୨ ଯୁବକଙ୍କୁ ଗୁଳି କରି ଦୁର୍ବୃତ୍ତ ଫେରାର୍
ବାଲେଶ୍ବର: ପୁଣି ବାଲେଶ୍ବରରେ ଫୁଟିଲା ଗୁଳି । ଅରଡ଼ବଜାର ଅଞ୍ଚଳରେ ବିଳମ୍ବିତ ରାତିରେ ଗୁଳିମାଡ଼ରେ ୨ ଯୁବକ ଗୁରୁତର ହୋଇଛନ୍ତି। ଗୁଳିମାଡ଼ କରି ଘଟଣାସ୍ଥଳରୁ ଅପରାଧୀମାନେ ଫେରାର ହୋଇଯାଇଛନ୍ତି । ଗୁରୁତର ହେଲେ ମନୋଜ କୁମାର ଦାସ ଓରଫ ଗେଡୁ ଓ କାର୍ତ୍ତିକ ପ୍ରସାଦ ଓରଫ ମୁନା । ଜଣକ ବାମ ହାତ ଓ ଆଉ ଜଣକ ପିଠିରେ ଗୁଳି ବାଜିଛି। ସହଦେଵ ଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
Powered by Froala Editor