ଅଂଶୁଘାତର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହେଲେ ଶିକ୍ଷୟିତ୍ରୀ
ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନ ଝାଡେଶ୍ୱରପୁର ଉଚ୍ଚବିଦ୍ୟାଳୟରେ ଶିକ୍ଷକଙ୍କୁ ଅସହ୍ୟ ଗୁଳୁଗୁଳିରେ ଜନଗଣନା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ଜଣେ ଶିକ୍ଷୟିତ୍ରୀ ଅଂଶୁଘାତର ଶିକାର ହୋଇ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି ହୋଇଛନ୍ତି, ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ରମଣୀ ରାଉତ। ଦୁଇ ଦିନ ପୂର୍ବେ ଜଣେ ଶିକ୍ଷକ ମଧ୍ୟ ସମାନ ଅଂଶୁଘାତର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହେବା ପରେ ଚିକିଶ୍ଚିତ ହୋଇ ସୁସ୍ଥ ହୋଇଥିଲେ।
Powered by Froala Editor