ଆଜିର ସୁନା ଦର କେତେ ଅଛି ଜାଣନ୍ତୁ?
ଭୁବନେଶ୍ୱର : ସୁନା ଦାମ୍ ରେ ନିୟମିତ ପରିବର୍ତ୍ତନ ହେଉଛି। ଆଜି ୨୪ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୪୮,୯୬୦ ଟଙ୍କା ରହିଛି। ଗତକାଲି ଏହା ୧,୪୮,୯୭୦ ଟଙ୍କା ଥିଲା। ଏଥିରେ ୧୦ ଟଙ୍କା ମାତ୍ର ହ୍ରାସ ହୋଇଛି।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୩୬,୫୪୦ ଟଙ୍କା ରହିଛି। ଗତକାଲି ୧,୩୬, ୫୫୦ ଟଙ୍କା ଥିଲା। ଏଥିରେ ମଧ୍ୟ ୧୦ ଟଙ୍କା ହ୍ରାସ ହୋଇଛି।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୧,୭୨୦ ଟଙ୍କା ରହିଛି। ଗତକାଲି ଏହା ୧,୧୧,୭୩୦ ଟଙ୍କା ଥିଲା।
Powered by Froala Editor