମ ଷ୍ଟାଇଲରେ ଚାଲିଥିଲା କପି, ଛାତ୍ର ଗିରଫ

2026-06-08 07:09:58
15188
Share:
Facebook
Twitter
E-Mail
WhatsApp
Telegram
 ଓପିଏସ୍‌ସି ପରୀକ୍ଷାରେ ବଲିଉଡ୍‌ ଫିଲ୍ମ ଷ୍ଟାଇଲରେ ଚାଲିଥିଲା କପି, ଛାତ୍ର ଗିରଫ

କଟକ : ଅନ୍ତଃବସ୍ତ୍ର ଭିତରେ ଥିଲା ଫୋନ୍‌ । ଲମ୍ବା ଚୁଟି ଭିତରେ ଲୁଚେଇ ରଖାଯାଇଥିଲା ଇୟର୍‌ବଡ୍‌ । ଫୋନ୍‌ କଲ୍‌ରେ ଡକାଯାଉଥିଲା ପ୍ରଶ୍ନ । ପ୍ରଶ୍ନ ଶୁଣି ଗୁଗୁଲ୍‌ ସର୍ଚ୍ଚ କରି ଜଣେ ଯୁବକ ଦେଉଥିଲେ ଉତ୍ତର । ପୂରା ବଲିଉଡ୍‌ ଫିଲ୍ମ ମୁନ୍ନା ଭାଇ ଏମ୍‌ବିବିଏସ୍‌ ଢାଞ୍ଚାରେ ଓଡ଼ିଶା ପ୍ରଶାସନିକ ସେବା (ଓପିଏସ୍‌ସି) ପରୀକ୍ଷାରେ କରାଯାଉଥିଲା କପି । ହଠାତ୍‌ ସ୍କ୍ୱାଡ୍‌ ପଶି ଯାଞ୍ଚ୍‌ କରିବାରୁ ଧରାପଡ଼ିଗଲେ ଛାତ୍ର ଜଣକ । ତୁରନ୍ତ ସେଣ୍ଟରରୁ ବାହାର କରି ମର୍କତନଗର ଥାନା ପୁଲିସ ଜିମା ଦିଆଗଲା  । 

କପି କରି ଧରାପଡିଥିବା ସଂପୃକ୍ତ ପରୀକ୍ଷାର୍ଥୀ ହେଉଛି କଟକ ଚାଉଳିଆଗଞ୍ଜ ଅଞ୍ଚଳର। ଉକ୍ତ ଛାତ୍ରଙ୍କୁ କପି କରିବାରେ ସହଯୋଗ କରୁଥିବା ଅନ୍ୟ ୩ ଜଣ ମଧ୍ୟ ଗିରଫ ହୋଇଛନ୍ତି । ତନ୍ମଧ୍ୟରୁ ଫୋନ୍‌ରେ ପ୍ରଶ୍ନ ଶୁଣି ଉତ୍ତର ଦେଉଥିବା ଜଗତସିଂହପୁର ଅଞ୍ଚଳର ଯୁବକ ଜଣକ ଏକ କୋଚିଂ ସେଣ୍ଟର ସହିତ ଜଡ଼ିତ ଥିବା କୁହାଯାଉଛି । ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ସଂପୂର୍ଣ୍ଣ ଘଟଣା ବିଷୟରେ ଜାଣିଥିବାରୁ ଏହି କାରବାରରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସାମିଲ ଥିବା ପୁଲିସ କହିଛି । ସେହି ଦୁଇ ଯୁବକ ସିଡିଏରେ ରହୁଥିବା ବେଳେ ଉଭୟଙ୍କ ଘର ଢେଙ୍କାନାଳ ଓ ଝାଡ଼ଖଣ୍ଡରେ । ଅଭିଯୁକ୍ତଙ୍କଠାରୁ ମର୍କତନଗର ଥାନା ପୁଲିସ ୪ଟି ଫୋନ୍‌, ଗୋଟିଏ ଇୟରବଡ୍‌ ଓ ଅନ୍ୟ କିଛି ଜିନିଷପତ୍ର ଜବତ କରିଛି । 

ରବିବାର ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍‌) ପରୀକ୍ଷା ଆୟୋଜିତ ହୋଇଥିଲା । ମର୍କତନଗର ଥାନା ଅନ୍ତର୍ଗତ ଏକ ଇଂଜିନିୟରିଂ କଲେଜରେ ସେଣ୍ଟର୍‌ ହୋଇଥିଲା । ଉକ୍ତ ସେଣ୍ଟରରେ ଶତାଧିକ ଆଶାୟୀ ପରୀକ୍ଷା ଦେଉଥିଲେ । ସେମାନଙ୍କ ମଧ୍ୟରେ ଚାଉଳିଆଗଞ୍ଜ ଅଞ୍ଚଳର ଜଣେ ଯୁବକ ମଧ୍ୟ ପରୀକ୍ଷା ଦେଉଥିଲେ । ହଠାତ୍‌ ସେଣ୍ଟର ମଧ୍ୟକୁ ସ୍କ୍ୱାଡ୍‌ ଆସି ତନଖି କରିଥିଲେ । ଇତିମଧ୍ୟରେ ଉକ୍ତ ଯୁବକଙ୍କ ଗତିବିଧି ନେଇ ସ୍କ୍ୱାଡ୍‌ର ସନ୍ଦେହ ହୋଇଥିଲା । ତେଣୁ ସ୍କ୍ୱାଡ୍‌ ସେଠାରେ ଯାଞ୍ଚ୍‌ କରିବାରୁ ଯୁବକଙ୍କ କାନ ତଳୁ ଏକ ଇୟର୍‌ ବଡ୍‌ ଓ ଅନ୍ତଃବସ୍ତ୍ର ତଳୁ ଏକ ସ୍ମାର୍ଟଫୋନ୍‌ ମିଳିଥିଲା । ଏହି ସମୟରେ ଏକ କଲ୍‌ ଚାଲିଥାଏ । ଜଣେ ଯୁବକଙ୍କ ସହିତ କଲ୍‌ କନେକଟେଡ୍‌ ରହିଥାଏ । ସ୍କ୍ୱାଡ୍‌ ସଦସ୍ୟ ତୁରନ୍ତ ଉକ୍ତ ଯୁବକଙ୍କୁ ସେଣ୍ଟର୍‌ରୁ କାଢ଼ିଦେଇ ପୁଲିସ ଜିମା ଦେଇଥିଲେ ।  ପୁଲିସ ସେଠାରେ ଚଢ଼ଉ କରି ଉକ୍ତ ଯୁବକଙ୍କୁ ଧରିଥିଲା । ଦୁଇ ଯୁବକଙ୍କୁ ଥାନାକୁ ନେଇ ଜେରା କରିବା ପରେ ସଂପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ ହୋଇଥିଲା । 

ଦୀର୍ଘ ଦିନ ହେବ ଯୁବକ ଜଣକ ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିଲେ । ତେଣୁ ସେ ଏଭଳି ପନ୍ଥା ଆପଣାଇଥିବା ସ୍ୱୀକାର କରିଛନ୍ତି । ତେବେ ଉକ୍ତ ଯୁବକଙ୍କ ହ୍ୱାଟ୍‌ସଆପ୍‌ ଚାଟ୍‌ ଦେଖିବାରୁ ଏହି କପି କରିବା ବିଷୟ ଅନ୍ୟ ଦୁଇ ଜଣ ଯୁବକ ପୂର୍ବରୁ ଜାଣିଥିବା କଥା ପଦାକୁ ଆସିଥିଲା । ପରେ ପୁଲିସର ଅନ୍ୟ ଏକ ଟିମ୍‌ ସିଡିଏ ଅଞ୍ଚଳରେ ଚଢ଼ଉ କରି ଢେଙ୍କାନାଳ ଓ ଝାଡ଼ଖଣ୍ଡର ଅନ୍ୟ ଦୁଇ ଛାତ୍ରଙ୍କୁ ଗିରଫ କରିଥିଲା । ୪ ଜଣ ଯୁବକଙ୍କୁ ମର୍କତନଗର ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । 

Powered by Froala Editor

Tags Arrested

Related articles Odisha News Lens 4.1

  • ଭିକ ମାଗି ଚଳୁଥିଲେ, ମୃତ୍ୟୁ ପରେ ଘର କୋଣରୁ ମିଳିଲା ୩୦ ବସ୍ତା ଟଙ୍କା
    ଦେଶ-ଦେଶାନ୍ତର

    ଭିକ ମାଗି ଚଳୁଥିଲେ, ମୃତ୍ୟୁ ପରେ ଘର କୋଣରୁ ମିଳିଲା ୩୦ ବସ୍ତା ଟଙ୍କା

    13605
    Aug 24, 2026
  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି
    ଦେଶ-ଦେଶାନ୍ତର

    ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    14066
    Aug 23, 2026
  • ଜଣେ ବ୍ୟକ୍ତିଙ୍କ ନାମରେ ଆଉ କିଣି ହେବନାହିଁ ଅଧିକ ସିମ୍ କାର୍ଡ
    ଦେଶ-ଦେଶାନ୍ତର

    ଜଣେ ବ୍ୟକ୍ତିଙ୍କ ନାମରେ ଆଉ କିଣି ହେବନାହିଁ ଅଧିକ ସିମ୍ କାର୍ଡ

    13457
    Aug 24, 2026
  •  ହସ୍ପିଟାଲରେ ଭେଣ୍ଟିଲେଟର ବିସ୍ଫୋରଣ ଘଟି ତିନି ନବଜାତ ଶିଶୁଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ହସ୍ପିଟାଲରେ ଭେଣ୍ଟିଲେଟର ବିସ୍ଫୋରଣ ଘଟି ତିନି ନବଜାତ ଶିଶୁଙ୍କ ମୃତ୍ୟୁ

    13867
    Aug 24, 2026
  • ବିଜୟଙ୍କ ବଡ଼ ଘୋଷଣା: ପ୍ରତି ପରିବାରକୁ ବାର୍ଷିକ ୩ଟି ଏଲପିଜି ସିଲିଣ୍ଡର ମାଗଣାରେ ଦେବେ
    ଦେଶ-ଦେଶାନ୍ତର

    ବିଜୟଙ୍କ ବଡ଼ ଘୋଷଣା: ପ୍ରତି ପରିବାରକୁ ବାର୍ଷିକ ୩ଟି ଏଲପିଜି ସିଲିଣ୍ଡର ମାଗଣାରେ ଦେବେ

    13843
    Aug 24, 2026
  • H1N1 ମାମଲା ବଢ଼ିଲା, ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ଆଲର୍ଟ
    ଦେଶ-ଦେଶାନ୍ତର

    H1N1 ମାମଲା ବଢ଼ିଲା, ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ଆଲର୍ଟ

    13742
    Aug 24, 2026
  • NICU ରେ ନିଆଁ, ୩ ନବଜାତ ଶିଶୁଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    NICU ରେ ନିଆଁ, ୩ ନବଜାତ ଶିଶୁଙ୍କ ମୃତ୍ୟୁ

    14252
    Aug 24, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ
    ବିଶେଷ

    ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    14799
    Aug 24, 2026
  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା
    ଦେଶ-ଦେଶାନ୍ତର

    ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା

    15418
    Aug 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜଣେ ବ୍ୟକ୍ତିଙ୍କ ନାମରେ ଆଉ କିଣି ହେବନାହିଁ ଅଧିକ ସିମ୍ କାର୍ଡ

    13457
    Aug 24, 2026
  • ଦେଶ-ଦେଶାନ୍ତର

    NICU ରେ ନିଆଁ, ୩ ନବଜାତ ଶିଶୁଙ୍କ ମୃତ୍ୟୁ

    14252
    Aug 24, 2026
  • ଦେଶ-ଦେଶାନ୍ତର

    H1N1 ମାମଲା ବଢ଼ିଲା, ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ଆଲର୍ଟ

    13742
    Aug 24, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17049
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17678
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17720
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18117
    Sep 06, 2023

ବିଶେଷ

  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    14799
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15524
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16056
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13976
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    15001
    Aug 13, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15970
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14007
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14270
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14395
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭିକ ମାଗି ଚଳୁଥିଲେ, ମୃତ୍ୟୁ ପରେ ଘର କୋଣରୁ ମିଳିଲା ୩୦ ବସ୍ତା ଟଙ୍କା

    13605
    Aug 24, 2026
  • ମିସ ଇଣ୍ଡିଆ ୟୁନିଭର୍ସ ହେଲେ କୈଜିଆ ଲିଜ ମାଜ୍ଜୋ

    14050
    Aug 24, 2026
  • ଜଣେ ବ୍ୟକ୍ତିଙ୍କ ନାମରେ ଆଉ କିଣି ହେବନାହିଁ ଅଧିକ ସିମ୍ କାର୍ଡ

    13457
    Aug 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In