ହାଇୱା ଧକ୍କାରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ
ଭବାନୀପାଟଣା : ଆଜି ସକାଳେ ଧର୍ମଗଡ ଚାରିଛକ ନିକଟରେ ଏକ ହାଇୱା ଧକ୍କାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି।
ମୃତକ ଜଣଙ୍କ ଜଣେ ଫେରିବାଲା ବ୍ୟବସାୟୀ ବୋଲି ଜଣାପଡିଛି। ଅନ୍ୟ ରାଜ୍ୟରୁ ଆସି ଗାଁ ଗାଁ ବୁଲି ବିଭିନ୍ନ ଖୁଚୁରା ଜିନିଷ ବିକ୍ରି କରୁଥିଲେ। ଦୁର୍ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।
Powered by Froala Editor