Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, May 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗୋଲ୍ଡେନ ବନାରସୀ ଶାଢ଼ିରେ ନୀତାଙ୍କ ...

  • ଖାଇବା ତେଲଠୁ ସାବୁନ, ବିସ୍କୁଟ...ସବୁ ...

  • ବିଜୟଙ୍କ ଶପଥ ଗ୍ରହଣ ସମାରୋହରେ ତ୍ରିଶା ...

  • ତାମିଲନାଡୁରେ ବିଜୟ ସରକାର ଆରମ୍ଭ

  • ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଦୃଢ ଏକତା ...

  • ଆଣ୍ଠୁମାଡ଼ି ହାତ ଯୋଡି ପ୍ରଣାମ କଲେ ମୋଦୀ

  • ପଶ୍ଚିମବଙ୍ଗ ଇତିହାସରେ ଯୋଡି ହେଲା ନୂଆ ...

  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ...

  • ଇସିଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌ କରିବାକୁ ...

  • ଆଜୀବନ କାରାଦଣ୍ଡାଦେଶ କଏଦୀଙ୍କୁ ବିବାହ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ତାମିଲନାଡୁରେ ବିଜୟ ସରକାର ଆରମ୍ଭ

ତାମିଲନାଡୁରେ ବିଜୟ ସରକାର ଆରମ୍ଭ

2026-05-10 07:31:46
14746
Share:
Facebook
Twitter
E-Mail
WhatsApp
Telegram
ତାମିଲନାଡୁରେ ବିଜୟ ସରକାର ଆରମ୍ଭ

ତାମିଲନାଡୁରେ ବିଜୟ ସରକାର ଆରମ୍ଭ ହୋଇଛି । ବିଜୟ ୧୯୬୭ ପରେ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ତାଙ୍କୁ ଶପଥ ପାଠ କରାଇଥିଲେ। ଶପଥ ସମାରୋହ ସମୟରେ ସେ ସ୍ପଷ୍ଟ ଭାବରେ ଭାବପ୍ରବଣ ଦେଖାଯାଇଥିଲେ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ବିଜୟ କହିଛନ୍ତି "ଏହା ଏକ ନୂତନ ଆରମ୍ଭ । ଧର୍ମନିରପେକ୍ଷ, ସାମାଜିକ ନ୍ୟାୟର ଏକ ନୂତନ ଯୁଗ ଏବେ ଆରମ୍ଭ ହେଉଛି ।" ଏହା ସହିତ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ସ୍ୱାକ୍ଷର କରିଛନ୍ତି, ଯେଉଁଥିରେ ଅନ୍ତର୍ଭୁକ୍ତ ୩ଟି ବଡ଼ ବିଷୟ ରହିଛି ।

ଚେନ୍ନାଇର ଜବାବାରଲାଲ୍ ନେହରୁ ଷ୍ଟାଡିୟମରେ ଐତିହାସିକ ଶପଥ ଉତ୍ସବ ଅନୁଷ୍ଠିତ ହୋଇଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଉପସ୍ଥିତ ଅଛନ୍ତି । ଟିଭିକେ ମୁଖ୍ୟଙ୍କ ସହ ୯ ଜଣଙ୍କ ବିଜୟଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ସମର୍ଥକଙ୍କ ଉପସ୍ଥିତିରେ ଷ୍ଟାଡିୟମ ଉଛୁଳି ପଡିଛି । ବିଜୟଙ୍କ ବାପା, ମାଆ ଏବଂ ତାଙ୍କ ଲେଡି ଲକ୍ କୁହାଯାଉଥିବା ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ ମଧ୍ୟ ଉପସ୍ଥିତ ଅଛନ୍ତି । ବିଜୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ସହିତ ତାମିଲନାଡୁ ରାଜନୀତିର ନୂତନ ଯୁଗରେ ପ୍ରବେଶ କରିଛି । ବ୍ଲାକ୍ ପ୍ୟାଣ୍ଟ ଏବଂ ହ୍ୱାଇଟ୍ ସାର୍ଟରେ ଜବରଦସ୍ତ ଲୁକ୍‌ରେ ନଜର ଆସିଛନ୍ତି ସିଏମ୍‌ ଜୋସେଫ୍ ବିଜୟ । 

ବିଜୟ ମନ୍ତ୍ରିମଣ୍ଡଳରେ ୯ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନ୍. ଆନନ୍ଦ. ଅଦଭ ଅର୍ଜୁନ, କେ.ଜି ଅରୁନରାଜ, କେ.ଏ ସେଙ୍ଗୋଟାଇୟାନ୍, ପି. ଭେଙ୍କଟରମନନ୍ , ଆର. ନିର୍ମଳକୁମାର, ରାଜମୋହନ,ଟି.କେ ପ୍ରଭୁ, ସେଲଭି ଏସ୍. କୀର୍ତ୍ତନା ।  ଏକମାତ୍ର ମହିଳା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସେଲ୍‌ଭି ଏସ୍. କୀର୍ତ୍ତନ ।

ବିଧାୟକ ଥିରୁ ଏନ. ଆନନ୍ଦ ବିଜୟଙ୍କ ଜଣେ ନିକଟତମ ସହଯୋଗୀ ବୋଲି ବିବେଚନା କରାଯାଏ।ଭିଲିଭାକକମ ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ବିଧାୟକ ଆଧବ ଅର୍ଜୁନ ତୃତୀୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ବାସ୍କେଟବଲ ଫେଡେରେଶନର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରନ୍ତି। ସେ ଡିଏମକେର କାର୍ତ୍ତିକ ମୋହନଙ୍କୁ ପରାସ୍ତ କରିଛନ୍ତି।

Powered by Froala Editor

Tags vijay

Related articles Odisha News Lens 4.1

  • ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଦୃଢ ଏକତା ଯୋଗୁଁ ସୋମନାଥ ମନ୍ଦିର ଆଜି ନୂତନ ରୂପରେ ...
    ଦେଶ-ଦେଶାନ୍ତର

    ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଦୃଢ ଏକତା ଯୋଗୁଁ ସୋମନାଥ ମନ୍ଦିର ଆଜି ନୂତନ ରୂପରେ ...

    15503
    May 09, 2026
  • ପଶ୍ଚିମବଙ୍ଗ ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ, ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ, ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

    14810
    May 09, 2026
  • ଗୋଲ୍ଡେନ ବନାରସୀ ଶାଢ଼ିରେ ନୀତାଙ୍କ ରାଜକୀୟ ଠାଣି, ଏହି ଶାଢ଼ି ତିଆରି ପାଇଁ ଲାଗିଥିଲା ୫ ...
    ମନୋରଞ୍ଜନ

    ଗୋଲ୍ଡେନ ବନାରସୀ ଶାଢ଼ିରେ ନୀତାଙ୍କ ରାଜକୀୟ ଠାଣି, ଏହି ଶାଢ଼ି ତିଆରି ପାଇଁ ଲାଗିଥିଲା ୫ ...

    15394
    May 10, 2026
  • ଖାଇବା ତେଲଠୁ ସାବୁନ, ବିସ୍କୁଟ...ସବୁ ହୋଇଯିବ ମହଙ୍ଗା
    ଦେଶ-ଦେଶାନ୍ତର

    ଖାଇବା ତେଲଠୁ ସାବୁନ, ବିସ୍କୁଟ...ସବୁ ହୋଇଯିବ ମହଙ୍ଗା

    14410
    May 10, 2026
  • ଆଣ୍ଠୁମାଡ଼ି ହାତ ଯୋଡି ପ୍ରଣାମ କଲେ ମୋଦୀ
    ଦେଶ-ଦେଶାନ୍ତର

    ଆଣ୍ଠୁମାଡ଼ି ହାତ ଯୋଡି ପ୍ରଣାମ କଲେ ମୋଦୀ

    14392
    May 09, 2026
  • ଆଜୀବନ କାରାଦଣ୍ଡାଦେଶ କଏଦୀଙ୍କୁ ବିବାହ କଲେ ଜେଲର
    ଦେଶ-ଦେଶାନ୍ତର

    ଆଜୀବନ କାରାଦଣ୍ଡାଦେଶ କଏଦୀଙ୍କୁ ବିବାହ କଲେ ଜେଲର

    14055
    May 08, 2026
  • ବିଜୟଙ୍କ ଶପଥ ଗ୍ରହଣ ସମାରୋହରେ ତ୍ରିଶା କୃଷ୍ଣନ
    ଦେଶ-ଦେଶାନ୍ତର

    ବିଜୟଙ୍କ ଶପଥ ଗ୍ରହଣ ସମାରୋହରେ ତ୍ରିଶା କୃଷ୍ଣନ

    15211
    May 10, 2026
  • ଇସିଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌ କରିବାକୁ ୬୮ ଲକ୍ଷ ଥର ଉଦ୍ୟମ
    ଦେଶ-ଦେଶାନ୍ତର

    ଇସିଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌ କରିବାକୁ ୬୮ ଲକ୍ଷ ଥର ଉଦ୍ୟମ

    15153
    May 08, 2026
  • ତାମିଲନାଡୁରେ ବିଜୟ ସରକାର ଆରମ୍ଭ
    ଦେଶ-ଦେଶାନ୍ତର

    ତାମିଲନାଡୁରେ ବିଜୟ ସରକାର ଆରମ୍ଭ

    14746
    May 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଦୃଢ ଏକତା ଯୋଗୁଁ ସୋମନାଥ ମନ୍ଦିର ଆଜି ନୂତନ ରୂପରେ ବିରାଜମାନ ହୋଇପାରିଛି: ମୋଦୀ

    15503
    May 09, 2026
  • ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ, ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

    14810
    May 09, 2026
  • ଦେଶ-ଦେଶାନ୍ତର

    ବିଜୟଙ୍କ ଶପଥ ଗ୍ରହଣ ସମାରୋହରେ ତ୍ରିଶା କୃଷ୍ଣନ

    15211
    May 10, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17465
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17515
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17874
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16347
    Apr 03, 2021

ବିଶେଷ

  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    15641
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14454
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15426
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15173
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13974
    May 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15388
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15127
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15619
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13941
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    15641
    May 09, 2026
  • ଇସିଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌ କରିବାକୁ ୬୮ ଲକ୍ଷ ଥର ଉଦ୍ୟମ

    15153
    May 08, 2026
  • ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଦୃଢ ଏକତା ଯୋଗୁଁ ସୋମନାଥ ମନ୍ଦିର ଆଜି ନୂତନ ରୂପରେ ବିରାଜମାନ ହୋଇପାରିଛି: ମୋଦୀ

    15503
    May 09, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In