ଆନନ୍ଦବଜାରରେ ବ୍ୟକ୍ତିଙ୍କ ଫୋନରେ ଗପିବା ଭିଡ଼ିଓ ଭାଇରାଲ
ପୁରୀ: ଶ୍ରୀମନ୍ଦିର ଭିତରକୁ ପୁଣି ଗଲା ମୋବାଇଲ ଫୋନ୍ । ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଫୋନରେ ଗପିବାର ଭିଡ଼ିଓ ଭାଇରାଲ ହୋଇଛି । ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ମୋବାଇଲ ବାରଣ କରାଯାଇଛି । ହେଲେ ବାରମ୍ବାର ଫୋନ୍ ଭିତରକୁ ଯାଉଛି, ଏବଂ ଫଟୋ ଓ ଭିଡ଼ିଓ ଭାଇରାଲ ହେଉଛି । ଏହି ଘଟଣାର ତଦନ୍ତ ଚାଲିଛି ।
Powered by Froala Editor