ଆଜି ଜୟ ଢୋଲକିଆଙ୍କ ନାମାଙ୍କନ ଦାଖଲ ସ୍ଥଗିତ
ନୂଆପଡ଼ା: ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଜି ନାମାଙ୍କନ ଦାଖଲ କରିବେ ନାହିଁ ବୋଲି ସୂଚନା ମିଳିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୟ ନାମାଙ୍କନ ଦାଖଲ କରିବେ ବୋଲି ଦଳ ପକ୍ଷରୁ ପୂର୍ବରୁ କୁହାଯାଇଥିବା ବେଳେ ଏହାକୁ ସ୍ଥଗିତ କରାଯାଇଛି । ଆସନ୍ତା ୧୮ ତାରିଖରେ ନାମାଙ୍କନ ଦାଖଲ କରିବେ ଜୟ ଢୋଲକିଆ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡା ଗସ୍ତରେ ଯାଉଥିବା ବେଳେ ସେଠାରେ ଅନେକ ବିଜେଡି କର୍ମୀ ବିଜେପି ଦଳରେ ସାମିଲ ହେବେ ।
Powered by Froala Editor