Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, February 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲଗାତାର କମିବାରେ ଲାଗିଛି ସୁନା ଦର

  • Grammy Awardରେ ସମ୍ମାନିତ ଦଲାଇ ଲାମା

  • ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ ୪ ...

  • ନିପା ଭାଇରସ ପାଇଁ ସତର୍କ କଲେ ଡବ୍ଲୁଏଚ୍‌ଓ

  • ଏସ୍ଆଇଆର ପକ୍ରିୟାରେ ଅନିୟମିତତା ...

  • ଲଗାତାର ଆଜିବି ଖସିଛି ସୁନା ଓ ରୁପା ଦର

  • ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା

  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ...

  • ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ...

  • “ହମ୍ପଟି ଡମ୍ପଟି ବଜେଟ”: ମମତା ବାନାର୍ଜୀ

Home ›› ››ଓସ୍କାର ରେସ୍‌ରେ ‘କାନ୍ତାରା-୧’, ‘ତନ୍‌ଭି ଦ ଗ୍ରେଟ୍’

ଓସ୍କାର ରେସ୍‌ରେ ‘କାନ୍ତାରା-୧’, ‘ତନ୍‌ଭି ଦ ଗ୍ରେଟ୍’

2026-01-11 20:22:30
14692
Share:
Facebook
Twitter
E-Mail
WhatsApp
Telegram
ଓସ୍କାର ରେସ୍‌ରେ ‘କାନ୍ତାରା-୧’, ‘ତନ୍‌ଭି ଦ ଗ୍ରେଟ୍’

୯୮ତମ ଏକାଡେମୀ ଆୱାର୍ଡସ୍ (ଓସ୍କାର)ସମାରୋହ ଭାରତୀୟ ସିନେମା ପାଇଁ ଐତିହାସିକ ମୁହୂର୍ତ୍ତ ହେବ । ସଦ୍ୟ ରିପୋର୍ଟ ଅନୁସାରେ, ଓସ୍କାର-୨୦୨୬ରେ ଶ୍ରେଷ୍ଠ ଚଳଚ୍ଚିତ୍ର ବିଭାଗରେ ନୋମିନେସନ୍ ପାଇଁ ୨୦୧ ଫିଚର୍ ଫିଲ୍ମ ତାଲିକାରେ ଦୁଇଟି ଭାରତୀୟ ଫିଲ୍ମ ସ୍ଥାନ ପାଇଛି । ଋଷଭ ଶେଟ୍ଟୀଙ୍କ ‘କାନ୍ତାରା: ଏ ଲିଜେଣ୍ଡ୍- ଭାଗ-୧’ ଓ ଅନୁପମ ଖେର୍ଙ୍କ ‘ତନ୍‌ଭି ଦ ଗ୍ରେଟ୍’ ଓସ୍କାର ନୋମିନେସନ୍ ପାଇଁ ରେସ୍‌ରେ ଏଣ୍ଟ୍ରି କରିଛି ।

ଦି ଏକାଡେମୀ ଅଫ୍‌ ମୋଶନ ପିକ୍ସର ଆଟର୍‌ସ ଆଣ୍ଡ ସାଇନ୍ସ ପକ୍ଷରୁ ଏହା ଘୋଷଣା କରାଯାଇଛି। ୯୮ତମ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟ ଚଳଚ୍ଚିତ୍ରଗୁଡ଼ିକର ତାଲିକା ଗୁରୁବାର ପ୍ରକାଶ ପାଇଥିଲା। ଆସନ୍ତା ୨୨ରେ ନାମାଙ୍କନ ଘୋଷଣା ହେବ। ୯୮ତମ ଏକାଡେମୀ ପୁରସ୍କାର ପାଇଁ ମୋଟ ୩୧୭ ଫିଚର ଫିଲ୍ମ ଯୋଗ୍ୟ ବିବେଚିତ ହୋଇଥିବାବେଳେ ସେଥିରୁ ୨୦୧ଟି ଚଳଚ୍ଚିତ୍ର ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ଅତିରିକ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିଛନ୍ତି। ଅନୁପମ୍‌ ଖେର୍‌ଙ୍କ ନିର୍ଦ୍ଦେଶିତ ବହୁଭାଷୀ ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାବତାର ନରସିଂହା’ ଏବଂ ପ୍ରଥମ ଥର ଫିଲ୍ମ ନିର୍ମାତା ହୋଇଥିବା ଅବିଶାନ ଜୀବିନ୍ଥଙ୍କ ତାମିଲ ଟାଇଟଲ୍‌ ‘ଟୁରିଷ୍ଟ ଫାମିଲି’ ଏବଂ ରାଧିକା ଆପ୍‌ଟେ ଅଭିନୀତ ‘ସିଷ୍ଟର ମିଡ୍‌ନାଇଟ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛି।

ଏ ସମସ୍ତ ଫିଲ୍ମ ଓସ୍କାର ଦୌଡ଼ରେ ସାମିଲ ହେବା ପାଇଁ ଆବଶ୍ୟକ ସମସ୍ତ ମାନଦଣ୍ଡ ପୂରଣ କରିଛନ୍ତି । ତନ୍ମଧ୍ୟରେ ଉଭୟ ‘କାନ୍ତାରା-୧’ ଓ ‘ତନ୍‌ଭି ଦ ଗ୍ରେଟ୍’ ଏହି ଆବଶ୍ୟକତା ପୂରଣ କରି ବିଶ୍ୱ ମଞ୍ଚରେ ମଜଭୁତ ପ୍ରତିଯୋଗୀ ଭାବେ ଉଭା ହୋଇଛନ୍ତି । ଆସନ୍ତା ୨୨ ତାରିଖରେ ଓସ୍କାର ନୋମିନେସନ୍ ଘୋଷଣା ହେବ । ମାର୍ଚ୍ଚ ୧୬ ତାରିଖରେ ସମାରୋହ ଆୟୋଜିତ ହେବ।


Powered by Froala Editor

Tags oscar

Related articles Odisha News Lens 4.1

  • Grammy Awardରେ ସମ୍ମାନିତ ଦଲାଇ ଲାମା
    ଦେଶ-ଦେଶାନ୍ତର

    Grammy Awardରେ ସମ୍ମାନିତ ଦଲାଇ ଲାମା

    13430
    Feb 02, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ
    ବିଶେଷ

    ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    13824
    Feb 02, 2026
  • ଲଗାତାର ଆଜିବି ଖସିଛି ସୁନା ଓ ରୁପା ଦର
    ଦେଶ-ଦେଶାନ୍ତର

    ଲଗାତାର ଆଜିବି ଖସିଛି ସୁନା ଓ ରୁପା ଦର

    15555
    Feb 02, 2026
  • ଏସ୍ଆଇଆର ପକ୍ରିୟାରେ ଅନିୟମିତତା ଅଭିଯୋଗ, ସୁପ୍ରିମକୋର୍ଟରେ ମମତା ବାନାର୍ଜୀ
    ଦେଶ-ଦେଶାନ୍ତର

    ଏସ୍ଆଇଆର ପକ୍ରିୟାରେ ଅନିୟମିତତା ଅଭିଯୋଗ, ସୁପ୍ରିମକୋର୍ଟରେ ମମତା ବାନାର୍ଜୀ

    14484
    Feb 02, 2026
  • “ହମ୍ପଟି ଡମ୍ପଟି ବଜେଟ”:   ମମତା ବାନାର୍ଜୀ
    ଦେଶ-ଦେଶାନ୍ତର

    “ହମ୍ପଟି ଡମ୍ପଟି ବଜେଟ”: ମମତା ବାନାର୍ଜୀ

    14646
    Feb 01, 2026
  • ନିପା ଭାଇରସ ପାଇଁ ସତର୍କ କଲେ ଡବ୍ଲୁଏଚ୍‌ଓ
    ଦେଶ-ଦେଶାନ୍ତର

    ନିପା ଭାଇରସ ପାଇଁ ସତର୍କ କଲେ ଡବ୍ଲୁଏଚ୍‌ଓ

    13410
    Feb 02, 2026
  • ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ହାର
    ମନୋରଞ୍ଜନ

    ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ହାର

    15690
    Feb 01, 2026
  • ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ ୪ ରାଉଣ୍ଡ ଫାୟାରିଂ
    ମନୋରଞ୍ଜନ

    ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ ୪ ରାଉଣ୍ଡ ଫାୟାରିଂ

    15583
    Feb 02, 2026
  • ଲଗାତାର କମିବାରେ ଲାଗିଛି ସୁନା ଦର
    ଦେଶ-ଦେଶାନ୍ତର

    ଲଗାତାର କମିବାରେ ଲାଗିଛି ସୁନା ଦର

    14708
    Feb 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଲଗାତାର କମିବାରେ ଲାଗିଛି ସୁନା ଦର

    14708
    Feb 03, 2026
  • ଦେଶ-ଦେଶାନ୍ତର

    “ହମ୍ପଟି ଡମ୍ପଟି ବଜେଟ”: ମମତା ବାନାର୍ଜୀ

    14646
    Feb 01, 2026
  • ଦେଶ-ଦେଶାନ୍ତର

    ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା

    14599
    Feb 02, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17320
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17393
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17738
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16214
    Apr 03, 2021

ବିଶେଷ

  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    13824
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14308
    Jan 31, 2026
  • ଏମିତି କଲେ ହେବ ନାହିଁ ଗ୍ୟାସ୍

    14457
    Jan 29, 2026
  • ଅଧିକ ପିଆଜ ଖାଆନ୍ତୁ ନାହିଁ ଏହି ରୋଗୀ

    16038
    Jan 28, 2026
  • ମନିପ୍ଲାଣ୍ଟକୁ ଶୟନ କକ୍ଷରେ ଏହି ଦିଗରେ ରଖିବା ସବୁଠାରୁ ଶୁଭ

    16349
    Jan 27, 2026

ବାଣିଜ୍ୟ

ଭୁଶୁଡିଲା ସେୟାର ମାର୍କେଟ

ଘରୋଇ ସେୟାର ବଜାରରେ ଏକ ଭୟଙ୍କର ସୁନାମି ଦେଖିବାକୁ ମିଳିଛି। ରବିବାର ଦିନ, BSE ସେନସେକ୍ସରେ ୧୫୪୬.୮୪ ପଏଣ୍ଟ (୧.୮୮%) ହ୍ରାସ ଘଟି ୮୦୭୨୨.୯୪ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି NSE ନିଫ୍ଟି ୫୦ ଇଣ୍ଡେକ୍ସରେ ୪୯୫.୨୦ (୧.୯୬%) ହ୍ରାସ ଘଟି ୨୪୮୨୫.୪୫ ପଏଣ୍ଟରେ ବନ୍ଦ ହୋଇଥିଲା । ତେବେ ବଜେଟ୍ ଦିନ ସବୁଜ ରଙ୍ଗରେ ଖୋଲିଥ ...

  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16051
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15325
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15739
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15489
    Jan 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ ୪ ରାଉଣ୍ଡ ଫାୟାରିଂ

    15583
    Feb 02, 2026
  • “ହମ୍ପଟି ଡମ୍ପଟି ବଜେଟ”: ମମତା ବାନାର୍ଜୀ

    14646
    Feb 01, 2026
  • ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ହାର

    15690
    Feb 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In