ଗ୍ରାହକଙ୍କୁ ଝଟକା, ସୁନା ଦର ପୁଣି ପାଇଲା ବୃଦ୍ଧି
ଭୁବନେଶ୍ୱର : ପୁଣି ଗ୍ରାହକଙ୍କୁ ଝଟକା ଦେଇଛି ବୃଦ୍ଧି ପାଉଥିବା ସୁନା ଦାମ୍। ଶନିବାର ଅର୍ଥାତ୍ ମାର୍ଚ୍ଚ ୨୮ରେ ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ୧,୪୮,୦୯୦ ଟଙ୍କା ରହିଛି। ଗତକାଲି ୧,୪୫,୫୮୦ ଟଙ୍କା ଥିଲା। ଏଥିରେ ୨,୫୧୦ ଟଙ୍କା ବୃଦ୍ଧି ପାଇଛି।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୩୫,୭୫୦ ଟଙ୍କା ରହିଛି। ଗତକାଲି ୧,୩୩,୪୫୦ ଟଙ୍କା ଥିଲା। ଏଥିରେ ୨,୩୦୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ୧୮ କ୍ୟାରେଟ୍ ୧୦ ଗ୍ରାମ ସୁନା ଦାମ୍ ୧,୧୧,୦୭୦ ଟଙ୍କା ରହିଛି। ଗତକାଲି ଏହା ୧,୦୯,୧୯୦ ଟଙ୍କା ଥିଲା। ଏଥିରେ ୧,୮୮୦ ଟଙ୍କା ବୃଦ୍ଧି ହୋଇଛି।
Powered by Froala Editor