ବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ
ବୀରମିତ୍ରପୁର: ବେଦବ୍ୟାସ ଶଙ୍ଖ ନଦୀ ବ୍ରିଜ୍ ତଳକୁ ଖସିଲା ଟ୍ରକ୍। ଜଣେ ମୃତ, ଗୁରୁତର ଡ୍ରାଇଭର ଆର୍ଜିଏଚ୍ରେ ଭର୍ତ୍ତି। ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା ସହର ବୀରମିତ୍ରପୁର ଥାନା ଯମୁନା ନାକୀ ବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଏକ ଟ୍ରକ ବ୍ରିଜ୍ ଉପରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଖସି ପଡିଥିଲା। ଫଳରେ ଘଟଣାସ୍ଥଳରେ ହେଲପରଙ୍କର ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Powered by Froala Editor