Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, February 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • Grammy Awardରେ ସମ୍ମାନିତ ଦଲାଇ ଲାମା

  • ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ ୪ ...

  • ନିପା ଭାଇରସ ପାଇଁ ସତର୍କ କଲେ ଡବ୍ଲୁଏଚ୍‌ଓ

  • ଏସ୍ଆଇଆର ପକ୍ରିୟାରେ ଅନିୟମିତତା ...

  • ଲଗାତାର ଆଜିବି ଖସିଛି ସୁନା ଓ ରୁପା ଦର

  • ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା

  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ...

  • ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ...

  • “ହମ୍ପଟି ଡମ୍ପଟି ବଜେଟ”: ମମତା ବାନାର୍ଜୀ

  • ଭୁଶୁଡିଲା ସେୟାର ମାର୍କେଟ

Home ›› ››“ହମ୍ପଟି ଡମ୍ପଟି ବଜେଟ”: ମମତା ବାନାର୍ଜୀ

“ହମ୍ପଟି ଡମ୍ପଟି ବଜେଟ”: ମମତା ବାନାର୍ଜୀ

2026-02-01 14:42:53
14581
Share:
Facebook
Twitter
E-Mail
WhatsApp
Telegram
“ହମ୍ପଟି ଡମ୍ପଟି ବଜେଟ”:   ମମତା ବାନାର୍ଜୀ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିବା ଚଳିତ  ଆର୍ଥିକ  ୨୦୨୬-୨୦୨୭ ବର୍ଷର ବଜେଟ ଉପରେ ଘୋର ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବଜେଟକୁ ତୀବ୍ର ସମାଲୋଚନା କରି ଏହାକୁ ଏକ “ହମ୍ପଟି ଡମ୍ପଟି ବଜେଟ” ବୋଲି ଆଖ୍ୟା ଦେଇଛନ୍ତି। ବଜେଟ ଉପସ୍ଥାପନା ପରେ ଭାରତୀୟ ଶେୟାର ବଜାରରେ ଦେଖାଦେଇଥିବା ବଡ଼ ଧରଣର ହ୍ରାସକୁ ସେ ଏହି ନର୍ସରୀ ରାଇମ୍ ମାଧ୍ୟମରେ କଟାକ୍ଷ କରିଛନ୍ତି।

ସେ କହିଛନ୍ତି କେନ୍ଦ୍ର ଦ୍ଵାରା ଉପସ୍ଥାପିତ କରାଯାଇଥିବା ବଜେଟ ଦେଶର ଜନସାଧାରଣଙ୍କୁ ଭ୍ରମିତ କରାଯାଉଛି । ବଙ୍ଗକୁ ଏହାର ସଠିକ୍ ପାଣ୍ଠିରୁ ବଞ୍ଚିତ କରୁଥିବା ନେଇ ମମତା ଅଭିଯୋଗ କରିଛନ୍ତି। ମମତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ଆମ ରାଜ୍ୟରୁ ବହୁ ପରିମାଣର ଟିକସ ସଂଗ୍ରହ କରୁଛି ତାହା ସତ୍ତ୍ୱେ ବଙ୍ଗର ପ୍ରାପ୍ୟ ପ୍ରଦାନ କରିବାରେ କେନ୍ଦ୍ର ବିଫଳ ହୋଇଛି। ସେମାନେ ବଙ୍ଗକୁ ଗୋଟିଏ ପଇସା ମଧ୍ୟ ଦେଇନାହାଁନ୍ତି। କେବଳ ଗୋଟିଏ ଟିକସ ହେଉଛି ଜିଏସଟି । ସେମାନେ ଆମର ଟଙ୍କା ଛଡ଼ାଇ ନେଉଛନ୍ତି ଏବଂ ବଡ଼ ବଡ଼ କଥା କହୁଛନ୍ତି ଯେ ସେମାନେ ଆମକୁ ଟଙ୍କା ଦେଉଛନ୍ତି। ଏହା ଆମର ଟଙ୍କା କହି ମମତା କେନ୍ଦ୍ରକୁ କଟାକ୍ଷ କରିଛନ୍ତି।

ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ଏହି ବଜେଟରେ ପଶ୍ଚିମବଙ୍ଗ ପାଇଁ କୌଣସି ଆର୍ଥିକ ସହାୟତା ପ୍ରଦାନ କରାଯାଇ ନାହିଁ। ସେ କହିଛନ୍ତି, “ଏହି ବଜେଟ ଦିଗହୀନ, ଦୂରଦୃଷ୍ଟିହୀନ ଏବଂ ଜନବିରୋଧୀ। ଏହା ମହିଳା, କୃଷକ, ଶିକ୍ଷା ଏବଂ ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ।”

କଂଗ୍ରେସ ମଧ୍ୟ ଏହି ବଜେଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ବଜେଟରେ କୃଷକ ଓ ଯୁବପିଢ଼ିଙ୍କ ନିଯୁକ୍ତି ପାଇଁ କୌଣସି ଖୋରାକ ନଥିବା ଦଳ ପକ୍ଷରୁ କୁହାଯାଇଛି।

Powered by Froala Editor

Tags mamata

Related articles Odisha News Lens 4.1

  • ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ ୪ ରାଉଣ୍ଡ ଫାୟାରିଂ
    ମନୋରଞ୍ଜନ

    ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ ୪ ରାଉଣ୍ଡ ଫାୟାରିଂ

    15520
    Feb 02, 2026
  • “ହମ୍ପଟି ଡମ୍ପଟି ବଜେଟ”:   ମମତା ବାନାର୍ଜୀ
    ଦେଶ-ଦେଶାନ୍ତର

    “ହମ୍ପଟି ଡମ୍ପଟି ବଜେଟ”: ମମତା ବାନାର୍ଜୀ

    14581
    Feb 01, 2026
  • Grammy Awardରେ ସମ୍ମାନିତ ଦଲାଇ ଲାମା
    ଦେଶ-ଦେଶାନ୍ତର

    Grammy Awardରେ ସମ୍ମାନିତ ଦଲାଇ ଲାମା

    13366
    Feb 02, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ
    ବିଶେଷ

    ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    13759
    Feb 02, 2026
  • ଲଗାତାର ଆଜିବି ଖସିଛି ସୁନା ଓ ରୁପା ଦର
    ଦେଶ-ଦେଶାନ୍ତର

    ଲଗାତାର ଆଜିବି ଖସିଛି ସୁନା ଓ ରୁପା ଦର

    15486
    Feb 02, 2026
  • ଭୁଶୁଡିଲା ସେୟାର ମାର୍କେଟ
    ବାଣିଜ୍ୟ

    ଭୁଶୁଡିଲା ସେୟାର ମାର୍କେଟ

    14153
    Feb 01, 2026
  • ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା
    ଦେଶ-ଦେଶାନ୍ତର

    ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା

    14528
    Feb 02, 2026
  • ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ହାର
    ମନୋରଞ୍ଜନ

    ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ହାର

    15628
    Feb 01, 2026
  • ଏସ୍ଆଇଆର ପକ୍ରିୟାରେ ଅନିୟମିତତା ଅଭିଯୋଗ, ସୁପ୍ରିମକୋର୍ଟରେ ମମତା ବାନାର୍ଜୀ
    ଦେଶ-ଦେଶାନ୍ତର

    ଏସ୍ଆଇଆର ପକ୍ରିୟାରେ ଅନିୟମିତତା ଅଭିଯୋଗ, ସୁପ୍ରିମକୋର୍ଟରେ ମମତା ବାନାର୍ଜୀ

    14418
    Feb 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    13759
    Feb 02, 2026
  • ମନୋରଞ୍ଜନ

    ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ହାର

    15628
    Feb 01, 2026
  • ଦେଶ-ଦେଶାନ୍ତର

    ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା

    14528
    Feb 02, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17320
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17393
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17738
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16214
    Apr 03, 2021

ବିଶେଷ

  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    13759
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14301
    Jan 31, 2026
  • ଏମିତି କଲେ ହେବ ନାହିଁ ଗ୍ୟାସ୍

    14450
    Jan 29, 2026
  • ଅଧିକ ପିଆଜ ଖାଆନ୍ତୁ ନାହିଁ ଏହି ରୋଗୀ

    16031
    Jan 28, 2026
  • ମନିପ୍ଲାଣ୍ଟକୁ ଶୟନ କକ୍ଷରେ ଏହି ଦିଗରେ ରଖିବା ସବୁଠାରୁ ଶୁଭ

    16342
    Jan 27, 2026

ବାଣିଜ୍ୟ

ଭୁଶୁଡିଲା ସେୟାର ମାର୍କେଟ

ଘରୋଇ ସେୟାର ବଜାରରେ ଏକ ଭୟଙ୍କର ସୁନାମି ଦେଖିବାକୁ ମିଳିଛି। ରବିବାର ଦିନ, BSE ସେନସେକ୍ସରେ ୧୫୪୬.୮୪ ପଏଣ୍ଟ (୧.୮୮%) ହ୍ରାସ ଘଟି ୮୦୭୨୨.୯୪ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି NSE ନିଫ୍ଟି ୫୦ ଇଣ୍ଡେକ୍ସରେ ୪୯୫.୨୦ (୧.୯୬%) ହ୍ରାସ ଘଟି ୨୪୮୨୫.୪୫ ପଏଣ୍ଟରେ ବନ୍ଦ ହୋଇଥିଲା । ତେବେ ବଜେଟ୍ ଦିନ ସବୁଜ ରଙ୍ଗରେ ଖୋଲିଥ ...

  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16050
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15325
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15738
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15488
    Jan 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୁଶୁଡିଲା ସେୟାର ମାର୍କେଟ

    14153
    Feb 01, 2026
  • ଲଗାତାର ଆଜିବି ଖସିଛି ସୁନା ଓ ରୁପା ଦର

    15486
    Feb 02, 2026
  • ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ହାର

    15628
    Feb 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In