ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ
ନୂଆଦିଲ୍ଲୀ: ଆଜି ସକାଳେ ମହାରାଷ୍ଟ୍ରର ମରାଠୱାଡା ଅଞ୍ଚଳର ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ପଡ଼ୋଶୀ ନାନ୍ଦେଡ ଏବଂ ପରଭାନୀ ଜିଲ୍ଲାରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ହିଙ୍ଗୋଲିର ପାଙ୍ଗରା ସିନ୍ଦେ ଗାଁରେ କିଛି ଘର ଏବଂ ସାମୁଦାୟିକ କୋଠାରେ ଫାଟ ସୃଷ୍ଟି ହୋଇଛି। ମୃତାହତ ନେଇ ବର୍ତ୍ତମାନ୍ ପର୍ଯ୍ୟନ୍ତ ସୂଚନା ମିଳିନି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ୮:୪୫ ରେ ଭୂମିକମ୍ପ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ହିଙ୍ଗୋଲି ଜିଲ୍ଲାର ୱାସମତ ତାଲୁକାର ଶିରଲି ଗାଁରେ ଥିଲା। ଯାହାକି ଭୂମିଠାରୁ ଦଶ କିଲୋମିଟର ତଳେ ଥିଲା। ଆଜି ସକାଳେ ମହାରାଷ୍ଟ୍ରର ମରାଠୱାଡା ଅଞ୍ଚଳର ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ପଡ଼ୋଶୀ ନାନ୍ଦେଡ ଏବଂ ପରଭାନୀ ଜିଲ୍ଲାରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ହିଙ୍ଗୋଲିର ପାଙ୍ଗରା ସିନ୍ଦେ ଗାଁରେ କିଛି ଘର ଏବଂ ସାମୁଦାୟିକ କୋଠାରେ ଫାଟ ସୃଷ୍ଟି ହୋଇଛି।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ୮:୪୫ ରେ ଭୂମିକମ୍ପ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ହିଙ୍ଗୋଲି ଜିଲ୍ଲାର ୱାସମତ ତାଲୁକାର ଶିରଲି ଗାଁରେ ଥିଲା, ଯାହାକି ଭୂମିଠାରୁ ଦଶ କିଲୋମିଟର ତଳେ ଥିଲା।
Powered by Froala Editor