ଆତ୍ମସମର୍ପଣ କଲେ ୩୭ ମାଓବାଦୀ
ତେଲେଙ୍ଗାନା :ଦୁର୍ବଳ ହେଉଛି ମାଓଗଡ଼ । ତେଲେଙ୍ଗାନା ପୁଲିସ ନିକଟରେ ଶନିବାର ୩୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ଷ୍ଟେଟ କମିଟିର ସଦସ୍ୟ ଥିବା ଜଣାପଡ଼ିଛି । ମୋଷ୍ଟ ୱାଣ୍ଟେଡ ମାଓବାଦୀ ହିଡମାର ମୃତ୍ୟୁ ପରେ ଏମାନେ ସମୂହ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ଥିଲା ୧୪ ଲକ୍ଷର ପୁରସ୍କାର ।
Powered by Froala Editor