Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ...

  • ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ...

  • ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ

  • ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍‌ପାଥରେ ...

  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

  • ମନା କରି ଦେଲେ ହାଇକୋର୍ଟ, ହଟିବନି ...

  • ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ...

  • UPI ଓ ATM ରେ ଉଠାଇ ହେବ EPFO ଟଙ୍କା

  • ଟେଲିଗ୍ରାମ’ ଉପରେ ଅସ୍ଥାୟୀ ...

  • ମାନସିକି ଶାନ୍ତି ପାଇଁ ସ୍ମାର୍ଟ ଫୋନ୍ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ନିପା ଭାଇରସ ପାଇଁ ସତର୍କ କଲେ ଡବ୍ଲୁଏଚ୍‌ଓ

ନିପା ଭାଇରସ ପାଇଁ ସତର୍କ କଲେ ଡବ୍ଲୁଏଚ୍‌ଓ

2026-02-02 17:32:09
14232
Share:
Facebook
Twitter
E-Mail
WhatsApp
Telegram
ନିପା ଭାଇରସ ପାଇଁ ସତର୍କ କଲେ ଡବ୍ଲୁଏଚ୍‌ଓ

ନିପା ଭାଇରସ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଭାରତରେ ଚେତାବନୀ ଜାରି କରିଛି। ଡବ୍ଲୁଏଚ୍‌ଓ ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟସସ୍ କହିଛନ୍ତି, ନିପା ଭାଇରସ ମାମଲା ଅତ୍ୟନ୍ତ ଗମ୍ଭୀର। ଏହି ଭାଇରସର ସାମ୍ପ୍ରତିକ ମାମଲା କେବଳ ଭାରତରେ ସୀମିତ ରହିଛି। 

ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ ନିପା ଭାଇରସର ଦୁଇଟି ମାମଲା ରିପୋର୍ଟ ହୋଇଥିଲା। ଉଭୟ ନର୍ସିଂ ଷ୍ଟାଫ୍ ଥିଲେ। ଅଧିକାରୀମାନେ କହିଛନ୍ତି, ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହୋଇଛି। ସେମାନଙ୍କର ନମୂନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି। ପୁରୁଷ ନର୍ସଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ମହିଳା ନର୍ସଙ୍କୁ ଭେଣ୍ଟିଲେଟର ସପୋର୍ଟରୁ ବାହାର କରିଦିଆଯାଇଛି। ତାଙ୍କ ଉପରେ ନଜର ରଖାଯାଇଛି। ଉଭୟ ରୋଗୀଙ୍କ ମଧ୍ୟରେ ଡିସେମ୍ବର ୨୦୨୫ ଶେଷ ଭାଗରେ ଲକ୍ଷଣ ଦେଖାଯାଇଥିଲା । ସେମାନଙ୍କୁ ଜାନୁଆରି ୨୦୨୬ ଆରମ୍ଭରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା।

ପଶ୍ଚିମବଙ୍ଗରେ ରିପୋର୍ଟ ହୋଇଥିବା ଦୁଇଟି ମାମଲା ସମ୍ପର୍କରେ ସୂଚିତ କରି କହିଛନ୍ତି, ୧୯୯୮ରେ ପ୍ରଥମ ଥର ପାଇଁ ଭାଇରସ ଚିହ୍ନଟ ହେବା ପରଠାରୁ ଏହା ରାଜ୍ୟରେ ତୃତୀୟ ମାମଲା। ଭାରତରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୯୦ ରୁ ଅଧିକ ଲୋକଙ୍କ ଉପରେ ନଜର ରଖାଯାଇଛି। ଏପର୍ଯ୍ୟନ୍ତ କେହି ଏହି ରୋଗରେ ଆକ୍ରାନ୍ତ ହୋଇନାହାନ୍ତି। ଭାରତରେ ଏନେଇ ନିରୀକ୍ଷଣ ଓ ପରୀକ୍ଷା ବୃଦ୍ଧି କରାଯାଇଛି। 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୋଟିଏ ଦିନ ପୂର୍ବରୁ କହିଥିଲା ଯେ, ଭାଇରସ ବ୍ୟାପିବାର ବିପଦ କମ୍ ରହିଛି। ଯାତ୍ରା ଅବା ବାଣିଜ୍ୟକୁ ପ୍ରତିବନ୍ଧକର କୌଣସି ଆବଶ୍ୟକତା ନାହିଁ। 

Powered by Froala Editor

Tags nipa

Related articles Odisha News Lens 4.1

  • ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ
    ଦେଶ-ଦେଶାନ୍ତର

    ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ

    15600
    Jun 19, 2026
  • ଟେଲିଗ୍ରାମ’ ଉପରେ ଅସ୍ଥାୟୀ ପ୍ରତିବନ୍ଧକକୁ ଚାଲେଞ୍ଜ କରି ପିଟିସନ ଦାୟର
    ଦେଶ-ଦେଶାନ୍ତର

    ଟେଲିଗ୍ରାମ’ ଉପରେ ଅସ୍ଥାୟୀ ପ୍ରତିବନ୍ଧକକୁ ଚାଲେଞ୍ଜ କରି ପିଟିସନ ଦାୟର

    14027
    Jun 19, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ
    ବିଶେଷ

    ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15081
    Jun 20, 2026
  • UPI ଓ ATM ରେ ଉଠାଇ ହେବ EPFO ଟଙ୍କା
    ଦେଶ-ଦେଶାନ୍ତର

    UPI ଓ ATM ରେ ଉଠାଇ ହେବ EPFO ଟଙ୍କା

    13889
    Jun 19, 2026
  • ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ଆସିଥିବା ଗୁଜରାଟ ଝିଅକୁ ଝୁଣି ପକାଇଲେ
    ଅପରାଧ

    ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ଆସିଥିବା ଗୁଜରାଟ ଝିଅକୁ ଝୁଣି ପକାଇଲେ

    14881
    Jun 20, 2026
  • ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍‌ପାଥରେ ଚାଲିବା ମୌଳିକ ଅଧିକାର: ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍‌ପାଥରେ ଚାଲିବା ମୌଳିକ ଅଧିକାର: ସୁପ୍ରିମକୋର୍ଟ

    13364
    Jun 20, 2026
  • ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ଠକେଇର ଶିକାର
    ଦେଶ-ଦେଶାନ୍ତର

    ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ଠକେଇର ଶିକାର

    15435
    Jun 19, 2026
  • ମାନସିକି ଶାନ୍ତି ପାଇଁ ସ୍ମାର୍ଟ ଫୋନ୍ ଭାଙ୍ଗିଲେ ଗାଁଲୋକ
    ଦେଶ-ଦେଶାନ୍ତର

    ମାନସିକି ଶାନ୍ତି ପାଇଁ ସ୍ମାର୍ଟ ଫୋନ୍ ଭାଙ୍ଗିଲେ ଗାଁଲୋକ

    13635
    Jun 19, 2026
  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାହାଣୀକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟ୍ରି
    ମନୋରଞ୍ଜନ

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାହାଣୀକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟ୍ରି

    14761
    Jun 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟେଲିଗ୍ରାମ’ ଉପରେ ଅସ୍ଥାୟୀ ପ୍ରତିବନ୍ଧକକୁ ଚାଲେଞ୍ଜ କରି ପିଟିସନ ଦାୟର

    14027
    Jun 19, 2026
  • ଦେଶ-ଦେଶାନ୍ତର

    ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ

    14159
    Jun 20, 2026
  • ଅପରାଧ

    ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ଆସିଥିବା ଗୁଜରାଟ ଝିଅକୁ ଝୁଣି ପକାଇଲେ

    14881
    Jun 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16933
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17553
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17601
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17995
    Sep 06, 2023

ବିଶେଷ

  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15081
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14001
    Jun 19, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15687
    Jun 18, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14905
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14417
    Jun 15, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13763
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14863
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15476
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15226
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ଆସିଥିବା ଗୁଜରାଟ ଝିଅକୁ ଝୁଣି ପକାଇଲେ

    14881
    Jun 20, 2026
  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାହାଣୀକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟ୍ରି

    14761
    Jun 20, 2026
  • ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ

    14159
    Jun 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In