ନିଆଁ ଲାଗି ପୋଡିଗଲା କାର
ମାଲକାନଗିରି:ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ୱାଗତ ହୋଟେଲ ଏବଂ ତ୍ରିମୂର୍ତ୍ତି ଦୋକାନ ସମ୍ମୁଖରେ ବିଳମ୍ବିତ ରାତିରେ ହଠାତ ଏକ କାରରେ ନିଆଁ ଲାଗିଯାଇଛି। ଫଳରେ କାରଟି ସମ୍ପୂର୍ଣ ପୋଡ଼ିଯାଇଛି। ପରେ ସୂଚନା ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ କାରରେ କିପରି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି ।
Powered by Froala Editor