Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ...

  • ୫୨ ବର୍ଷରେ ପାଦ ଥାପିଲେ ବିଜୟ

  • ଟ୍ରେନରେ ଧୁମ୍ରପାନ କଲେ ଜରିମାନା

  • ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ...

  • ଇନଷ୍ଟାମାର୍ଟରେ ଚା’ ଅର୍ଡର କରିବାରେ ...

  • ନୋଟ୍‌ରେ ମାଉସୀର ମୃତ୍ୟୁ ଲେଖି ...

  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ...

  • ବାହାରିନ୍ ଓଡିଆ ସମାଜ ଦ୍ୱାରା ୧୨ତମ ...

  • ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ...

  • ଦେଶର ୫୫୧ ସହର ଓ ବିଦେଶର ୧୪ଟି ସହରରେ ...

ରାଜ୍ୟ
Home ›› ରାଜ୍ୟ ››ରଣକୌଶଳାତ୍ମକ ସମନ୍ୱୟ ବୈଠକ କେନ୍ଦୁଝରରେ ବାଲ୍ୟ ବିବାହରୁ ରକ୍ଷା ପାଇଥିବା ପିଲାମାନଙ୍କ ପାଇଁ ପୁନର୍ବାସ ସମର୍ଥନକୁ ସୁଦୃଢ କରୁଛି

ରଣକୌଶଳାତ୍ମକ ସମନ୍ୱୟ ବୈଠକ କେନ୍ଦୁଝରରେ ବାଲ୍ୟ ବିବାହରୁ ରକ୍ଷା ପାଇଥିବା ପିଲାମାନଙ୍କ ପାଇଁ ପୁନର୍ବାସ ସମର୍ଥନକୁ ସୁଦୃଢ କରୁଛି

2026-03-26 12:19:27
14104
Share:
Facebook
Twitter
E-Mail
WhatsApp
Telegram
ରଣକୌଶଳାତ୍ମକ ସମନ୍ୱୟ ବୈଠକ କେନ୍ଦୁଝରରେ ବାଲ୍ୟ ବିବାହରୁ ରକ୍ଷା ପାଇଥିବା ପିଲାମାନଙ୍କ ପାଇଁ ପୁନର୍ବାସ ସମର୍ଥନକୁ ସୁଦୃଢ କରୁଛି


କେନ୍ଦୁଝର: ବାଲ୍ୟ ବିବାହରୁ ରକ୍ଷା ପାଇଯାଇଥିବା ପିଲାମାନଙ୍କର ପୁନର୍ବାସ ଓ ସାମାଜିକ ପୁନଃମିଶ୍ରଣକୁ ମଜଭୁତ କରିବା ନିମନ୍ତେ ସମ୍ପ୍ରତି ଜାରି ରହିଥିବା ପ୍ରୟାସର ଅଂଶ ଭାବରେ ହମାରା ବଚ୍‌ପନ ଟ୍ରଷ୍ଟ (ଏଚ୍‌ବିଟି) ବାଲ୍ୟ ବିବାହରୁ ରକ୍ଷା ପାଇଯାଇଥିବା ପିଲାମାନଙ୍କର ପୁନର୍ବାସ ଓ ସାମାଜିକ ପୁନଃମିଶ୍ରଣ ଉପରେ ଏକ ରଣକୌଶଳାତ୍ମକ ସମନ୍ୱୟ ବୈଠକ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦରବାର ହଲ୍‌ଠାରେ ୨୦୨୬ ମାର୍ଚ୍ଚ ୨୫ ତାରିଖରେ ଆୟୋଜନ କରିଥିଲା । 

ଏହି କାର୍ଯ୍ୟକ୍ରମରେ ୫୦ ଜଣ ବାଲ୍ୟ ବିବାହରୁ ରକ୍ଷା ପାଇଯାଇଥିବା ପିଲାଙ୍କ ସମେତ ୬୦ ଜଣ ସହଭାଗୀ ଅଂଶଗ୍ରହଣ କରିଥିଲେ ଏବଂ ଏହା ଆଲୋଚନା, ଯୋଜନା ପ୍ରସ୍ତୁତି ଏବଂ ମୁଖ୍ୟ ବିଭାଗସମୂହ ଓ ସେବା ଯୋଗାଣକାରୀଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ ନିମନ୍ତେ ଏକ ମଞ୍ଚ ଯୋଗାଇ ଦେଇଥିଲା ।

ହମାରା ବଚ୍‌ପନ ଟ୍ରଷ୍ଟ କେନ୍ଦୁଝର ଜିଲ୍ଲାରେ ଜଷ୍ଟ୍‌ ରାଇଟ୍‌ସ୍‌ ଫର ଚିଲଡ୍ରେନ (ଜେଆରସି) କାର୍ଯ୍ୟକ୍ରମ ଅଧୀନରେ କୈଳାସ ସତ୍ୟାର୍ଥୀ ଚିଲ୍‌ଡ୍ରେନ୍ସ ଫାଉଣ୍ଡେସନ (କେଏସ୍‌ସିଏଫ) ସହିତ ସହଭାଗୀତାରେ ସକ୍ରିୟ ଭାବରେ କାର୍ଯ୍ୟ କରିଆସୁଛି । ଏହା ବାଲ୍ୟ ବିବାହ ନିରାକରଣ ଏବଂ ଆପଦପ୍ରବଣ ଶିଶୁ ଓ କିଶୋରମାନଙ୍କ ନିମନ୍ତେ ସମର୍ଥନ ବ୍ୟବସ୍ଥା ମଜଭୁତ କରିବା ଉପରେ ଦୃଷ୍ଟିନିବଦ୍ଧ କରୁଛି । 

ଏହି ବୈଠକରେ ଶ୍ରୀମତୀ ସୋନାଲି ଦାଶ (ସିଡବ୍ଲୁ୍ସି), ଶ୍ରୀମତୀ ପ୍ରଶ୍ମୀ ସେନାପତି (ଡିସିପିୟୁ), ଶ୍ରୀ ଶ୍ରୀକାନ୍ତ ବେହେରା (ଜିଲ୍ଲା ଶିକ୍ଷା ଅଧିକାରୀ), ଶ୍ରୀମତୀ ରନିତା ଦାସ (ଡିଏସ୍‌ଡବ୍ଲୁ୍ୟଓ) ଏବଂ ଶ୍ରୀ ଅଭିଷେକ ଚକ୍ର (ଦକ୍ଷତା ବିକାଶ ଅଧିକାରୀ)ଙ୍କ ସମେତ ମୁଖ୍ୟ ସହଭାଗୀଗଣ ସମବେତ ହୋଇଥିଲେ । ବୈଠକରେ ଆଲୋଚନା ବାଲ୍ୟ ବିବାହରୁ ରକ୍ଷା ପାଇଯାଇଥିବା ପିଲାମାନଙ୍କର ଶିକ୍ଷା, ସୁରକ୍ଷା ଏବଂ ଜୀବିକାଗତ ସମର୍ଥନ ନିମନ୍ତେ ସମନ୍ୱିତ କାର୍ଯ୍ୟକଳାପ ଉପରେ ଦୃଷ୍ଟିନିବଦ୍ଧ କରିଥିଲା । 

ଏହି ବୈଠକର ଏକ ପ୍ରମୁଖ ଫଳାଫଳ ଥିଲା ପ୍ରତ୍ୟେକ ପିଲାଙ୍କ ନିମନ୍ତେ ୫୦ଟି ବ୍ୟକ୍ତିଗତ ସମନ୍ୱିତ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତି । କାର୍ଯ୍ୟକ୍ରମ ଅବସରରେ ଏହି ଯୋଜନାଗୁଡିକ ପ୍ରତ୍ୟେକ ପିଲା ପାଇଁ ନିରନ୍ତର ଶିକ୍ଷା, ଦକ୍ଷତା ତାଲିମ ଏବଂ ଜୀବିକା ଉପାର୍ଜନ ସୁଯୋଗ ସୁନିଶ୍ଚିତ କରିବାକୁ ଡିସିପିୟୁ ଏବଂ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ସମେତ ସଂପୃକ୍ତ ସରକାରୀ ବିଭାଗଗୁଡିକ ନିକଟରେ ଦାଖଲ କରାଯାଇଥିଲା ।

ସେମାନଙ୍କର ତତ୍‌କ୍ଷଣାତ ଆବଶ୍ୟକତାକୁ ସମର୍ଥନ କରିବା ଏବଂ ନିରନ୍ତର ନିୟୋଜନତାକୁ ଉତ୍ସାହିତ କରିବା ପାଇଁ ହମାରା ବଚ୍‌ପନ ଟ୍ରଷ୍ଟ ମଧ୍ୟ ସମସ୍ତ ୫୦ ଜଣ ବାଲ୍ୟ ବିବାହରୁ ରକ୍ଷା ପାଇଥିବା ପିଲାମାନଙ୍କୁ ଅତ୍ୟାବଶ୍ୟକ ଶିକ୍ଷଣ ସାମଗ୍ରୀ ସମେତ କିଟ୍‌ ବଣ୍ଟନ କରିଥିଲା ।

ଏହି ବୈଠକ ବାଲ୍ୟ ବିବହାରୁ ରକ୍ଷା ପାଇଥିବା ପିଲାମାନେ କେବଳ ସୁରକ୍ଷିତ ନୁହଁନ୍ତି, ତାହାସହିତ ସେମାନଙ୍କୁ ସେମାନଙ୍କର ଜୀବନ ଯେଭଳି ଇଜ୍ଜତ ଓ ସ୍ୱାଧୀନ ଭାବରେ ପୁନଃନିର୍ମାଣ କରିବାକୁ ସମର୍ଥନ ଯୋଗାଇ ଦିଆଯିବ, ତାହା ସୁନିଶ୍ଚିତ କରିବାକୁ ସଂସ୍ଥାନଗତ ସମନ୍ୱୟ ଏବଂ ଦୀର୍ଘସୂତ୍ରୀ ପୁନର୍ବାସ ଯୋଜନା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିଲା ।

ଏହି ପ୍ରୟାସ ନିରାକରଣରୁ ଊଦ୍ଧ୍ୱର୍କୁ ଯାଇ କେନ୍ଦୁଝରରେ ବାଲ୍ୟ ବିବାହରୁ ରକ୍ଷା ପାଇଥିବା ପିଲାମାନଙ୍କର ଦୀର୍ଘସ୍ଥାୟୀ ପୁନର୍ବାସ ଏବଂ ସାମାଜିକ ପୁନଃମିଶ୍ରଣ ଉପରେ ଦୃଷ୍ଟିନିବଦ୍ଧ କରିବା ଦିଗରେ ସମସ୍ତ ଅଂଶୀଦାରମାନଙ୍କ ଦ୍ୱାରା ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା ।

Powered by Froala Editor

Tags Child marriage

Related articles Odisha News Lens 4.1

  • ଦେଶର ୫୫୧ ସହର ଓ ବିଦେଶର ୧୪ଟି ସହରରେ ଚାଲିଛି ନିଟ୍‌-ୟୁଜି ପୁନଃପରୀକ୍ଷା
    ଦେଶ-ଦେଶାନ୍ତର

    ଦେଶର ୫୫୧ ସହର ଓ ବିଦେଶର ୧୪ଟି ସହରରେ ଚାଲିଛି ନିଟ୍‌-ୟୁଜି ପୁନଃପରୀକ୍ଷା

    15795
    Jun 21, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ
    ବିଶେଷ

    ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    14655
    Jun 22, 2026
  • ନୋଟ୍‌ରେ ମାଉସୀର ମୃତ୍ୟୁ ଲେଖି ଭଗବାନଙ୍କୁ ଗୁହାରି
    ଦେଶ-ଦେଶାନ୍ତର

    ନୋଟ୍‌ରେ ମାଉସୀର ମୃତ୍ୟୁ ଲେଖି ଭଗବାନଙ୍କୁ ଗୁହାରି

    14443
    Jun 22, 2026
  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର ...
    ଦେଶ-ଦେଶାନ୍ତର

    ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର ...

    14535
    Jun 22, 2026
  • ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ଓଡ଼ିଶାର ୨ ମହିଳା ମୃତ
    ଦେଶ-ଦେଶାନ୍ତର

    ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ଓଡ଼ିଶାର ୨ ମହିଳା ମୃତ

    14728
    Jun 22, 2026
  • ବାହାରିନ୍ ଓଡିଆ ସମାଜ ଦ୍ୱାରା ୧୨ତମ ଅନ୍ତରାଷ୍ଟ୍ରିୟ ଯୋଗ ଉତ୍ସବ ପାଳନ
    ଦେଶ-ଦେଶାନ୍ତର

    ବାହାରିନ୍ ଓଡିଆ ସମାଜ ଦ୍ୱାରା ୧୨ତମ ଅନ୍ତରାଷ୍ଟ୍ରିୟ ଯୋଗ ଉତ୍ସବ ପାଳନ

    14186
    Jun 22, 2026
  • ୫୨ ବର୍ଷରେ ପାଦ ଥାପିଲେ ବିଜୟ
    ଦେଶ-ଦେଶାନ୍ତର

    ୫୨ ବର୍ଷରେ ପାଦ ଥାପିଲେ ବିଜୟ

    15273
    Jun 22, 2026
  • ଟ୍ରେନରେ ଧୁମ୍ରପାନ କଲେ ଜରିମାନା
    ଦେଶ-ଦେଶାନ୍ତର

    ଟ୍ରେନରେ ଧୁମ୍ରପାନ କଲେ ଜରିମାନା

    14538
    Jun 22, 2026
  • ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ

    13796
    Jun 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇନଷ୍ଟାମାର୍ଟରେ ଚା’ ଅର୍ଡର କରିବାରେ ଭୁବନେଶ୍ୱର ଆଗରେ

    14788
    Jun 22, 2026
  • ଦେଶ-ଦେଶାନ୍ତର

    ନୋଟ୍‌ରେ ମାଉସୀର ମୃତ୍ୟୁ ଲେଖି ଭଗବାନଙ୍କୁ ଗୁହାରି

    14443
    Jun 22, 2026
  • ଦେଶ-ଦେଶାନ୍ତର

    ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ

    13796
    Jun 21, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16937
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17556
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17606
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18002
    Sep 06, 2023

ବିଶେଷ

  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    14655
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    14532
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15571
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14431
    Jun 19, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15759
    Jun 18, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13769
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14870
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15484
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15232
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟ୍ରେନରେ ଧୁମ୍ରପାନ କଲେ ଜରିମାନା

    14538
    Jun 22, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    14655
    Jun 22, 2026
  • ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ

    13796
    Jun 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In