Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, March 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ...

  • ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ

  • ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ...

  • ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ...

  • ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ...

  • ମାଲାୟଲମ ଅଭିନେତା ହରି ମୁରଲୀଙ୍କ ...

  • ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇ ପହଞ୍ଚିଲା ...

  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

  • ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ...

  • ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ...

Home ›› ››୧୨ଟି ଖଣିଜ ବ୍ଲକ ପାଇଁ ନିଲାମ ପ୍ରକ୍ରିୟାରେ ଦାଖଲ ହୋଇଛି ୧୪୨ଟି ବିଡ୍‌

୧୨ଟି ଖଣିଜ ବ୍ଲକ ପାଇଁ ନିଲାମ ପ୍ରକ୍ରିୟାରେ ଦାଖଲ ହୋଇଛି ୧୪୨ଟି ବିଡ୍‌

2026-02-11 05:25:31
14442
Share:
Facebook
Twitter
E-Mail
WhatsApp
Telegram
୧୨ଟି ଖଣିଜ ବ୍ଲକ ପାଇଁ ନିଲାମ ପ୍ରକ୍ରିୟାରେ ଦାଖଲ ହୋଇଛି ୧୪୨ଟି ବିଡ୍‌

ଭୁବନେଶ୍ୱର: ଓଡ଼ିଶାରେ ଖଣିଜ ଉତ୍ପାଦନ ଓ ଶିଳ୍ପ ବିକାଶକୁ ଦୃଷ୍ଟିରେ ରଖି ୧୨ଟି ଖଣିଜ ବ୍ଲକ୍‌ର ନିଲାମ ହୋଇଛି। ନିଲାମରେ ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ ଓ ନୂଆପଡ଼ା ଜିଲାର ଖଣିଜ ବ୍ଲକ୍‌ଗୁଡ଼ିକ ସାମିଲ ହୋଇଥିଲା। ଏଥିରେ ବିଶେଷକରି ଲୌହ, ବକ୍ସାଇଟ୍‌, ମାଙ୍ଗାନିଜ୍‌‌, ଚୂନପଥର ଓ ମିଶ୍ରିତ ଧାତୁ ଖଣି ରହିଥିଲା। ରାଜ୍ୟର ୧୨ଟି ଖଣିଜ ବ୍ଲକ ପାଇଁ ହୋଇଥିବା ନିଲାମ ପ୍ରକ୍ରିୟାରେ ମୋଟ ୧୪୨ଟି ବିଡ୍‌ ଦାଖଲ ହୋଇଛି।

ତଥ୍ୟାନୁସାରେ, ସୁନ୍ଦରଗଡ଼ ଜିଲାର ଆଲଘାଟ୍‌ ପଶ୍ଚିମ ଲୌହଖଣି ବ୍ଲକ ପାଇଁ ସର୍ବାଧିକ ୨୨ଟି ବିଡ୍‌ ଆସିଛି। ଏହି ବ୍ଲକ୍‌ରେ ୧୩୩.୪୦ ମିଲିୟନ୍‌ ଟନ୍‌ରୁ ଅଧିକ ସମ୍ଭାବ୍ୟ ଖଣିଜ ସମ୍ପଦ ରହିଛି। ଯେଉଁଥିରେ ୫୯.୦୪% ଲୌହ ଥିବା ଦର୍ଶାଯାଇଛି। ଏହି ଖଣି ପାଇଁ ଜିନ୍ଦଲ୍‌ ଷ୍ଟିଲ୍‌ ଲିମିଟେଡ୍‌, ରୁଙ୍ଗଟା ସନ୍ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଟାଟା ଷ୍ଟିଲ୍‌, ଜେଏସଡବ୍ଲ୍ୟୁ ଷ୍ଟିଲ୍‌, ଆର୍ସେଲର ମିତ୍ତଲ-ନିପ୍ପନ୍ ଷ୍ଟିଲ୍‌ ଇଣ୍ଡିଆ, ବେଦାନ୍ତ ଓ ଏସାର୍‌ ମିନମେଟ୍‌ ଭଳି ବୃହତ୍ କମ୍ପାନୀ ବିଡ୍‌ ଦାଖଲ କରିଛନ୍ତି। ୫୭.୮୭% ଲୌହ ଥିବା କେନ୍ଦୁଝର ଜିଲାର ରେଙ୍ଗାଲାବେର୍‌ହା ଉତ୍ତର-ପୂର୍ବ ଏକ୍ସଟେନସନ୍ ଓ ନୂଆଗାଁ ପଶ୍ଚିମ ଲୌହଖଣିରେ ୩୭.୯୫ ମିଲିୟନ୍‌ ଟନ୍ ସମ୍ପଦ ରହିଛି। ଏହି ଖଣିଜ ବ୍ଲକ ପାଇଁ ୧୯ଟି ବିଡ୍ ଆସିଛି। ୫୦.୫୩୨ ମିଲିୟନ ଟନ୍ ସମ୍ପଦ ମହଜୁଦ ଥିବା ଠାକୁରାଣୀ-ଏ୧ ଲୌହଖଣି ବ୍ଲକ୍ ପାଇଁ ମଧ୍ୟ ୧୯ଟି ବିଡ୍‌ ଜମା ହୋଇଛି। କୋରାପୁଟ ଜିଲାର ତରହପାଣି (ପଶ୍ଚିମ) ଓ କର୍ଣ୍ଣପୋଡ଼ିକୋଣ୍ଡା ବକ୍ସାଇଟ୍‌ ବ୍ଲକ୍ ପାଇଁ ହିଣ୍ଡାଲକୋ, ବେଦାନ୍ତ ଓ ନାଲକୋ ଭଳି କମ୍ପାନୀମାନେ ବିଡ୍‌ ଦାଖଲ କରିଛନ୍ତି। କୋରାପୁଟ ଜିଲା କୁଟିଙ୍ଗା, ସୁନ୍ଦରଗଡ଼ ଜିଲା ପାଟମୁଣ୍ଡା-ଏ ଓ କେନ୍ଦୁଝର ଜିଲାର ଜାଜଙ୍ଗ-ଏ ମାଙ୍ଗାନିଜ୍‌ ବ୍ଲକ୍‌ଗୁଡ଼ିକ ପାଇଁ ବହୁ ସ୍ପଞ୍ଜ ଆଇରନ୍‌ ଉତ୍ପାଦକ ବିଡ୍‌ ଦାଖଲ କରିଛନ୍ତି। ସେହିଭଳି ବଲାଙ୍ଗିର ଜିଲାର ତେଲିପଦର-ଲୁକାପଦା-ପିପଲମୁଣ୍ଡା ଚୂନପଥର ବ୍ଲକ ଏବଂ ସୁନ୍ଦରଗଡ଼ର ଟୁନମୁରା ଚୂନପଥର ଓ ଡୋଲୋମାଇଟ୍‌ ବ୍ଲକ୍ ପାଇଁ ସିମେଣ୍ଟ ନିର୍ମାତାଙ୍କ ସହ ବହୁ କମ୍ପାନୀ ଆଗ୍ରହ ଦେଖାଇଛନ୍ତି।

ଅପରପକ୍ଷେ ନୂଆପଡ଼ା ଜିଲାର ଗାରାମୁରା ଚୂନପଥର (ଲାଇମଷ୍ଟୋନ୍) ବ୍ଲକ୍ ପାଇଁ ଗୋଟିଏ ବି ବିଡ୍ ଦାଖଲ ହୋଇନାହିଁ।  

Powered by Froala Editor

Tags Mines

Related articles Odisha News Lens 4.1

  • ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି ...
    ଦେଶ-ଦେଶାନ୍ତର

    ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି ...

    15578
    Mar 13, 2026
  • ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି

    13506
    Mar 13, 2026
  • ମାଲାୟଲମ ଅଭିନେତା ହରି ମୁରଲୀଙ୍କ ଦେହାନ୍ତ, କାରଣ ଜଣାପଡ଼ିନାହିଁ
    ଦେଶ-ଦେଶାନ୍ତର

    ମାଲାୟଲମ ଅଭିନେତା ହରି ମୁରଲୀଙ୍କ ଦେହାନ୍ତ, କାରଣ ଜଣାପଡ଼ିନାହିଁ

    14902
    Mar 12, 2026
  • ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇ ପହଞ୍ଚିଲା ଭାରତ ତୈଳ ଟ୍ୟାଙ୍କର୍
    ଦେଶ-ଦେଶାନ୍ତର

    ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇ ପହଞ୍ଚିଲା ଭାରତ ତୈଳ ଟ୍ୟାଙ୍କର୍

    15412
    Mar 12, 2026
  • ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ
    ଦେଶ-ଦେଶାନ୍ତର

    ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ

    14098
    Mar 13, 2026
  • ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ପେଟ୍ରୋଲିୟମ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ପେଟ୍ରୋଲିୟମ ମନ୍ତ୍ରୀ

    15012
    Mar 12, 2026
  • ପେଇଂ ଗେଷ୍ଟଙ୍କୁ  ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି

    15486
    Mar 12, 2026
  • ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଅସମ୍ମାନ
    ଖେଳ ଖବର

    ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଅସମ୍ମାନ

    13794
    Mar 12, 2026
  •  ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ
    ଦେଶ-ଦେଶାନ୍ତର

    ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ

    15763
    Mar 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇ ପହଞ୍ଚିଲା ଭାରତ ତୈଳ ଟ୍ୟାଙ୍କର୍

    15412
    Mar 12, 2026
  • ଦେଶ-ଦେଶାନ୍ତର

    ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ପେଟ୍ରୋଲିୟମ ମନ୍ତ୍ରୀ

    15012
    Mar 12, 2026
  • ଦେଶ-ଦେଶାନ୍ତର

    ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି

    15486
    Mar 12, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17367
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17430
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17778
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16250
    Apr 03, 2021

ବିଶେଷ

  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13586
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    14260
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15059
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14814
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15264
    Mar 05, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15675
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15136
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14987
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14498
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମାଲାୟଲମ ଅଭିନେତା ହରି ମୁରଲୀଙ୍କ ଦେହାନ୍ତ, କାରଣ ଜଣାପଡ଼ିନାହିଁ

    14902
    Mar 12, 2026
  • ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି

    13506
    Mar 13, 2026
  • ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି

    15486
    Mar 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In