Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, September 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ...

  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର ...

  • ୩୦ରେ ବଡ଼ ବୈଠକ, ସିଇସି ଜ୍ଞାନେଶଙ୍କୁ ...

  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ...

  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ...

  • ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ‘ଟ୍ରମ୍ପ ...

  • ଉତ୍ତରାଖଣ୍ଡରୁ ସାମ୍ନାକୁ ଆସିଲା ...

  • ୧୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ...

  • ସିକ୍କିମରେ ଭୂସ୍ଖଳନ, ୩୦ରୁ ଅଧିକ ଘର ...

ରାଜ୍ୟ
Home ›› ରାଜ୍ୟ ››ଭୁବନେଶ୍ୱରରେ ଅଭାଦା ଭାରତ ଉଦୟ ଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଯୋଗଦାନ; ଓଡ଼ିଶାର ନବୀକରଣଯୋଗ୍ୟ ଶକ୍ତି ଆକାଂକ୍ଷାକୁ ପୁନଃସୁଦୃଢ କଲା

ଭୁବନେଶ୍ୱରରେ ଅଭାଦା ଭାରତ ଉଦୟ ଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଯୋଗଦାନ; ଓଡ଼ିଶାର ନବୀକରଣଯୋଗ୍ୟ ଶକ୍ତି ଆକାଂକ୍ଷାକୁ ପୁନଃସୁଦୃଢ କଲା

2026-06-06 12:50:09
14615
Share:
Facebook
Twitter
E-Mail
WhatsApp
Telegram
ଭୁବନେଶ୍ୱରରେ ଅଭାଦା ଭାରତ ଉଦୟ ଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଯୋଗଦାନ; ଓଡ଼ିଶାର ନବୀକରଣଯୋଗ୍ୟ ଶକ୍ତି ଆକାଂକ୍ଷାକୁ ପୁନଃସୁଦୃଢ କଲା

ଭୁବନେଶ୍ୱର : ନବୀକରଣଯୋଗ୍ୟ ଶକ୍ତି ନେତୃତ୍ୱରେ ମିଶ୍ରିତ ଶକ୍ତି ଏବଂ ଓଡ଼ିଶାରେ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ରୂପାନ୍ତରଣ ଆଡକୁ ଓଡ଼ିଶାର ଲକ୍ଷ୍ୟ ବିଷୟରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଲ୍ଲେଖ କରିଛନ୍ତି । ଭୁବନଶ୍ୱରରେ ଅଭାଦା ଭାରତ ଉଦୟ ଯାତ୍ରା କାର୍ଯ୍ୟକ୍ରମରେ ଶ୍ରୀ ସିଂହଦେଓ ଯୋଗଦେଇ ତାହାକୁ ଉଦ୍‌ଘାଟନ କରିବା ଅବସରରେ ଏହା ପ୍ରକାଶ କରିଛନ୍ତି । ସହରରେ ଏହା ଦ୍ୱିତୀୟ ଅଭାଦା ଭାରତ ଉଦୟ ଯାତ୍ରା ହୋଇଥିବାବେଳେ ଉପ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବରେ ଫିତା କାଟିବା ସହିତ ଏହି ଅବସରରେ ସମବେତ ହୋଇଥିବା ନାଗରିକବୃନ୍ଦ, ଛାତ୍ର ଛାତ୍ରୀ, ଶିଳ୍ପସମୂହର ପ୍ରତିନିଧିଗଣ ଏବଂ ଗୋଷ୍ଠୀ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ । ଉପ ମୁଖ୍ୟମନ୍ତ୍ରୀଙ୍କୁ ଅଭାଦା ଗ୍ରୁପ୍‌ର ପ୍ରେସିଡେଣ୍ଟ ଓ ହେଡ୍‌- ଗ୍ରୀନ୍‌ ହାଇଡ୍ରୋଜେନ / ଆମୋନିଆ ବିଜିନେସ୍‌ ଓ ନିୟୁ ଇନିସିଏଟିଭସ୍‌, ଶ୍ରୀ ପ୍ରଶାନ୍ତ ଚୌବେ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମରେ ଶ୍ରୀ ବିଶାଲ ଦେବ, ଆଇଏଏସ୍‌, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶକ୍ତି ଓ ଆଇଟି ବିଭାଗ, ଓଡ଼ିଶା ସରକାର; ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଆଇଏଏସ୍‌, ଚେୟାରମ୍ୟାନ- କମ୍‌- ମ୍ୟାନେଜିଂ ଡାଇରେକ୍ଟର, ଓପିଟିସିଏଲ୍‌; ଏବଂ ଡ. ସତ୍ୟପ୍ରିୟ ରଥ, ଆଇଏଏସ୍‌, ମ୍ୟାନେଜିଂ ଡାଇରେକ୍ଟର, ଗ୍ରୀଡକୋଙ୍କ ସମେତ ବରିଷ୍ଠ ସରକାରୀ ପଦାଧିକାରୀଗଣ ଯୋଗ ଦେଇଥିଲେ ।

ଭାରତର ଅନ୍ୟତମ ଅଗ୍ରଣୀ ସମନ୍ୱିତ ଶକ୍ତି ରୂପାନ୍ତରଣକାରୀ ଗୋଷ୍ଠୀ ଅଭାଦା ଗ୍ରୁପ୍‌ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ନବୀକରଣଯୋଗ୍ୟ ଶକ୍ତି ଏବଂ ଦୀର୍ଘସ୍ଥାୟୀ ଜୀବନ ଯାପନକୁ ନେଇ ବୃହତ୍ତର ସଚେତନତା ଏବଂ ଗଣ ନିୟୋଜନତାକୁ ଆଗେଇନେବା ନିମନ୍ତେ ତୃଣମୂଳ ସ୍ତରରେ ପହଞ୍ଚୁଥିବା ରାଷ୍ଟ୍ରବ୍ୟାପୀ ଏକ ପ୍ରୟାସ ଅଭାଦା ଭାରତ ଉଦୟ ଯାତ୍ରାର ଅଂଶବିଶେଷ ଥିଲା ।

ସମାବେଶକୁ ସମ୍ବୋଧିତ କରି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ, “ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱ ଅଧୀନରେ ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ତ୍ୱରାନ୍ୱିତ କରିବା ଦିଗରେ ଭାରତ ଉଲ୍ଲେଖନୀୟ ଲମ୍ଫ ପ୍ରଦାନ କରିଛି । ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ, ପିଏମ୍‌- କୁସୁମ, ସୌର ବିନିର୍ମାଣ ପ୍ରୋତ୍ସାହନ ଏବଂ ଆକାଂକ୍ଷୀ ନବୀକରଣଯୋଗ୍ୟ ଶକ୍ତି କ୍ଷମତା ଲକ୍ଷ୍ୟ ଆଦି ଭଳି ଯୁଗାନ୍ତକାରୀ ପ୍ରୟାସଗୁଡିକ ରାଜ୍ୟଗୁଡିକ ନିମନ୍ତେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ସ୍ୱଚ୍ଛ ଶକ୍ତି ନିୟୋଜନରେ ପରିମାଣାତ୍ମକ ବୃଦ୍ଧି ଘଟାଇବାକୁ ଏକ ଅନୁକୂଳ ପରିବ୍ୟବସ୍ଥା ସୃଷ୍ଟି କରିଛି । ସମୁଦାୟ ବିଶ୍ୱ ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ଚାଲେଞ୍ଜର ସମ୍ମୁଖୀନ ହେଉଥିବାବେଳେ ସ୍ୱଚ୍ଛ ଏବଂ ନବୀକରଣଯୋଗ୍ୟ ଶକ୍ତି ଉତ୍ସ ଆଡକୁ ରୂପାନ୍ତରଣ ଉଭୟ ପାରିବେଶିକ ଆବଶ୍ୟକତା ଏବଂ ଏକ ଅର୍ଥନୈତିକ ସୁଯୋଗ ପାଲଟିଛି । ନବୀକରଣଯୋଗ୍ୟ ଶକ୍ତି ଅଙ୍ଗାରକ ନିର୍ଗମନକୁ ହ୍ରାସ କରିବା, ଶକ୍ତି ନିରାପତ୍ତା ସୁଦୃଢ କରିବା ଏବଂ ପୁଞ୍ଜିନିବେଶ, ନବସୃଜନ ଓ ନିୟୋଜନ ନିମନ୍ତେ ନୂତନ ସୁଯୋଗଗୁଡିକ ସୃଷ୍ଟି କରିବାରେ ଏକ ରୂପାନ୍ତରଣକାରୀ ଭୂମିକା ନିର୍ବାହ କରୁଛି । ସ୍ୱଚ୍ଛ ଶକ୍ତି, ପରିବେଶଗତ ଦାୟିତ୍ୱ ଏବଂ ଦୀର୍ଘକାଳୀନ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରୁଥିବା ପ୍ରୟାସଗୁଡିକୁ ସମର୍ଥନ କରିବା ନେଇ ଆମେ ପ୍ରତିବଦ୍ଧ ରହିଛୁ ।” 

ପ୍ରଗତିଶୀଳ ନୀତିଗତ ପ୍ରୟାସସମୂହ, ମଜଭୁତ ଶିଳ୍ପ ଭିତ୍ତିଭୂମି ଏବଂ ନବୀକରଣଯୋଗ୍ୟ ଶକ୍ତି, ସବୁଜ ହାଇଡ୍ରୋଜନ ଏବଂଏହାର ଆନୁଷଙ୍ଗିକ କ୍ଷେତ୍ରଗୁଡିକେରେ ବର୍ଦ୍ଧିତ ସୁଯୋଗକୁ ନେଇ ଓଡ଼ିଶା ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ଏକ ମୁଖ୍ୟ ଲକ୍ଷ୍ୟସ୍ଥଳ ଭାବରେ ଉଭା ହୋଇଛି । ଶକ୍ତି ରୂପାନ୍ତରଣ ନିମନ୍ତେ ରାଜ୍ୟର ଦୀର୍ଘସୂତ୍ରୀ ଲକ୍ଷ୍ୟ ଭାରତର ପ୍ରଶସ୍ତ କାର୍ବନ ନିର୍ଗମନ ହ୍ରାସ ଏବଂ ଶକ୍ତି ନିରାପତ୍ତା ଲକ୍ଷ୍ୟସମୂହକୁ ଆଗେଇ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆଶା କରାଯାଉଛି । 

ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ଯାତ୍ରା ଭ୍ୟାନ ନଏଡାରୁ ୨୦୨୬ ମେ ୮ ତାରିଖରେ ଯାତ୍ରା ଶୁଭାରମ୍ଭ କରି ଇତିମଧ୍ୟରେ ପାଞ୍ଚଟି ରାଜ୍ୟ ଏବଂ ୧୩ଟି ସହରରେ ୪୧୪୫ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରିସାରିଛି ଏବଂ ଏହି ଅବସରରେ ତଲ୍ଲୀନକାରୀ ସମ୍ପର୍କ ସ୍ଥାପନକାରୀ କାର୍ଯ୍ୟକ୍ରମ ଏବଂ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ଉପରେ ଆଲୋଚନା ଜରିଆରେ ପ୍ରତ୍ୟକ୍ଷ ଭାବରେ ହଜାର ହଜାର ନାଗରିକଙ୍କୁ ନିୟୋଜିତ କରିଛି । 

ଏହି ଅବସରରେ ପ୍ରକାଶ କରି ଶ୍ରୀ ଭିନୀତ ମିତ୍ତଲ, ଚେୟାରମ୍ୟାନ, ଅଭାଦା ଗ୍ରୁପ୍‌ କହିଥିଲେ, “ଓଡ଼ିଶା ପରବର୍ତ୍ତୀ ପିଢିର ସ୍ୱଚ୍ଛ ଶକ୍ତି ପୁଞ୍ଜିନିବେଶ ନିମନ୍ତେ ଭାରତର ଅନ୍ୟତମ ଉଦୀୟମାନ ସ୍ଥଳ ଭାବରେ ଉଭା ହେଉଛି । ସବୁଜ ଆମୋନିଆ ଏବଂ ସବୁଜ ହାଇଡ୍ରୋଜେନ ଠାରୁ ବୃହତ୍‌ ଆକାରର ନବୀକରଣଯୋଗ୍ୟ ଶକ୍ତି ବିକାଶ ପର୍ଯ୍ୟନ୍ତ ଭାରତର ଶକ୍ତି ରୂପାନ୍ତରଣ ଯାତ୍ରାରେ ଏକ ପ୍ରମୁଖ ସ୍ଥଳ ହେବା ନିମନ୍ତେ ଓଡ଼ିଶାର ସାମର୍ଥ୍ୟ ରହିଛି । ଅଭାଦା ଭାରତ ଉଦୟ ଯାତ୍ରା ଜରିଆରେ ଆମେ ଏହା ସୁନିଶ୍ଚିତ କରିବା ନିମନ୍ତେ କାର୍ଯ୍ୟ କରୁଛୁ ଯେ, ଏହି ରୂପାନ୍ତରଣରେ ନାଗରିକମାନେ ସକ୍ରିୟ ଅଂଶଗ୍ରହଣକାରୀ ପାଲଟିବେ ଏବଂ ଭାରତର ସ୍ୱଚ୍ଛ ଶକ୍ତି ଭବିଷ୍ୟତ ନିମନ୍ତେ ବୃହତ୍ତର ସଚେତନତା ସୃଷ୍ଟି ସହିତ ଏହାକୁ ସମର୍ଥନ କରିବେ ।” 

ଓଡ଼ିଶାରେ ଅଭାଡାର ବର୍ଦ୍ଧିତ ଉପସ୍ଥିତି ପରବର୍ତ୍ତୀ ପିଢିର ଶକ୍ତି ସମାଧାନସମୂହ, ବିଶେଷକରି ସବୁଜ ହାଇଡ୍ରୋଜେନ ଏବଂ ସବୁଜ ଆମୋନିଆ କ୍ଷେତ୍ରରେ ଏକ ରଣକୌଶଳାତ୍ମକ ସ୍ଥଳ ଭାବରେ ଓଡ଼ିଶାର ଉଦ୍ଭବକୁ ପ୍ରତିଫଳିତ କରୁଛି ଏବଂ ଏହି କ୍ଷେତ୍ରଗୁଡିକ ଭାରତର ଅଙ୍ଗାରକ ନିର୍ଗମନ ହ୍ରାସ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆଶା କରାଯାଉଛି ।

ଭୁବନେଶ୍ୱରରେ ରହଣି କାଳରେ ଏହି ଯାତ୍ରାରେ ନବୀକରଣଯୋଗ୍ୟ ଶକ୍ତି ଭାବଧାରାକୁ ସରଳୀକରଣ କରିବା, ସ୍ୱଚ୍ଛ ଶକ୍ତିକୁ ନେଇ ସାଧାରଣରେ ରହିଥିବା ଭ୍ରାନ୍ତ ଧାରଣା ଦୂରକରିବାକୁ ଆଲୋଚନା ଅଧିବେଶନ, ନୁକ୍କଡ ନାଟକ (ପଥପ୍ରାନ୍ତ ନାଟକ) ଏବଂ ଦୀର୍ଘସ୍ଥାୟୀ ଜୀବନ ଯାପନକୁ ପ୍ରୋତ୍ସାହିତ କରୁଥିବା ଏକ ଡିଜିଟାଲ ସବୁଜ ଶପଥ ପାଠ କରିବା ପାଇଁ ନାଗରିକମାନଙ୍କୁ ସୁଯୋଗ ପ୍ରଦାନ ସମେତ ବିବିଧ ଗଣ ନିୟୋଜନକାରୀ କାର୍ଯ୍ୟକଳାପ ସ୍ଥାନ ପାଇଥିଲା ।

Powered by Froala Editor

Tags Avaada Bharat Uday Yatra

Related articles Odisha News Lens 4.1

  • ସିକ୍କିମରେ ଭୂସ୍ଖଳନ, ୩୦ରୁ ଅଧିକ ଘର ଛାରଖାର
    ଦେଶ-ଦେଶାନ୍ତର

    ସିକ୍କିମରେ ଭୂସ୍ଖଳନ, ୩୦ରୁ ଅଧିକ ଘର ଛାରଖାର

    15702
    Sep 26, 2026
  • ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ‘ଟ୍ରମ୍ପ ଷ୍ଟ୍ରେଟ’ ନାମ ରଖିଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ‘ଟ୍ରମ୍ପ ଷ୍ଟ୍ରେଟ’ ନାମ ରଖିଲେ ଟ୍ରମ୍ପ

    14975
    Sep 26, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ ...
    ବାଣିଜ୍ୟ

    ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ ...

    13784
    Sep 26, 2026
  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ...
    ଅପରାଧ

    ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ...

    13315
    Sep 27, 2026
  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା
    ଦେଶ-ଦେଶାନ୍ତର

    ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

    13684
    Sep 27, 2026
  • ଉତ୍ତରାଖଣ୍ଡରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ମାମଲା: ଟଙ୍କା ନେଇ ଜାଲ ପ୍ରମାଣପତ୍ର ...
    ଦେଶ-ଦେଶାନ୍ତର

    ଉତ୍ତରାଖଣ୍ଡରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ମାମଲା: ଟଙ୍କା ନେଇ ଜାଲ ପ୍ରମାଣପତ୍ର ...

    13553
    Sep 26, 2026
  • ୩୦ରେ ବଡ଼ ବୈଠକ, ସିଇସି ଜ୍ଞାନେଶଙ୍କୁ ହଟାଇବାକୁ ସ୍ୱାକ୍ଷର କରାଯିବ ମହାଭିଯୋଗ ...
    ଦେଶ-ଦେଶାନ୍ତର

    ୩୦ରେ ବଡ଼ ବୈଠକ, ସିଇସି ଜ୍ଞାନେଶଙ୍କୁ ହଟାଇବାକୁ ସ୍ୱାକ୍ଷର କରାଯିବ ମହାଭିଯୋଗ ...

    13498
    Sep 27, 2026
  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି
    ମନୋରଞ୍ଜନ

    ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି

    15126
    Sep 27, 2026
  • ୧୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି ?
    ଦେଶ-ଦେଶାନ୍ତର

    ୧୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି ?

    14579
    Sep 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୩୦ରେ ବଡ଼ ବୈଠକ, ସିଇସି ଜ୍ଞାନେଶଙ୍କୁ ହଟାଇବାକୁ ସ୍ୱାକ୍ଷର କରାଯିବ ମହାଭିଯୋଗ ପ୍ରସ୍ତାବ

    13498
    Sep 27, 2026
  • ବାଣିଜ୍ୟ

    ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    13784
    Sep 26, 2026
  • ଦେଶ-ଦେଶାନ୍ତର

    ସିକ୍କିମରେ ଭୂସ୍ଖଳନ, ୩୦ରୁ ଅଧିକ ଘର ଛାରଖାର

    15702
    Sep 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17129
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17817
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17787
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18198
    Sep 06, 2023

ବିଶେଷ

  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    13347
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15648
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15210
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14586
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14825
    Sep 11, 2026

ବାଣିଜ୍ୟ

ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

ନୂଆଦିଲ୍ଲୀ: ଆକ୍ସନ ଗ୍ରୁପ୍‌ର ଏକ ଅଂଶ ତଥା କାଷ୍ଠ ଭିତ୍ତିକ ପାନେଲ୍‌ ଉତ୍ପାଦଗୁଡିକର ଏକ ଅଗ୍ରଣୀ ଉତ୍ପାଦନକାରୀ ଆକ୍ସନ ଟେସା ୨୪ ସେପ୍ଟେମ୍ବର ୨୦୨୬ ଦିନ ଭାରତର ୫୦ରୁ ଅଧିକ ସ୍ଥାନରେ ଜାତୀୟ ବଢେଇ ଦିବସ ପ ...

  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15936
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14424
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15619
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15383
    Sep 16, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

    13684
    Sep 27, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    13347
    Sep 27, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    13784
    Sep 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In